• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

27 Die In Massive Delhi Fire
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ୨ ଗିରଫ

ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍‌ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ।

Yoga asanas for long covid patients tips to recover fast
ଏହି ସବୁ ଯୋଗାସନ କରି ଲଙ୍ଗ୍ କୋଭିଡ୍‌ରୁ ମୁକ୍ତି ପାଆନ୍ତୁ

କୋଭିଡ୍‌ରେ ଆକ୍ରାନ୍ତ ହୋଇ ସଂକ୍ରମଣରୁ ରକ୍ଷା ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି। ଏହାର ପ୍ରଭାବ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣରୁ ମୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କର ଲକ୍ଷଣ ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ।

Dancer performing belly dance at funeral video
ଶ୍ରଦ୍ଧାଞ୍ଜଳି ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ

ଶ୍ରଦ୍ଧାଞ୍ଜଳି ସଭାରେ ଧୁମ୍‌ଧଡ୍‌କା ନାଚ। ଜଣେ ଯୁବତୀ ସଲମାନ ଖାନଙ୍କ ୱାଣ୍ଟେଡ୍‌ ଫିଲ୍ମର ‘ଚାନ୍ଦିନୀ ଚାନ୍ଦିନୀ ରାତ୍ ହୈ’ ଗୀତରେ ନାଚୁଥିବାର ନଜର ଆସନ୍ତି। ସେ ଏଥିରେ ଜବରଦସ୍ତ ବେଲୀ ଡ୍ୟାନ୍ସ କରୁଥିବା ଦେଖାଯାଏ।

Never search these things on google may lead to jail
ଗୁଗୁଲ୍‌ରେ ଏ ସବୁ ତଥ୍ୟକୁ ଖୋଜୁଛନ୍ତି କି; ସାବଧାନ, ଜେଲ୍ ହେଇପାରେ

ଆପଣ ଗୁଗୁଲରେ ଯାହା ଖୋଜୁଛନ୍ତି ତାହା ଉପରେ କିଛି ଲୋକ ନଜର ରଖନ୍ତି। ଏଥିରେ ଏକ ସୁରକ୍ଷା ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ ଯଦି କିଛି ଧରାଯାଏ ଯେ ଯାହା ବିପଜ୍ଜନକ, ତେବେ ଦଳ ଏହାକୁ ଟ୍ରାକ୍ କରେ।

delhi fire Mishap
ନିଆଁରୁ ବଞ୍ଚିବା ପାଇଁ କୋଠା ଉପରୁ ଡେଇଁପଡ଼ିଲେ ଲୋକ

ନିଆଁ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା।

west Delhi Fire
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୨୬ ମୃତଦେହ ଉଦ୍ଧାର

ନିଆଁ ଲାଗିବା ପରେ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା।   

Loco pilot stop train as elephant crosses tracks
ଲୋକ ପାଇଲଟ୍‌ଙ୍କ କୌଶଳ ବଞ୍ଚେଇ ଦେଲା ହାତୀକୁ

ଅଳ୍ପକେ ରକ୍ଷାପାଇଗଲା ହାତୀ। ରେଳ ଲାଇନକୁ ପାରିହେଲା ବେଳେ ଆସୁଥିଲା ଟ୍ରେନ୍। ହାତୀ ଉପରେ ନଜର ପଡିଗଲା ଲୋକୋ ପାଇଲଟ୍‌ଙ୍କ। ଲଗେଇଲେ ଜରୁରୀକାଳୀନ ବ୍ରେକ୍।

one family one ticket
କଂଗ୍ରେସରେ ମହା ପରିବର୍ତ୍ତନର ବାର୍ତ୍ତା : ପରିବାରରୁ ଜଣକୁ ଟିକେଟ୍, ୫ ବର୍ଷିଆ ହେବ ପାର୍ଟି ପୋଷ୍ଟ

କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା?

