କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଲତା ମଙ୍ଗେସକର ପିଲାଟି ଦିନରୁ କଳା ପ୍ରତି ଭାରି ଆଗ୍ରହୀ ଥିଲେ । ଖେଳବୁଲା ବୟସରେ ଲତା ମଙ୍ଗେସକର ବାପାଙ୍କ ସହିତ ବସି ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ମାତ୍ର ୫ ବର୍ଷ ବୟସରେ ସେ ପିତାଙ୍କ ସଂଗୀତ ନାଟକରେ ଅଭିନୟ କରିଥିଲେ ।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ପାକ୍ ସେନା ସୂଚନା ଅନୁସାରେ ନୌସକି ପ୍ରଦେଶରେ ହୋଇଥିବା ଏନକାଉଣ୍ଟରରେ ୯ ବଲୁଚ୍ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ଅଧିକାରୀଙ୍କ ସମେତ ପାକ୍ ସେନାର ପାଞ୍ଚ ଜଣ ଯବାନଙ୍କର ମଧ୍ୟ ଜୀବନ ହରାଇଛନ୍ତି ।
ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଡିଜିଟାଲ କରେନ୍ସିକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାକୁ କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଥିବା ବେଳେ ଆମେ ଆପଣଙ୍କୁ ଜଣାଉଛୁ ସହଜ ଓ ସରଳରେ..
ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ଭାରତ, ଇଂଲଣ୍ଡକୁ ୪ ୱିକେଟ୍ରେ ହରାଇ ଭାରତର ଯୁବ ବ୍ରିଗେଡ୍ ତାଜ୍ ପିନ୍ଧିଛନ୍ତି।
ରାତାରାତି କୋଟିପତି । ଲଟେରୀ ଜିତିଲେ ମହିଳା, ବଦଳିଗଲା ଭାଗ୍ୟ ।
ସାମ୍ନାକୁ ଆସିଛି ଏକ କଳଙ୍କିତ ବାପାର ଛବି। ସାଜିଥିଲା ଝିଅର ଗ୍ରାହକ। ଦେଖୁଥିବା ଆପତ୍ତିଜନକ ଫଟୋ ଆଉ ଭିଡିଓ। ଏନେଇ ଦେଉଥିଲା ଲକ୍ଷ ଲକ୍ଷ ଟଙ୍କା। ଝିଅର ଅଜାଣତରେ ଚାଲିଥିଲା ସବୁକିଛି।
କରୋନା ଭାଇରସ ସମସ୍ତଙ୍କ ପାଇଁ ବିପଦ ହୋଇ ଆସିଥିବା ବେଳେ ଜଣେ ମହିଳାଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି। ଜନ୍ମରୁ ଏହି ମହିଳା କୌଣସି ବାସ୍ନା ବାରି ପାରୁ ନଥିଲେ। କୋଭିଡ୍ ହେବା ପରେ ସେ ଫେରି ପାଇଛନ୍ତି ନିଜ ଆଘ୍ରାଣ ଶକ୍ତି।
ଅସୁବିଧା ବେଳେ ମଣିଷ ଯେପରି ଆଉ ଜଣେ ମଣିଷର ସାହାଯ୍ୟ ଦରକାର କରେ, ଠିକ୍ ପଶୁମାନେ ବି ଆଉ ଏକ ପଶୁର ସହଯୋଗ ଲୋଡନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଛେଳି ଓ ଗଧର ଭିଡିଓ ଏହାକୁ ପ୍ରମାଣିତ କରେ।
ଆପଣଙ୍କ ପାଖରେ ଅଛି କି ଏହି ୨ ଟଙ୍କିଆ ନୋଟ୍। ତେବେ ଏହା ଆପଣଙ୍କୁ କରିଦେବ ଧନୀ। ତେବେ କିପରି ହେବେ ଜାଣିବା ପାଇଁ ପଢନ୍ତୁ।
ହାତୀର ପ୍ରତିଭା ଦେଖି ଆପଣ ବି ସାଲୁଟ୍ ମାରିବେ। ହାତୀ ଧରିଛି ରଙ୍ଗ ତୂଳୀ ଆଉ ଆଙ୍କୁଛି ନିଜର ଚିତ୍ର। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବେ।
ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା
