ମାର୍କ କମ୍ ଆସିବାରୁ ଶିକ୍ଷକଙ୍କୁ ମାଡ଼ ମାରିବା କ’ଣ ଠିକ୍ ?
ପଞ୍ଚମ ଥର ପାଇଁ ନିକାହ କରିବାର ସ୍ୱପ୍ନ ପାଣିରେ ପଡ଼ିଲା । ଉତ୍ତମ ମଧ୍ୟମ ଦେଲେ ପୁଅ ଝିଅ ।
ଆଜିଠୁ ଅର୍ଥାତ୍ ସେପ୍ଟେମ୍ବର ୧ରୁ LPG ସିଲିଣ୍ଡର ଦାମ୍ ହ୍ରାସ ପାଇଛି। ତେବେ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଭାରତୀୟ ଝିଅଙ୍କ ନାମରେ ନିଆରା ବିଶ୍ୱ ରେକର୍ଡ। ପାଠ ପଢି ସେ ରେକର୍ଡ ତିଆରି କରିଛନ୍ତି। ଗୋଟିଏ ଦିନରେ ଏତେ ସାର୍ଟିଫିକେଟ୍ ହାସଲ କରିଦେଲେ ଯେ ସେ ବିଶ୍ୱର ଏକ ନମ୍ବର ହୋଇଗଲେ। ଆସନ୍ତୁ ଜାଣିବା ଏହି ଝିଅ କିଏ ଓ କେଉଁଠିକାର।
ସାଧାରଣତଃ ଗୋଟିଏ ବାଇକ୍ରେ କେବଳ ୨ ଜଣ ବସିବାର ନିୟମ ରହିଛି। ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ୩ ଜଣ ବସିବା ସମସ୍ତେ ଦେଖିଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଗୋଟିଏ ବାଇକ୍ରେ ୭ ଜଣ ବସିଥିବା ଦେଖାଯାଏ।
ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି।
ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।
ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ଚାଲିଥିଲା । ଶେଷ ଓଭରରେ ବି, କିଏ ବାଜି ମାରିବ ତାହା ଆକଳନ କରିବା କଷ୍ଟକର ଥିଲା ।
FCI ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ଦିନ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ୫୦୪୩ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୫୭ କିମି ୧୬୦ ମାଇଲ୍ସ ରହିଛି।
‘ଲାଲ୍ ସିଂହ ଚଡ୍ଢା’ ବକ୍ସ ଅଫିସ୍ରେ ଫ୍ଲପ୍ ହେଇଛି। ସୋସିଆଲ୍ ମିଡିଆ ‘ବୟକଟ୍’ ଟ୍ରେଣ୍ଡ୍ ଯୋଗୁଁ ସେମିତି ଭଲ ରୋଜଗାର କରିପାରିନି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କରିବାକୁ ଆମିର୍ ଖାନ ଯେତିକି ଟଙ୍କା ନେଇଥିଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୪୫୦ ରହିଛି ।
ଗଣେଶ ପୂଜାରେ ଆଜି ଉତ୍ସବମୁଖର ହୋଇପଡିଛି ସାରା ଭାରତ। ସମସ୍ତଙ୍କ ମନରେ ଖୁସିର ମାହୋଲ୍। ବଲିଉଡ୍ରେ ଏମିତି କିଛି ଗୀତ ଅଛି ଯାହା ଏହି ମାହୋଲ୍କୁ ଆହୁରି ଦ୍ୱିଗୁଣିତ କରିଦେବେ। ଜାଣନ୍ତୁ ସେହି ଗୀତଗୁଡିକ କ’ଣ।
ଡଙ୍ଗାରେ ବସି ଦୀର୍ଘ ଯାତ୍ରା କରିବା ଏକ ସାହସ ଓ ବିପଦପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଜଣେ ୬୦ ବର୍ଷର ବୃଦ୍ଧ ଦୀର୍ଘ ୬୧ କିମି ନୌକା ଯାତ୍ରା କରିଛନ୍ତି। ତାହା ପୁଣି କୌଣସି ଯନ୍ତ୍ରଚାଳିତ ଡଙ୍ଗା କି କାଠ ଡଙ୍ଗାରେ ନୁହେଁ, ଏକ କଖାରୁରେ। ଦେଖନ୍ତୁ…
ଜଣେ ଧାର୍ମିକ ନେତାଙ୍କ ରାଜନୈତିକ ଜୀବନରୁ ସନ୍ୟାସ ଘୋଷଣା ପରେ ଅସ୍ଥିର ଇରାକ୍
ବ୍ରାଜିଲ୍ରେ ରହୁଥିବା ଶେଷ ଆଦିମାନବଙ୍କ ମୃତ୍ୟୁ ହୋଇଛି। ବାହାର ସମାଜ ସହ ତାଙ୍କର କୌଣସି ସଂପର୍କ ନଥିବା ବେଳେ ସେ ଜଙ୍ଗଲରେ ହିଁ ରହୁଥିଲେ। ଜାଣନ୍ତୁ ସେ କିପରି ରହୁଥିଲେ ଓ କ’ଣ ଖାଉଥିଲେ।
ମହର୍ଷି ବ୍ୟାସଙ୍କ ମୁଖନିସୃତ ମହାଭାରତର କାହାଣୀକୁ ଲେଖିଥିଲେ ଶ୍ରୀଗଣେଶ। ଭାରତର କେଉଁ ଜାଗାରେ ଏହି ମହାଭାରତ ରଚନା ହୋଇଥିଲା ଆପଣ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…
ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।
ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ରହିଛି ଭଲ ଦରମା। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।
ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କଂଗ୍ରେସ ସଭାପତି ନିର୍ବାଚନରେ ସାମିଲ ହୋଇପାରନ୍ତି ।
'ଡନ୍ ୩'ର ସ୍କ୍ରିପ୍ଟକୁ ମନାକରି ଦେଇଛନ୍ତି ଶାହରୁଖ ଖାନ୍। ଏହାର ସ୍କ୍ରିପ୍ଟ ଫର୍ହାନ୍ ଅଖତର ଲେଖିଛନ୍ତି। ତେବେ ଏହି ସ୍କ୍ରିପ୍ଟକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି ନା ବକ୍ସ ଅଫିସ୍ ଫ୍ଲପ୍କୁ ନେଇ ରହିଛି ଭୟ!
କଂଗ୍ରେସ ଓ ଜେଏମ୍ଏମ୍ ବିଧାୟକଙ୍କୁ ରାୟପୁର ନିଆଯାଉଛି
ଜଣେ ସିକ୍ୟୁରିଟି ଗାର୍ଡକୁ ମାରି କି ଲାଭ ପାଇଲେ ?
ଅଡୁଆରେ ପଡିଲେ KRK। ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଫସିଯାଇଛନ୍ତି। ମୁମ୍ବାଇ ପୋଲିସ୍ ତାଙ୍କୁ ଗିରଫ କରିଛି। ଏବେ ୧୪ ଦିନ ଖାଇବେ ଜେଲ୍ ହାୱା। ଜାଣନ୍ତୁ ସେ କ’ଣ ଟ୍ୱିଟ୍ କରିଥିଲେ।