Kashmiri Pandit's Killing
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲୁସ୍ତୁଲ କାଶ୍ମୀର ଘାଟି

କାଶ୍ମୀର ପଣ୍ଡିତଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ମୁସଲିମ୍ ସଂପ୍ରଦାୟ । ହିନ୍ଦୁ ଭାଇଙ୍କ ସୁରକ୍ଷା ଦାବି କରି ବହୁ ସଂଖ୍ୟାରେ ମୁମଲିମ୍ ବିରୋଧ ପ୍ରଦର୍ଶନରେ ସାମିଲ ହେବା ଲାଗି ଆହ୍ୱାନ ବି ଜଣାଇଛନ୍ତି

୨୪ ଘଣ୍ଟାରେ ପ୍ରତିଶୋଧ ନେଲା ସେନା : ଏନକାଉଣ୍ଟରରେ କାଶ୍ମୀର ପଣ୍ଡିତ ରାହୁଲଙ୍କ ହତ୍ୟାକାରୀ ସଫା

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ରାହୁଲଙ୍କ ହତ୍ୟାରେ ସାମିଲ ଥିଲେ ।

SSC phase-10 notification out for 2064 post
SSCରେ ଚାକିରି ସୁଯୋଗ; ଖାଲି ପଡିଛି ୨୦୬୪ଟି ପଦବୀ

SSC ଫେଜ୍ -୧୦ ଅଧୀନରେ ହଜାର ହଜାର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପ୍ରକାଶିତ ନିଯୁକ୍ତି ଦ୍ୱାରା ମୋଟ ୨୦୬୪ଟି ପଦବୀ ଖାଲି ପଡିଛି। ସିବିଟି ମୋଡ୍‌ରେ ହେବାକୁ ଥିବା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

Nasa science news scientists grow plants in lunar dirt next stop moon
ଚନ୍ଦ୍ର ମାଟିରେ ଉଠିଲା ଗଛ !

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରରୁ ଆଣିଥିବା ମାଟିରେ ଚାରା ଲଗାଇ ଦେଖାଇଛି ।

Mahesh Babu charges so much for a film
ଜାଣନ୍ତୁ ଗୋଟିଏ ଫିଲ୍ମ କରିବାକୁ ମହେଶ ବାବୁ କେତେ ଟଙ୍କା ନିଅନ୍ତି

ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତା ତାଲିକାରେ ମହେଶ ବାବୁଙ୍କୁ ଗଣନା କରାଯାଉଛି। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ବିବୃତ୍ତି ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍‌ ତାଙ୍କୁ ଟଙ୍କା ଦେଇ ପାରିବ ନାହିଁ। ଆସନ୍ତୁ ଜାଣିବା ଗୋଟିଏ ଫିଲ୍ମ ପାଇଁ ଏହି ଅଭିନେତା କେତେ ଟଙ୍କା ନିଅନ୍ତି?

Aashram-3 trailer out the series will stream from 3 june
ରିଲିଜ୍ ହେଲା ‘ଆଶ୍ରମ ୩’ର ଟ୍ରେଲର୍‌; ଏହି ଦିନ ଷ୍ଟ୍ରିମ୍ ହେବ

ସାମ୍ନାକୁ ଆସିଛି ‘ଆଶ୍ରମ ୩’ର ଟ୍ରେଲର୍‌। ପୁଣି ଥରେ କାଶୀପୁରର ବାବାଙ୍କ ରାଜ୍ୟ ଫେରି ଆସିଛି। ‘ଆଶ୍ରମ ୩’ର ଟ୍ରେଲର୍‌ ସହିତ ପୁଣି ଥରେ 'ଜପନାମ'ର ଗୁଞ୍ଜର ମଧ୍ୟ ଶୁଣିବାକୁ ମିଳିଛି। ବାବାଙ୍କ ଅନ୍ଧକାର ରାଜ୍ୟରେ ଥିବା ମାୟାଜାଲର ହେବ କି ପର୍ଦାଫାସ?

Mystery ‘space debris’ found in three areas in Gujarat
ରାତି ଅନ୍ଧାରରେ ଆକାଶରୁ ଖସିଲା ନିଆଁ ପିଣ୍ଡୁଳା, ସକାଳ ହେବା ପରେ . .