ଶ୍ରେଣୀଗୃହରେ ସ୍କାର୍ଫ ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଛି । କିଛିଦିନ ହେଲା ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି ।
ଭାଇରାଲ ହେଉଛି ବବି ଦେଓଲଙ୍କ ନୂଆ ଲୁକ୍। ଏଥିରେ ସେ ଏକ କଳାରଙ୍ଗର ପଠାନୀ କୁର୍ତ୍ତା ପିନ୍ଧିଥିବା ବେଳେ କଡରେ ମାରିଛନ୍ତି ଏକ ଛୁରୀ। ଦେଖାଯାଉଛନ୍ତି ଖତରନାକ୍। ଲୋକଙ୍କ ପ୍ରଶଂସାର ସୁଅ ଛୁଟିଛି।
ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ।
ସେ ବି ଜଣଙ୍କର ମା’ , ହେଲେ ଏତେ ନିର୍ଦ୍ଦୟ କିପରି ହୋଇପାରିଲା । ଶିଶୁକୁ ନିର୍ଦ୍ଦୟ ଭାବେ ମାଡ଼ ମାରିଲା ଚାକରାଣୀ ।
ରିଲିଜ୍ ହୋଇସାରିଛି 'ଲୁପ୍ ଲପେଟା'। ଏଥିରେ ଦେଖିବାକୁ ମିଳିବ ତାପସୀ ପନ୍ନୁ ଓ ତାହିର ରାଜ ଭସିନଙ୍କ ଜବରଦସ୍ତ ଅଭିନୟ। ଫିଲ୍ମରେ ଅନେକ କିଛି ଏକ୍ସପେରିମେଣ୍ଟ୍ ସହିତ ରହିଛି ନୂଆ ଧରଣର କାହାଣୀ।
ସୁରସାମ୍ରାଜ୍ଞୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଭେଣ୍ଟିଲେଟରରେ ଅଛନ୍ତି ୯୨ ବର୍ଷୀୟା ଲତା ମଙ୍ଗେସକର। ବ୍ରିଚକାଣ୍ଡି ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି ଫ୍ୟାନ୍ସ।
ଗଜପତି ଜିଲ୍ଲା ପରିଷଦ ଗଠନ ହେବା ପରେ ପ୍ରଥମ ତିନିଥର କଂଗ୍ରେସ ପରେ ବିଜେଡି ଏବଂ ତାପର ନିର୍ବାଚନ ଜିତି ବିଜେପି ଗଢିଥିଲା ପରିଷଦ । ଗତ ତିନିଟି ନିର୍ବାଚନର ଫଳାଫଳ କହୁଛି ଯେ ଜିଲ୍ଲାରେ ବଦଳିଛି ଭୋଟରଙ୍କ ମୁଡ୍ । ଆଉ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି ।
ସଂସଦରେ ସହମତି ପ୍ରକାଶ ପାଇଲେ ସୋସିଆଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବାକୁ କଠୋର ନିୟମ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି।
ହେଲିକପଟର ଯୋଗେ ରାତାରାତି ISIS ନିୟନ୍ତ୍ରଣରେ ଥିବା ଆତ୍ମେ ସହରରେ ପହଞ୍ଚିଥିଲେ ୫୦ରୁ ଅଧିକ ଆମେରିକୀୟ ସୈନ୍ୟ
ବାପାଙ୍କ କଥା ମନେ ପକାଇ ବିକଳ ହୋଇ କାନ୍ଦୁଛି କୁନି ଝିଅ । ଆଖିର ଲୁହ ତା’ର ବାପାଙ୍କ ଯନ୍ତ୍ରଣା ବଖାଣୁଛି ।
ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ନେଇ ସନ୍ଦେହ ଘେରକୁ ଆସିଛି। ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ପ୍ରତ୍ୟେକ ନିଷ୍ପତ୍ତିକୁ ମାନିବେ ବୋଲି ସ୍ପଷ୍ଟ କରିଛନ୍ତି।
କ୍ଲେମ୍ କମିଶନ ତଥା ଅବସରପ୍ରାପ୍ତ IAS ଅଫିସରଙ୍କ ଜାଲ୍ ଦସ୍ତଖତ କରି ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଠକ ବନ୍ଧା ହୋଇଛନ୍ତି।
ହାତ ଟେକି ଦେଲେ ସରକାର, କହିଲେ- ଆଳୁ, ଟମାଟର ଏବଂ ପିଆଜ ଦାମ ପାଣିପାଗ ଉପରେ ନିର୍ଭର କରେ