ଗିରଫ ପରେ ଆସନ୍ତା ୨୧ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଯିଏ ମା’ ସିଏ ସମସ୍ତଙ୍କର ମା’। ସିଏ ନିଜ ପିଲା ହେଉ କି ଅନ୍ୟର। ସେ ଗାଇ ଗୋରୁ ହେଉ କି କୌଣସି ପକ୍ଷୀ, ଏପରିକି ଗଛ ଲତାକୁ ବି ସ୍ନେହ ପ୍ରେମ ଢାଳିଦିଏ ଗୋଟେ ମା’। ତେବେ ଆସନ୍ତୁ ଜାଣିବା ସେହି ମା’ ବିଷୟରେ ଯିଏ ଗଛମାନଙ୍କର ମା’।
ସାଂସଦ ଓ ବିଧାୟକ ଗୋଟିଏ ପାଦ ବଢ଼ାଇଲେ ରେଳ ମନ୍ତ୍ରଣାଳୟ ଆଉ ୧୦ ପାଦ ଆଗକୁ ବଢ଼ାଇବ।
ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ ଅନେକ ନୂଆ ଫିଲ୍ମ ‘କୋଉ ଆକାଶର ଜହ୍ନ’। ଦର୍ଶକଙ୍କୁ ଦେବ ଭରପୂର ମନୋରଂଜନ। କ’ଣ ରହିଛି ଫିଲ୍ମର କାହାଣୀ ଆସନ୍ତୁ ଜାଣିବା।
ହଠାତ୍ ୩ ଜଣ ଦୁର୍ବୃତ୍ତ ଆସି କାର୍ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ। ସେଠାରେ ଉପସ୍ଥିତ ଲୋକ ଏସବୁ ଦେଖୁଥିଲେ ମଧ୍ୟ ଏହାକୁ ଅଟାଇବା ପାଇଁ କେହି ସାହସ କରିପାରୁନଥିଲେ।
ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି କାହିଁକି ?
ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ରହିଛି ୪୭ ହଜାର ୩୫୦ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୧,୬୯୦ ଟଙ୍କା ରହିଛି।
ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଛି ! ଏହି ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ଓ ନୀତିଶ କୁମାରଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଛି ।
ମାତୃ ଦିବସରେ ମହିଳାଙ୍କୁ ନେଇ ମତ ରଖିଛନ୍ତି ଶେହନାଜ ଗିଲ୍। ଝିଅମାନଙ୍କୁ କୋମଳ, ସୂକ୍ଷ୍ମ ଏବଂ ନିର୍ବୋଧ ବୋଲି କହିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।
ଦିଲ୍ଲୀ ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ପଞ୍ଜାବ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଗାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟରାତ୍ରିରେ ଶୁଣାଣି କରି ପଞ୍ଜାବ ସରକାରଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି।
ଯେତେବେଳେ ଏକ ନାରୀ ନିଜ ସନ୍ତାନକୁ ଜନ୍ମଦିଏ ସେତେବେଳେ ତା’ର ଶରୀର ଭିନ୍ନ ହର୍ମୋନ୍ର କ୍ଷରଣ ହେତୁ ବହୁ ପ୍ରକାର ପରିବର୍ତ୍ତନର ସାମ୍ନା କରେ। ତେଣୁ ପ୍ରସବ ପରେ ସେ ନିଜର ମୋଟା ପଣ, କ୍ଲାନ୍ତପଣ, ଖାଦ୍ୟାଭ୍ୟାସ ସହ ଶିଶୁର ସ୍ତନ୍ୟପାନ ଆଦିକୁ ନେଇ ଚିନ୍ତିତ ରୁହେ। ତେବେ ଆସନ୍ତୁ ସ୍ତନ୍ୟପାନ କରାଉଥିବା ଏକ ନୂଆ ମା’ର ଖାଦ୍ୟ ବିଷୟରେ ଜାଣିବା।
ଆଜି ୨୦୨୨ ମସିହା ମେ ମାସ ୮ ତାରିଖ ରବିବାର ମେଷ ୨୫ ଦିନ ବୈଶାଖ ମାସ ଶୁକ୍ଳପକ୍ଷ, ସପ୍ତମୀ ତିଥି ପୂଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ମଦର୍ସ ଡେ ବା ମାତୃ ଦିବସ କିନ୍ତୁ ସନ୍ତାନ ପାଇଁ ସବୁଦିନ ମାତୃ ଦିବସ । କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ ଏମିତି ଯେତେ ଅଳଙ୍କାର ଦେଲେ ବି ମାଆ ପାଇଁ କମ୍ ପଡ଼ିବ ।
ବିଭିନ୍ନ ଦେଶରେ ମାତୃ ଦିବସ ପାଳନ କରିବାର ନିଜସ୍ୱ ପଦ୍ଧତି ମଧ୍ୟ ଅଛି। କେତେକ ଦେଶରେ ଏମିତି ମଧ୍ୟ ନିୟମ ଅଛି ଯଦି ମାତୃ ଦିବସ ଅବସରରେ ମା’ଙ୍କୁ ସମ୍ମାନିତ କରାଯାଏ ନାହିଁ, ତେବେ ଏହା ଅପରାଧ ବୋଲି ଧରାଯାଏ।
ଦଳ ପାଇଁ କେବଳ ରସେଲ ୧୯ଟି ବଲ୍ରେ ୪୫ ରନ୍ ସଂଗ୍ରହ କରିଥିଲେ।
ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା।
ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମ ଏବେ ଦିଓ୍ବାନା କରିଛି ଭାରତୀୟଙ୍କୁ।
ମୋଦି ସରକାରକୁ ବିଭିନ୍ନ ସମୟରେ କଟାକ୍ଷ କରି ବିବାଦରେ ଫସିଥିବା ଷ୍ଟାଣ୍ଡ୍ ଅପ୍ କମେଡିଆନ୍ କୁନାଲ କାମା ପୁଣି ଏହି ନୂଆ ହରକତ ପାଇଁ ହରଡ଼ ଘଣାରେ ପଡ଼ିଛନ୍ତି
RRB-NTPC ପରୀକ୍ଷାର୍ଥୀଙ୍କ ପାଇଁ ୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକପ୍ରକାରର ଗଣ୍ଠିବାତ ରୋଗ, ଯାହା ସମୟ ସହିତ ମେରୁଦଣ୍ଡ , ହାତ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ ।ଶରୀରକୁ ସୁସ୍ଥ ରଖିବା ପାଇଁ କମ୍ ଫ୍ୟାଟ୍ ଓ କମ୍ କାର୍ବୋହାଇଡ୍ରେଡ୍ଯୁକ୍ତ ଖାଦ୍ୟ ଖାଇବାକୁ କୁହାଯାଏ । ଜାଣନ୍ତୁ କଣ ସେହି ଖାଦ୍ୟ
ଆଙ୍କଇଲୋଜିଂ ସ୍ପଣ୍ଡିଲାଇଟିସ୍ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗ ମୁଖ୍ୟତଃ ଯୁବାବସ୍ଥାରେ ୨୦ରୁ ୪୦ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ ।
ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ତଜିନ୍ଦର ପାଲ ସିଂ ବଗା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।