ଆକାଶରୁ ଭୀଷଣ ଶବ୍ବ ସହ ତଳକୁ ଖସି ଆସିଛି ନିଆଁ ପିଣ୍ଡୁଳା

Twitter Deal Temporarily On Hold, Tweets Elon Musk
କାହିଁକି ଟ୍ୱିଟର ଡିଲ୍ ସ୍ଥଗିତ ରଖିଲେ ଏଲନ ମସ୍କ ?

ଟ୍ୱିଟର ଅଧିଗ୍ରହଣ ଡିଲ୍‌କୁ ସାମୟିକ ସ୍ଥଗିତ ରଖିଲେ ଏଲନ ମସ୍କ ।

Elon Musk Says Ready To Meet His Chinese Lookalike
ପ୍ରକୃତରେ କିଏ ଏଲନ ମସ୍କ ? ଫଟୋ ଦେଖି ଆପଣ ବି ଦ୍ୱନ୍ଦରେ ପଡ଼ିବେ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।

vastu and clove
ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।

leaked-list
ଲିକ ଡକ୍ୟୁମେଣ୍ଟରେ ଖୁଲାସା : ଚୀନ୍ ଜେଲରେ ବନ୍ଦୀ ଅଛନ୍ତି ୧୦ ହଜାରରୁ ଅଧିକ ଉଇଗର

ଲିକ୍ ହୋଇଥିବା ତାଲିକାରେ ପ୍ରତ୍ୟେକ କଏଦୀଙ୍କ ନାମ, ଜନ୍ମ ତାରିଖ, ଜାତି, ପରିଚୟ ପତ୍ର, ଚାର୍ଜ, ଠିକଣା, ଦଣ୍ଡର ସମୟ ଏବଂ ଜେଲ ବିଷୟରେ ସୂଚନା ରହିଛି

seven-years-old-boy-flew-airplane
୭ ବର୍ଷର କୁନି ପାଇଲଟ୍‌ : ଛୋଟ ବୟସରେ ବଡ଼ ଉଡ଼ାଣ

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି ।

1,600-Feet Asteroid Heading Towards Earth
ମାଡ଼ି ଆସୁଛି ବିପଦ ! ମେ’ ୧୬ରେ ପୃଥିବୀ ନିକଟ ଦେଇ ଗତି କରିବ ବିଶାଳକାୟ ଆଷ୍ଟ୍ରଏଡ୍‌

ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍‌ରେ  ଆଷ୍ଟ୍ରଏଡ୍‌ 388945 (2008 TZ3) ପୃଥିବୀର ନିକଟତର ହେବ।

Elon musk fired two twitter managers
୨ କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ଟ୍ୱିଟର

ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।

Cobra Javanese made the angel
ଦେବଦୂତ ସାଜିଲେ କୋବ୍ରା ଯବାନ, ସାଥୀ ଯବାନଙ୍କ ଝିଅର ବାହାଘର କରାଇଲେ

ଦେବଦୂତ ସାଜିଲେ କୋବ୍ରା ଯବାନ । ସାଥୀ କମାଣ୍ଡୋଙ୍କ ଝିଅ ବାହାଘର କରାଇ ନିଜର ମହାନତା ଦେଖାଇଛନ୍ତି କୋବ୍ରା ଯବାନ। ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଜିନିଷପତ୍ର କିଣାକିଣି ଲାଗି ଯୋଗାଇଦେଲେ ଗାଡ଼ି ।

IMD Predicts Early Monsoon Arrival
ପାଣିପାଗ ବିଭାଗର ପୂର୍ବାନୁମାନ- ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ

ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ।

Afghanistan Taliban bans husband wife cannot sit together in restaurant
ଏଣିକି ରେଷ୍ଟୁରାଣ୍ଟରେ ସ୍ୱାମୀ-ସ୍ତ୍ରୀ ଏକାଠି ଖାଇବା ମନା

ତାଲିବାନ୍‌ର ନୂଆ ନିୟମ । ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ସ୍ୱାମୀ ଓ ସ୍ତ୍ରୀ ।