ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ ।
ଅବିଶ୍ରାନ୍ତ ବର୍ଷା ପରେ ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ପାଣି ଘେରରେ ରହିଛି ।
ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।
ଭାରତରେ ପ୍ରତିବର୍ଷ ଗୃହିଣୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ଏହା ପଛରେ ମାନସିକ ଓ ଶାରିରୀକ କାରଣ ଠାରୁ ଆରମ୍ଭ କରି ଘରୋଇ ହିଂସା, ଯୌତୁକ ନିର୍ଯାତନା, ଆର୍ଥିକ ନିର୍ଭରଶୀଳତା ଆଦି ଦାୟୀ ବୋଲି କୁହାଯାଏ। ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା
ଆଜିକାଲି ପ୍ରୋଷ୍ଟେଟ୍ କ୍ୟାନ୍ସର୍ ବଢିବାରେ ଲାଗିଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନଚର୍ଯ୍ୟାରେ ଯୋଗାସନକୁ ସାମିଲ କରିବା ଜରୁରୀ। ଆସନ୍ତୁ ନଜର ପକେଇବା କେଉଁ କେଉଁ ଆସନ କରିବା ନିହାତି ଦରକାର।
ରାତି ପ୍ରାୟ ସାଢ଼େ ୮ଟାରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରିନି ।
ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍ ଇନ୍ କରିବାକୁ ହେବ ।
ଆସନ୍ତାକାଲି ଷ୍ଟକ୍ ମାର୍କେଟରେ ଏଲ୍ଆଇସି ଷ୍ଟକ୍ ଏଣ୍ଟ୍ରି ମାରିବ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ । ମେ ୪ରୁ ୬ ଦିନ ପାଇଁ ଖୋଲାଥିବା ଦେଶର ସର୍ବବୃହତ ଆଇପିଓ ।
ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।
BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।
ଆଇପିଏଲ୍ରେ ବର୍ତ୍ତମାନ ପ୍ଲେ ଅଫ୍ରେ ସାମିଲ ହେବା ପାଇଁ ସବୁ ଟିମ୍ ଜୋର୍ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍ଟି ଦିଲ୍ଲୀ ଓ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।
ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...
ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...
ଗତ କିଛି ଦିନ ହେବ ଟିଟିଲାଗଡ ସହରରେ ଜମି ମଫିଆଙ୍କ ଉତ୍ପାତ ବଢିଛି
ହାତରେ ବନ୍ଧୁକ ଧରି ବୀରଦର୍ପରେ ବାହାରିଛନ୍ତି ବୀରାଙ୍ଗନା । ଲକ୍ଷ୍ୟ ଶତ୍ରୁ ସଂହାର । ମା କାଳୀ ପରି ଶତ୍ରୁର ଦମନ କରିବେ ।
ସୋସିଆଲ ମିଡିଆରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଟାର୍ଗେଟ୍ କରିଛନ୍ତି ସୋନା ମହାପାତ୍ର। ସେ ଆଉ ଜ୍ୟାକ୍ଲିନ୍ଙ୍କ ନାଁ ସହିତ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ ବୋଲି କହିଛନ୍ତି। ହେଲେ କାହିଁକି…
ଘରର ଡିଜାଇନ୍ ଗଛର ଡାଳ ଅନୁସାରେ ପ୍ରସ୍ତୁତ ହୋଇଛି । ଗଛର କୌଣସି ଗୋଟିଏ ଡାଳକୁ କଟା ନଯାଇ ଏହି ବିଳାସପୂର୍ଣ୍ଣ ଘର ତିଆରି କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି।
‘ଭାଇ,ବହୁତ ଶୀଘ୍ର ତୁମେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲ। ତୁମ ଯିବା ଦୁଃଖରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ମୁଁ ସବୁବେଳେ ତୁମକୁ ବହୁତ ଭଲ ପାଉଥିଲି ଓ ପାଇବି’। ସାଇମଣ୍ଡସ୍ଙ୍କ ଯିବା ଦୁଃଖରେ ଭାଙ୍ଗି ପଡ଼ିଲେ ଭଉଣୀ
ହାତ ଯୋଡି କ୍ଷମା ମାଗିଛନ୍ତି ଭାରତୀ ସିଂ। ନିଶ ଦାଢି ରଖୁଥିବା ଲୋକଙ୍କୁ ନେଇ ଉଡେଇଥିଲେ ମଜ୍ଜା। ଦେଖନ୍ତୁ କ’ଣ କହିଥିଲେ।
ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର(Gold Price) ୦.୦୮% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୧୫ ଟଙ୍କାରେ କାରବାର ଚାଲିଥିଲା।
ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି।
ମସଜିଦ୍ ଭିତରୁ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷଙ୍କ ଦାବି ପରେ ସଂପୃକ୍ତ ସ୍ଥାନକୁ ସିଲ୍ ପାଇଁ ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