ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ନେଇ ସନ୍ଦେହ ଘେରକୁ ଆସିଛି। ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ପ୍ରତ୍ୟେକ ନିଷ୍ପତ୍ତିକୁ ମାନିବେ ବୋଲି ସ୍ପଷ୍ଟ କରିଛନ୍ତି।
କ୍ଲେମ୍ କମିଶନ ତଥା ଅବସରପ୍ରାପ୍ତ IAS ଅଫିସରଙ୍କ ଜାଲ୍ ଦସ୍ତଖତ କରି ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଠକ ବନ୍ଧା ହୋଇଛନ୍ତି।
ହାତ ଟେକି ଦେଲେ ସରକାର, କହିଲେ- ଆଳୁ, ଟମାଟର ଏବଂ ପିଆଜ ଦାମ ପାଣିପାଗ ଉପରେ ନିର୍ଭର କରେ
କରୋନା ଟିକା ନେଲେ ୧୦% ଶସ୍ତାରେ ମିଳିବ ବିମାନ ଟିକେଟ, ଏହି ଏୟାରଲାଇନ୍ସ ଦେଲା ଅଫର
ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଆଜି ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ବୋଲି ସୂଚନା ମିଳିଛି।
ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି। ୟୁଏଇରୁ ଭାରତୀୟ ତଦନ୍ତକାରୀ ସଂସ୍ଥା ଅବୁକୁ ଗିରଫ କରିଛି। ଅବୁ ବକରକୁ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ।
ଆଜି ୨୦୨୨ ମସିହା, ଫେବୃଆରୀ ୫ ତାରିଖ, ଶନିବାର, ମକର ୨୩ ଦିନ ମାଘ ମାସ ଶୁକ୍ଳପକ୍ଷ,ପଞ୍ଚମୀ ତିଥି, ଉତ୍ତର ଭାଦ୍ର, ନକ୍ଷତ୍ର, ମୀନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ସ୍ୱାସ୍ଥ୍ୟ ସଚେତନ ହେବା ବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବା ଅତି ସାଧାରଣ କଥା। କିନ୍ତୁ ଏହାର ମାତ୍ରାଧିକ ହେବାକୁ ହେଲ୍ଥ ପର୍ଫେକ୍ସନିଜିମ୍ କୁହାଯାଏ। ଏ କ୍ଷେତ୍ରରେ ବ୍ୟକ୍ତି ଅତି ସାଧାରଣ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ କିମ୍ବା ଶାରୀରିକ କଷ୍ଟକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡେ।
ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ଯେ କେହି ବି ଭାବପ୍ରବଣ ହୋଇଯିବେ। ବାପା ସେମାନଙ୍କ ପାଇଁ କାମ କରୁଛନ୍ତି, ହେଲେ ଖାଉ ନାହାନ୍ତି ବୋଲି କୁନି ଝିଅଟିର ଭାରି ଚିନ୍ତା।
ପ୍ରେମକୁ ଭାରତରେ ସାମାଜିକ ଭାବେ ସ୍ୱୀକୃତି ମିଳେନି। ସମାଜରେ ପ୍ରେମୀ ଯୁଗଳଙ୍କୁ ଅନେକ ଅପବାଦ ସହିବାକୁ ପଡେ। କିନ୍ତୁ ଏଇ ଭାରତରେ ଏମିତି କି ଏକ ଜାଗା ଅଛି ଯେଉଁଠି ପ୍ରେମକୁ ଅନୁମତି ସହ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବି ସ୍ୱୀକାର କରାଯାଏ।
ଅଭିନେତ୍ରୀ ଜେନେଲିଆ ତାଙ୍କର ଏକ ନୂଆ ଫିଲ୍ମକୁ ନେଇ ପୋଷ୍ଟର ଜାରି କରିଛନ୍ତି। ଏଥିରେ ସେ ଓ ତାଙ୍କ ସ୍ୱାମୀ ରିତେଶ ଗର୍ଭବତୀ ଥିବା ଦେଖାଯାଉଛନ୍ତି। କାରଣ କ’ଣ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ।
ଖବର ଅନୁଯାୟୀ, ତିନି ଦଶନ୍ଧି ଧରି ଅମିତାଭଙ୍କ ପୂର୍ବପୁରୁଷ ରହି ଆସୁଥିବା ଏହି ଘରକୁ ନେଜୋନ ଗ୍ରୁପ୍ର ସିଇଓ ଅବନୀ ବଦର୍ କିଣିଛନ୍ତି। ମୋଟ ସମ୍ପତ୍ତିଟି ୪୧୮.୦୫ ବର୍ଗ ମିଟରରେ ବ୍ୟାପିଥିବାର କୁହାଯାଉଛି ।
