ମାଡ଼ ମାରି ଯୁବକଙ୍କ ଗୋଡ଼ ଭାଙ୍ଗିଦେଲେ ପୋଲିସ୍ ବାବୁ ।
ନିଆରା ପରିବାର । ଘରର କବାଟ ଠାରୁ ଆରମ୍ଭ କରି ଜିନିଷପତ୍ର ଓ ପୋଷାକ ପର୍ଯ୍ୟନ୍ତ ସବୁକିଛି ନାଲି ଓ ଧଳା ରଙ୍ଗର ।
ବିଚ୍ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। କେତେବେଳେ ଗୋଇଠା ଉପରେ ଗୋଇଠା ତ ଆଉ କେତେବେଳେ ଚାପୁଡ଼ା ମାଡ଼। ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍ ହୋଇ ଛିଡ଼ା ହୋଇଥିଲେ।
ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଅଭିଯୁକ୍ତଙ୍କୁ ଜେଲ ହୋଇଥିଲା।
ଭ୍ଲାଦିମିର୍ ପୁଟିନ୍(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ଜଣାପଡ଼ିଛି।
ସ୍ଥାନୀୟ ଲୋକେ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଆଜି ୨୦୨୨ ମସିହା, ମେ ମାସ, ୧୬ ତାରିଖ, ସୋମବାର, ବୃଷ, ୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ....
ରାଜଧାନୀ ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର କରିଥିବାରୁ ଅସହ୍ୟ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରୌଦ୍ରତାପ ଏତେ ଯେ ଲୋକଙ୍କ ଘରୁ ବାହାରିବା ବି ମୁସ୍କିଲ୍ ହୋଇପଡୁଛି ।
ବ୍ୟାଡମିଣ୍ଟନ ଜଗତର ସବୁଠୁ ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଥୋମାସ୍ କପକୁ ବିଶ୍ୱ ପୁରୁଷ ଟିମ୍ ଚାମ୍ପିୟନସିପ୍ ବୋଲି ମଧ୍ୟ କୁହାଯାଏ । ୧୯୪୮-୪୯ରୁ ଏହା ପ୍ରତି ୩ ବର୍ଷରେ ଖେଳାଯାଉଥିବା ବେଳେ ୧୯୮୨ରୁ ପ୍ରତି ୨ ବର୍ଷରେ ଖେଳାଯାଉଛି
ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସ୍କିଲ୍, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି। ୩୦୦ ଫୁଟ୍ ତଳୁ ଉଦ୍ଧାର ହେଲେ ଶ୍ରମିକ।
ବିଲେଇ ଛୁଆ ଭାବି ଘରକୁ ଚିତା ବାଘ ଆଣିଲା କୁନିଝିଅ । ମହାରାଷ୍ଟ୍ରରୁ ଏହି ନିଆରା ଘଟଣା ସାମ୍ନାକୁ ଆସିଛି ।
ମୁଦ୍ରା, ପଦକ, ଡିଏନ୍ଏ ନମୁନା, ମୌଳିକ ବିଶ୍ଳେଷଣ, ଆନ୍ଥ୍ରୋପୋଲୋଜି ଏବଂ ରେଡିଓ-କାର୍ବନ ଡେଟିଂ, ଏହି ସବୁ ଦିଗ ଏହା ହିଁ ସୂଚାଉଛି ।"
ଉତ୍ତର କୋରିଆରେ ଯେଉଁଭଳି କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଖାଲି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିନି ବରଂ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି।
ତା’ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି ।
ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା ।
ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ମାଣିକ ଶାହା ଶପଥ ନେଇଛନ୍ତି। ନାଟକୀୟ ମୋଡରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଥିଲେ।
ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁ ଆସାମରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ।
କାର୍ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ଙ୍କ ବିୟୋଗ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ନିଜ ଏବଂ ନିଜ ବନ୍ଧୁଙ୍କୁ ନେଇ କିଛି ଏମିତି କହିଥିଲେ...
ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଏବଂ ୧୪ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୪୬୨ ରନ୍ କରିଥିବା ବେଳେ ଦିନିକିଆରେ ୫୦୮୮ ରନ୍ ଏବଂ ଟି -୨୦ରେ ୩୩୩ ରନ୍ କରିଛନ୍ତି ।