ଆଜି, ୨୦୨୨ ମସିହା, ମେ ମାସ, ୧୮ ତାରିଖ, ବୁଧବାର, ବୃଷ, ୪ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…
ଆସାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ନିଜର ଦୃଢ ଇଛାଶକ୍ତି ଆଜି ଦେଇଛି ତାଙ୍କୁ ସଫଳତା। ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରି ଉଚ୍ଚ ହେବାର ସ୍ୱପ୍ନ ଦେଖୁଥିବା ସରିତା ଆଜି ଜେଏନୟୁରୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପହଞ୍ଚିଛନ୍ତି। ଆସନ୍ତୁ ଜାଣିବା ପୂରା କାହାଣୀ।
ମୋବାଇଲ୍ ଚାଟିଂ ବେଳେ ଆମେ ଅନେକ ଇମୋଜି ବ୍ୟବହାର କରୁ। ଅବଶ୍ୟ, ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ ଯେ ଏହି ଇମୋଜିଗୁଡିକ କେଉଁଠୁ ଆସିଲା। ଏବେ ଏହାର ପ୍ରମାଣ ମିଳିଛି।
ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ତାଙ୍କର ବିସ୍ଫୋରକ ୭୬ ରନ ଇନିଂସ୍ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି।
ପ୍ରାଣ ନେଇଗଲା ପ୍ଲାଷ୍ଟିକ୍ ସର୍ଜରୀ! ଭାରି ପଡ଼ିଲା ଓଜନ କମାଇବାକୁ ଅସ୍ତ୍ରୋପଚାର । ଯନ୍ତ୍ର ଚର୍ବି ଶୋଷୁ ଶୋଷୁ, ଶୋଷିନେଲା ଜୀବନ ମେଦ । ହ୍ରାସ ପାଇଁ ଉଦ୍ଦିଷ୍ଟ ଲିପୋସକ୍ସନ ସର୍ଜରୀ ଯୋଗୁଁ ପ୍ରାଣ ହରାଇଛନ୍ତି କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ।
‘ତାରକ ମେହେଟ୍ଟା କା ଉଲ୍ଟା ଚଷ୍ମା’କୁ ବିଦାୟ ଦେଇଛନ୍ତି ଶୈଲେଶ ଲୋଧା। ବର୍ତ୍ତମାନ ନୂଆ ଟିଭି ଓ ନୂଆ ଶୋ’ରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ସେ କାହିଁକି ଏହି ଶୋ’ ଛାଡିଲେ ଆଉ କେଉଁ ଶୋ’ରେ ଦେଖାଦେବେ।
ଭାରତରେ ସଂଯୋଗୀକରଣ ଏକବିଂଶ ଶତାବ୍ଦୀରେ ପ୍ରଗତିର ନୂତନ ଗତି ନିର୍ଣ୍ଣୟ କରିବ । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି 6G ମୋବାଇଲ୍ ସେବା । ଏନେଇ ଖୋଦ୍ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
'ନିକମ୍ମା'ରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ନିଆରା ଢଙ୍ଗରେ ଦର୍ଶକଙ୍କୁ କରିବେ ମନିରଂଜନ। ତାଙ୍କୁ ଥଣ୍ଡର ୱିମେନ୍ ଓ ମଞ୍ଜୁଲିକା ଅବତାରରେ ଦେଖିବାକୁ ମିଳିବ।
ବୟସ ହେଲାଣି ୮୦, ହେଲେ ଖସିନି ପିଲାଦିନ। ଶଯ୍ୟାଶାୟୀ ହେବା ବୟସରେ ବି ମନରେ ରହିଚି ଯୋଶ୍। ତାଙ୍କ ଦଉଡି ଡିଆଁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ।
ଉଭୟ ସବ୍ ରେଜିଷ୍ଟ୍ରାର ଅଫିସରେ ହାଜର ହେବେ ବୋଲି ସ୍ଥିର ହୋଇଥିବା ଉଭୟଙ୍କ ଓକିଲ ସୂଚନା ଦେଇଛନ୍ତି।
‘ଆଶ୍ରମ ୩’ର ଟ୍ରେଲର୍ ରିଲିଜ୍ ହେବା ପରେ ଅଭିନେତ୍ରୀ ତ୍ରିଧା ଚୌଧରୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କ ହଟ୍ ଲୁକ୍ ଲୋକଙ୍କୁ ପାଗଳ କରୁଛି।
ଡିଜିଟାଲ୍ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ୮୧ ବର୍ଷୀୟ ବୃଦ୍ଧ...
ଆଜି ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’। ଆଜିକାଲି ଏହି ସମସ୍ୟା ଖୁବ କ୍ଷୀପ୍ର ଗତିରେ ବଢିଚାଲିଛି। ଠିକ ସମୟରେ ଏହାର ଚିକିତ୍ସା ନ ହେଲେ ଜୀବନ ଉପରେ ବିପଦ ପଡେ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଖାଦ୍ୟରେ ଏହିସବୁ ଫଳକୁ ନିହାତି ସାମିଲ୍ କରନ୍ତୁ।
କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ଙ୍କ ଅଫିସ ଓ ଘରେ CBI ରେଡ୍ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଥିବା ଅଫିସ୍ ଓ ଘରେ ରେଡ୍ । ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହେଉଥିବା ଜଣାପଡ଼ିଛି ।
ପ୍ଲାଷ୍ଟିକ୍ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି ।
ଜନ୍ମଦାତ୍ରୀ ମାଆର ସେବାଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ । ଏକ ପାରିବାରିକ ମାମାଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଏଭଳି ମନ୍ତବ୍ୟ ରଖିଛନ୍ତି ।
ଆଜି ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ...
ଦିନିକିଆ ବ୍ୟସ୍ତବହୁଳ ନେପାଳ ଗସ୍ତରେ ଯାଇ ଲୁମ୍ବିନୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ୍ ସେଣ୍ଟରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ବିଶ୍ୱର ପ୍ରାୟ ୪୬ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।
ଆଜି ୨୦୨୨ ମସିହା, ମେ ମାସ, ୧୭ ତାରିଖ, ମଙ୍ଗଳବାର, ସୈାର, ବୃଷ ମାସ, ଜ୍ୟେଷ୍ଠ କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସର ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି
ଆଜି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍...ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରେ ପ୍ରଥମ ଦିନରେ କଣ ରହୁଛି ଏଲ୍ଆଇସି ସେୟାରର ସ୍ଥିତି, ତାକୁ ନେଇ ଉତ୍କଣ୍ଠାରେ ନିବେଶକ...