ଖାଲି କ୍ରିକେଟ୍ର ଗ୍ରୀନ୍ ରୁମ୍ ନୁହେଁ, ଗ୍ରେ ଫିଲ୍ଡରେ ବି ପୁଷ୍ପାର ଜବରଦସ୍ତ ଝଲକ ଇଣ୍ଡିଆରୁ ୱେଷ୍ଟଇଣ୍ଡିଜରୁ, ଅଷ୍ଟ୍ରେଲିଆରୁ ବାଂଲାଦେଶ, ସବୁଠି ଦେଖିବାକୁ ମିଳୁଛି । ପୁଷ୍ପାର ଅନୋଖା ଷ୍ଟାଇଲ ମନୋରଞ୍ଜନ ଦୁନିଆକୁ ବି ଲାଗିଛି ପୁଷ୍ପା ସିରିୟସ୍ ଫିଭର । ଏମିତିକି ପୁଷ୍ପା କ୍ରେଜରୁ ବାଦ୍ ପଡ଼ିନି ପଲିଟିକ୍ସ ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୋଟିଏ ୫୪ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଦୁଇଟି ବନ୍ଧୁକ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କର କୌଣସି ଜମିବାଡ଼ି ନଥିବା, ତାଙ୍କ ନାରେ ଅପରାଧିକ ମାମଲା ନଥିବା ଏବଂ କୌଣସି ଲୋନ୍ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି।
ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।
ଗୋବର୍ଦ୍ଧନ ମଣିଷକୁ ଭଲ ପାଉଥିବା ମଣିଷଟେ ଥିଲେ। ଆଖପାଖ ସମାଜରେ ଘଟୁଥିବା ଦୁଃଖ ଦୁର୍ଦ୍ଦଶା ତାଙ୍କୁ ସବୁବେଳେ ବିଚଳିତ କରୁଥିଲା। ସମାଜରେ ଅବହେଳିତ ମେହେନତି ଭୋକିଲା ଗରିବ ମଣିଷମାନଙ୍କର କଥାକୁ ସେ ମୁଖ୍ୟ ବିଷୟ କରି ନିଜ ଛବି ଭିତରକୁ ଆଣିଦେଲେ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୮୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ଦିଲ୍ଲୀ ବିଜେପି ଦଳ ।
କେନ୍ଦ୍ର ସରକାରଙ୍କ ମନମୁଖୀ ପଦକ୍ଷେପକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଓଡ଼ିଶାରୁ ବଳକା ଉଷୁନା ଚାଉଳ ତୁରନ୍ତ ଉଠାଇବାକୁ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ବିଜେଡି ସାଂସଦମାନେ
ରିଲିଜ୍ ହୋଇଛି ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର। ଖୁବ୍ ଶୀଘ୍ର ପରଦାକୁ ଆସିବ ଫିଲ୍ମ। ଆଲିଆ ଭଟ୍ଟଙ୍କ ଡାଏଲଗ୍ ପ୍ରେକ୍ଷାଳୟକୁ ଉଠେଇବ ପକେଇବ।
କୋଷ୍ଟ ଗାର୍ଡ(ଭାରତୀୟ ତଟରକ୍ଷା ବାହିନୀ) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ତଟରକ୍ଷା ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ବିଧାନସଭା ନିର୍ବାଚନ ପୂର୍ବରୁ ଭଗବାନଙ୍କ ପାଖରେ ଅଧିଆ ପଡ଼ିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।
ଏବେ ଚର୍ଚ୍ଚାରେ ବଲିଉଡ୍ ସୁନ୍ଦରୀ ସୁସ୍ମିତା ସେନ୍। ତାଙ୍କ ଝିଅ ରେନୀ ନିଜ କୋଳରେ ଧରିଛନ୍ତି ଏକ କୁନି ଝିଅକୁ। ତିନି ନମ୍ବର ସନ୍ତାନର ମା’ ହେଲେ କି ସୁସ୍ମିତା।
ୱିଣ୍ଟର ଅଲିମ୍ପିକ ଉଦଘାଟନୀକୁ ଯିବନି ଭାରତ । ଚୀନରେ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକ ଉଦଘାଟନୀକୁ ବର୍ଜନ କରିଛି ଭାରତ । ଭାରତ ଉଭୟ ଉଦଘାଟନୀ ଓ ଉଦଯାପନୀ ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ।
ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପି ସଚେତନତା, ନିରାକରଣ ଏସାଙ୍ଗକୁ କ୍ୟାନସର ରୋଗୀ ସଂଖ୍ୟା ହ୍ରାସ ପାଇଁ ଉଦ୍ୟମ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ ।