ରାଜନାଥ ସିଂଙ୍କୁ ମଙ୍ଗୋଲିଆରୁ ମିଳିଲା ଘୋଡ଼ା ଉପହାର : ଶ୍ରଦ୍ଧାରେ ‘ତେଜସ୍’ ନାଁ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଆଇଆରସିଟିର ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ନଜର ପକାନ୍ତୁ . .
ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଭର କରୁଛି। ଏଥିସହ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତକୁ ବଡ ବିଜୟର ଆବଶ୍ୟକତା ରହିଛି।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୮୫୦ ରହିଛି
ଯେଉଁମାନେ ପଛ ସିଟ୍ରେ ବସିଥିବେ ଓ ସିଟ୍ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି।
ଯେତେବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲା, ସେତେବେଳେ ଏହି ପ୍ରେମୀ ଯୁଗଳ ନିଜ ନିଜ ଦେଶ ଛାଡ଼ି ଚାଲି ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏବେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ ।
କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଛି ।
ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଭାରତ ଯୋଡୋ ଯାତ୍ରା ।
ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।
ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ। ଜଣେ ଯାତ୍ରୀ ଟ୍ରେନ୍ରୁ ଖସି ପଡୁଥିଲେ। ଗୋଟିଏ ମୁହୂର୍ତ୍ତ ବି ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ସେଠାରେ ଥିବା ଜଣେ ରେଲ୍ୱେ ପୁଲିସ୍ ତାଙ୍କ ପାଖକୁ ଦୌଡିଗଲେ ଆଉ ତାଙ୍କୁ ଟ୍ରେନ୍ ଭିତରକୁ ଠେଲିଦେଲେ।
ମିଳିଛି ୫ ଲକ୍ଷ ବର୍ଷର ହାତୀ ଦାନ୍ତ। ଏହାର ଲମ୍ବ ଓ ଓଜନ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦାନ୍ତରୁ ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ସେତେବେଳର ହାତୀ ପ୍ରାୟ ୧୬ ଫୁଟ ଲମ୍ବର ଥିଲେ। ତେବେ ଜାଣନ୍ତୁ ଏହି ଦାନ୍ତର ଲମ୍ବ ଓ ଓଜନ କେତେ।
ଭାରତରେ ଏମିତି ଅନେକ ନିଆରା ଜାଗା ଅଛି ଯାହାକୁ ଆପଣ ପ୍ରାୟ ଦେଖିଥିବେ। କିନ୍ତୁ ଏଇ ଭାରତରେ ଏମିତି କିଛି ଜାଗା ଅଛି ଯାହା ଅନ୍ତିମ ଜାଗା। ଆପଣ କେବେ ଏ ଜାଗା ବିଷୟରେ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…
ରେଳ ଟ୍ରାକ୍ରେ ପଡିଗଲେ ଯୁବକ। ଟ୍ରେନ୍ ଆସି କ୍ଷିପ୍ର ଗତିରେ ତାଙ୍କ ଉପରେ ଚାଲିଗଲା। ଯୁବକଙ୍କ ଉପସ୍ଥିତ୍ ବୁଦ୍ଧି ଯୋଗୁଁ ବଞ୍ଚିଗଲେ। ଭାଇରାଲ୍ ହେଉଛି ଏହି ଭିଡିଓ।
ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ ।
୫ମୃତ, ୨୦ ହଜାରରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ । ବେଙ୍ଗାଲୁରୁରେ ୯୦ବର୍ଷ ଭିତରେ ତୃତୀୟ ବଡ଼ ବର୍ଷା ।
ଭାରତ ବାୟୋଟେକ୍ର ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି । ଏମରଜେନ୍ସି ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ।
ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।
SAILରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍-କମ୍-ଟେକ୍ନିସିଆନ୍ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
'ଦୁଲ୍ହେ ରାଜା'ର ରିମେକ୍ ଅଧିକାର ହାସଲ କଲା ଶାହରୁଖଙ୍କ ପ୍ରଡକ୍ସନ୍ ବ୍ୟାନର। ୧୯୯୮ର ଏହି କମେଡି-ଡ୍ରାମା ଫିଲ୍ମରେ ଗୋବିନ୍ଦା ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ଆଜିର ଦର୍ଶକଙ୍କୁ ଏହାକୁ କିପରି ପରଷିଦିଆଯିବ ତାହା ସମୟ କହିବ।
ଅମିତାଭ ବଚ୍ଚନ ଆଜି ଯେଉଁ ଜାଗାରେ ପହଞ୍ଚିଛନ୍ତି କୌଣସି କାମ ନ କଲେ ବି ଅଭାବ ରହିବ ନାହିଁ। ତାଙ୍କୁ ୭୯ ବୟସ ହେଲାଣି। ତଥାପି ଥକି ନାହାନ୍ତି। ଏ ବୟସରେ ବି ସେ ଦୀର୍ଘ ୧୪ ଘଣ୍ଟା ପରିଶ୍ରମ କରନ୍ତି।
ଏଣିକି ଆଉ ଗାଡ଼ି ଚଳାଇବା ସମୟରେ ବନ୍ଦ ହେବନି ସିଟ୍ ବେଲ୍ଟ ଆଲାର୍ମ