କର୍ମଚାରୀଙ୍କ ଏଭଳି ଲୁକ୍ ଗ୍ରାହକ ଓ ସୋସିଆଲ ମିଡିଆ ଭ୍ୟୁୟର୍ସଙ୍କ ହୃଦୟ ଜିତି ନେଇଛି।
ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା ।
କୋରିଆ ପାଣିପାଗ ପ୍ରଶାସନ(KMA) ସୂଚନା ଅନୁସାରେ ସୁପର ଟାଇଫୁନ୍ ହିନ୍ନାମନୋର ଲ୍ୟାଣ୍ଡଫଲ୍ କରିବା ପରେ ବ୍ୟାପକ କ୍ଷତି ଘଟାଇଛି।
ଆଉ ଆଇପିଏଲ୍ ଖେଳିବେନି ‘ମିଷ୍ଟର ଆଇପିଏଲ୍’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ୍ ନେଇଥିବା ଘୋଷଣା କରିଛନ୍ତି । ଏନେଇ ଖୋଦ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ସୂଚନା ଦେଇଛନ୍ତି।
ହିନ୍ଦୁ ଯୁବକଙ୍କୁ ଲଭ୍ ମ୍ୟାରେଜ୍ କରିବା ପରେ ମୁସଲିମ୍ ଯୁବତୀଙ୍କ ଗୁହାରୀ
ପାକିସ୍ତାନଠାରୁ ମ୍ୟାଚ୍ ହାରିବା ପରେ ଭାବବିହ୍ୱଳ ହୋଇ ପ୍ରେସମିଟ୍ରେ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି ।
୩୦ ବିଲିୟନ ଡଲାରର ସାପୁରଜି ପାଲୋନଜି ଗ୍ରୁପର ପରାଚାଳନା ଦାୟିତ୍ୱ କାହା ହାତରେ ରହିବ ? ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି ...
ଆଇଟି ଫାର୍ମ ଗୁଡ଼ିକୁ ୨୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ସୂଚନା ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ORRCA ।
କର୍ମଚାରୀଙ୍କୁ ଛଟେଇ କରିବା ପରେ ମନସ୍ତାପରେ ରହୁଥିଲେ । ଏତେ ଲୋକ ରୋଜଗାର ହରାଇବା ପରେ କମ୍ପାନୀର ସିଏଫ୍ଓ ଜୀବନ ହାରିଦେଲେ ।
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ହେବ ଆଲୋଚନା
ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।
ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।
ଜଣେ ଚାକିରି କରିବା ଯେତିକି ସ୍ୱପ୍ନ ହୋଇଥାଏ, ତାଠୁ ପ୍ରଥମ ଦରମା ଆସିଲେ କର୍ମଚାରୀଙ୍କୁ ଅଧିକ ଖୁସି ଦେଇଥାଏ।
ଭୂମିକମ୍ପରେ ୨୧ ଜଣଙ୍କର ମୃତ୍ୟୁ ।
ଶେଷରେ ପୋଲିସ୍ ହାତରେ ଧରାପଡ଼ିଲା ଗାଡ଼ି ଚୋର । ଏବେ ଥାନାରେ କଟିବ ଦିନ ।
ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ମିଳିବ ୨ ମାସ ସ୍ୱତନ୍ତ୍ର ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କ’ଣ..
ଯଦି ଆପଣ ଫୋନ୍ ପାସ୍ୱାର୍ଡ, ପିନ୍ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍ଲକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍ ସେଣ୍ଟର ଯିବାକୁ ପଡ଼ିବନି।
ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ
ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚକ୍ରି ଦୋଳିରେ ଲୋକମାନେ ବସି ମସ୍ତି କରୁଥିବା ବେଳେ ଦୋଳିଟି ହଠାତ୍ ଦ୍ରୁତ ଗତିରେ ଉପରୁ ତଳକୁ ଖସି ପଡ଼ିଥିଲା। ଏହାପରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଜୋରରେ ଚିତ୍କାର କରିଥିଲେ।
ବୃଦ୍ଧି ପାଇଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୨୦୦ ରହିଛି
ପୋଲିସ୍ ହାତରେ ଲାଗିଲା ୭୭ ପେଜ୍ର ସୁଇସାଇଡ୍ ନୋଟ୍
ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ ଜେହାଙ୍ଗିର କେହିବି ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍ରେ ସାଇରସ୍ ବସିଥିଲେ।