• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ISIS Bomber Planned Attack On Indian Leader
ISIS ଟାର୍ଗେଟରେ ଭାରତର ଜଣେ ବଡ଼ ନେତା ! ହତ୍ୟା ପାଇଁ ହୋଇଥିଲା ପ୍ଲାନ୍‌

ISIS ଆତଙ୍କବାଦୀ ଜଣକ ତୁର୍କୀର ବୋଲି ଜଣାପଡ଼ିଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଭାରତର କେଉଁ ବଡ଼ ନେତାଙ୍କୁ ISIS ଟାର୍ଗେଟ କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। 

Sonam kapoor opened up about being trolled for her pregnancy photoshoot
ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ଟ୍ରୋଲ୍ ହେଇଥିଲେ ସୋନମ୍‌, ଏବେ ଜବାବ ଦେଲେ

ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଥିବା ସୋନମ କପୁର ତାଙ୍କ ପ୍ୟାରେଣ୍ଟିଂ ଡ୍ୟୁଟି ଏବଂ ପିଲାର ସ୍କୁଲ୍ ଶିକ୍ଷାକୁ ନେଇ ଯୋଜନା କରୁଥିବା କହିଛନ୍ତି। ଏହାରି ଭିତରେ ସେ ତାଙ୍କ ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ହେଉଥିବା ଟ୍ରୋଲ୍‌ର ଜବାବ ଦେଇଛନ୍ତି।

Amazon Delivery Boy Now Becomes Millionaire
କାଲି ଥିଲେ ଡେଲିଭରି ବୟ, ଆଜି ହେଲେ କୋଟିପତି: ପାଖରେ ୨ କୋଟିର କାର୍‌, ୪ କୋଟିର ଆପାର୍ଟମେଣ୍ଟ୍‌

ବର୍ଷ ବର୍ଷ ଧରି ଡେଲିଭରି ବୟ ଜଣକ ପରିଶ୍ରମ କରି ପାଖାପାଖି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ। ତେବେ ବଡ଼ ରିସ୍କ ଉଠାଇ ଏହି ଟଙ୍କାକୁ ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ଆଉ ଏବେ ୨୮ ବର୍ଷ ବୟସରେ ସେ କୋଟିପତି ହୋଇଯାଇଛନ୍ତି। 

Special story
‘ବାପାଙ୍କ ପେନସନ୍ କରାଇ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ସାର୍‌’ : ହାତଯୋଡ଼ି ଗୁହାରୀ କଲେ ଅନାଥ ଭାଇଭଉଣୀ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପେନସନ୍‌ ମିଳୁନାହିଁ । ଆମେ କ’ଣ କରିବୁ, ଖାଇବୁ କ’ଣ ରହିବୁ କେମିତି ?

UPI payments to be charged?
UPI ପେମେଣ୍ଟ କଲେ ଲାଗିବ କି ଅଧିକ ଚାର୍ଜ ?

ଦେଶରେ ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହନ କରିବା ଲାଗି ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡିଜିଟାଲ୍‌ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ସହାୟତା ଘୋଷଣା କରାଯାଇଥିଲା।

gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୧୦୦ଟଙ୍କାରେ ବିକ୍ରି ହେଉଛି ।

Kapil Sharma did ramp walk in a very funny way
ଭାଇରାଲ୍‌ ହେଉଛନ୍ତି କପିଲ୍ ଶର୍ମା; ଫଟୋ ଦେଖିଲେ ଚିହ୍ନି ପାରିବେ ନାହିଁ

ଏକ ଫ୍ୟାଶନ ଶୋ’ରେ ରାମ୍ପ୍‌ରେ ଚାଲିଛନ୍ତି କପିଲ୍ ଶର୍ମା। ଏଠି ବି ସେ କମେଡି କରିଛନ୍ତି। ତାଙ୍କ ଲୁକ୍ ଏତେ ବଦଳିଯାଇଛି ଯେ ସେ ଆହୁରି ଯୁବକ ଲାଗୁଛନ୍ତି, ତାଙ୍କୁ ଚିହ୍ନିବା ମୁସ୍କିଲ୍।

Murder accused cuts birthday cake while sitting inside police van
ପୋଲିସ୍‌ ଭ୍ୟାନ୍‌ରେ ବସି ବର୍ଥ ଡେ’ କେକ୍‌ କାଟିଲା ହତ୍ୟା ଅଭିଯୁକ୍ତ, ଭିଡିଓ ଭାଇରାଲ୍‌...

ଜଣେ ହତ୍ୟା ଅଭିଯୁକ୍ତ ପୋଲିସ୍‌ ଭ୍ୟାନ୍‌ ଭିତରେ ବସି ଜନ୍ମଦିନ ପାଳୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସମର୍ଥକମାନେ ସାଙ୍ଗରେ କେକ୍‌ ଆଣିବା ସହ ଭ୍ୟାନ୍‌ ଭିତରେ ବସିଥିବା ଅଭିଯୁକ୍ତ ରୋଶନ ଝା’ଙ୍କୁ ଏହାକୁ କାଟିବା ପାଇଁ କହିଥିଲେ।

Special story
ତାମିଲନାଡ଼ୁ ଯୁବକଙ୍କ ଭାଗ୍ୟ ବଦଳିଲା ! ଜୁଗାଡ଼ରେ ତିଆରି ଇଲେକ୍ଟ୍ରିକ୍‌ ଜିପ୍‌ର ଦିୱାନା ହେଲେ ଆନନ୍ଦ ମହିନ୍ଦ୍ରା

ଇଲେକ୍ଟ୍ରିକ୍ ଜିପ୍ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା A. Gautham । ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ତାଙ୍କ ଗାଡ଼ି ଭାରି ପସନ୍ଦ ଆସିଛି ।

Woman sleeps in sun for 30 minutes wake up with plastic skin
ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ; ପ୍ଲାଷ୍ଟିକ୍ ଭଳି ତରଳି ଗଲା ମୁହଁ

ସୁନ୍ଦର ଚେହେରା ପାଇଁ ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ ଯୁବତୀ। ଉଠିଲା ପରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା। ମୁହଁର ଚମଡା ପ୍ଲାଷ୍ଟିକ୍ ଭଳି ତରଳିଯାଇଥିଲା। ଧିରେ ଧିରେ ଝଡିବାକୁ ଲାଗିଲା।

Woman sued job interviewer paid more than 3 lakh
ସାକ୍ଷାତକାର ବେଳେ ବୟସ ପଚାରିବାରୁ କେସ୍ ଦେଇଦେଲେ ମହିଳା

ଜଣେ ମହିଳାଙ୍କୁ ଚାକିରି ନ ମିଳିବାରୁ ସେ କମ୍ପାନୀ ବିରୋଧରେ ଭେଦଭାବ ମାମଲା ଦାୟର କରିଥିଲେ। ସେ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଥିଲେ। ଏନେଇ ତାଙ୍କୁ ୩ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ମିଳିଛି।

Flood
ଉତ୍ତର ଭାରତରେ ବନ୍ୟା ବିଭୀଷିକା, ଗଲାଣି ୩୧ ଜଣଙ୍କର ଜୀବନ

ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି ।

Rahul Gandhi
ଅଣଗାନ୍ଧି ପରିବାର ହାତକୁ ଯିବ କଂଗ୍ରେସ ! ରାହୁଲ-ସୋନିଆ ଅରାଜି, ପ୍ରିୟଙ୍କା ଫ୍ଲପ୍

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

If you have this degree you will get govt job on these posts in rcfl
RCFL ରେ ନିଯୁକ୍ତି ସୁଯୋଗ ; ତୁରନ୍ତ କରନ୍ତୁ ଆବେଦନ

RCFL ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ହାତରେ ଆଉ ମାତ୍ର ୧୦ ଦିନ ବାକି ଅଛି।

Taapsee said to KRK Idiot
କେଆର୍‌କେ-ତାପସୀ ପନ୍ନୁଙ୍କ ଭିତରେ ବାକ୍ ଯୁଦ୍ଧ : ତାପସୀ କହିଲେ ମୂର୍ଖ

ତାପସୀ ପନ୍ନୁଙ୍କୁ ଟାର୍ଗେଟ୍ କେଆର୍‌କେଙ୍କୁ ପଡିଲା ମହଙ୍ଗା। ସାମ୍ନା କରିବାକୁ ହେଲା ବାକ୍ ଯୁଦ୍ଧ। କିଏ କହୁଛି 'ପେଡ୍ ମନ୍‌ଷ୍ଟର୍' ତ କିଏ କହୁଛି ମୂର୍ଖ।

Vijay deverakonda film boycott liger has trend on social media
ଆମିର୍‌ଙ୍କୁ ପ୍ରଶଂସା କରି ଫସିଲେ ବିଜୟ ଦେବରକୋଣ୍ଡା : #BoycottLigerMovie କରୁଛି ଟ୍ରେଣ୍ଡ୍

ବୟକଟ୍ ଧାରା ଯୋଡିହେଲା 'ଲାଇଗର'। ନିକଟରେ ‘ଲାଲ ସିଂହ ଚଡ୍‌ଢା’କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଜୟ ଦେବରକୋଣ୍ଡା। ଆମିର ଖାନଙ୍କ ଫିଲ୍ମକୁ ମଧ୍ୟ ସମର୍ଥନ କରିଥିଲେ। ଏନେଇ ସେ ଫସିଛନ୍ତି।

Weekly horoscope
ସାପ୍ତାହିକ ରାଶିଫଳ; ୨୨ରୁ ୨୮ ଅଗଷ୍ଟ ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ମହିଳା ମାନେ ସନ୍ତାନ ସନ୍ତତିଙ୍କ ଚିନ୍ତାରେ ଚିନ୍ତିତ ରହିବେ । ଛାତ୍ରଛାତ୍ରି ମାନେ ସଫଳତା ହେବାର ଆଶା କମ୍ ହେବ । 

Special story
ଗର୍ତ୍ତ ପାଇଁ ସଡ଼କ ଦୁର୍ଘଟଣା ହେଲେ ଦାୟୀ ରହିବେ ଜିଲ୍ଲାପାଳ : କେରଳ ହାଇକୋର୍ଟ

ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ଏଥିପାଇଁ ଦାୟୀ କିଏ ରହିବ ?

Manish Sisodia
ସିସୋଦିଆଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌, ଆଉ ଘୁଞ୍ଚିପାରିବେନି..

ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ପ୍ରତିବନ୍ଧକ। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

Nfhs survey exposed women have more sex partners than men
ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି : NFHS

NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି

IND vs ZIM
ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ତିଆ

ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌କୁ କବଜା କରିନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପରି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି।