ପାଦ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥିଲେ ବି ଏହାର ସୁସ୍ଥତାକୁ ପ୍ରାୟ ଅଣଦେଖା କରିଥାନ୍ତି। ଏହି କାରଣରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ। ତେବେ କେଉଁ ଯୋଗ ଏଥିରୁ ମୁକ୍ତି ଦେବ ଆସନ୍ତୁ ଜାଣିବା।
ପାଇଲଟ୍ ଦେଖେଇଲେ ଉଦାରତା। ପରିବାରର ଅନ୍ୟ ସଦସ୍ୟମାନେ ବିମାନରେ ଚଢିଯାଇଥିବା ବେଳେ ରହିଯାଇଥିଲେ ବାପା ଝିଅ। ଏହା ଦେଖି ରନ୍ୱେରୁ ବିମାନକୁ ଫେରେଇ ଆଣିଲେ ପାଇଲଟ୍। ଜାଣନ୍ତୁ ପୂରା କାହାଣୀ।
ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍କା। ଚଳିତ ଏସିଆ କପ୍ରେ ‘ସୁପର ୪’ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳକୁ ଲାଗିଛି ଏହି ଝଟ୍କା। ଦଳରୁ ବାଦ୍ ପଡ଼ିଛନ୍ତି ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା।
ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ ।
ସ୍ୱାମୀଙ୍କ ନିର୍ଯାତନର ଶିକାର ହୋଇଛନ୍ତି ପଞ୍ଜାବରେ କ୍ଷମତାସୀନ ଆପ୍ର ବିଧାୟିକା ବଲଜିନ୍ଦର କୌର। ଘର ଅଗଣାରେ ବଲିଜନ୍ଦରଙ୍କୁ ମାଡ଼ ମାରିଛନ୍ତି ତାଙ୍କ ସ୍ୱାମୀ।
ନଡିଆର ଗୁଣକୁ ବୁଝି ବିଶ୍ୱ ଆଜି ପାଳନ କରୁଛି ନଡିଆ ଦିବସ। ନଡିଆ ଯେ ଖାଲି ଏକ ସୁସ୍ୱାଦୁ ଖାଦ୍ୟ, ତା’ ନୁହେଁ ଏଥିରେ ରହିଛି ଅନେକ ପୋଷକ ତତ୍ତ୍ୱ। ଏହାକୁ ‘ଜୀବନ ଗଛ’ ବି କୁହାଯାଏ। ତେବେ ଆସନ୍ତୁ ଜାଣିବା ନଡିଆରେ ଏମିତି କ’ଣ ଅଛି ଯାହା ଜୀବନ ପାଇଁ ନିହାତି ଜରୁରୀ।
AWES ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୦୫ । ଏବେ ଜାଣନ୍ତୁ କ’ଣ ରହିଛି ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା।
କଥାରେ ଅଛି, ଅପରାଧୀ ଯେତେ ହୁସିଆର ହେଲେ ବି ଗୋଟିଏ ଭୁଲ୍ ଧରାପକାଇ ଦେଇଥାଏ। ଦିଲ୍ଲୀର ପାହାଡ଼ଗଞ୍ଜ ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଲୁଟ୍ କରିଥିବା ଲୁଟେରାଙ୍କ ସହ ଏପରି କିଛି ଘଟିଛି। ୪ କୋଟି ଟଙ୍କାର ସୁନା ଅଳଙ୍କାର ସିନା ସେ ଲୁଟ୍ କରିଦେଲେ ମାତ୍ର ୪୦ ଟଙ୍କା ପାଇଁ ପୁରା ଫସିଗଲେ।
କପିଲ ଶର୍ମା ଖୁବ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ୍ କରିବାବେଳେ ସେ ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ କହିଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ସାଉଥ୍ର ଖୁବ ଜଣାଶୁଣା ଏହି ନାୟିକା। ଆସନ୍ତୁ ଜାଣିବା।
ଆଜିକାଲି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ହେଡ୍ଲାଇନ୍ରେ ଅଛନ୍ତି ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ । ପିଲାଦିନରୁ ଜ୍ୟାକ୍ଲିନ୍ ଫିଲ୍ମ ଜଗତରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଅଭିନୟ ପାଠ ମଧ୍ୟ ପଢିଛନ୍ତି। ଆପଣ ଜାଣନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଜାଣନ୍ତୁ…
ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆଜି ସକାଳୁ ୫ ଜଣଙ୍କର ମୃତଦେହ ପାଇଥିଲା NDRF ଟିମ୍ ।
ବର୍ତ୍ତମାନ ସମୟରେ ବିବାହ ପରେ ‘USE AND THROUGH’ ମାନସିକତା ବଢ଼ି ଯାଇଛି। ସ୍ୱାର୍ଥ ସରିଗଲେ ମୁହଁ ମୋଡ଼ି ନେବା ଦ୍ୱାରା ବିବାହ ବିଚ୍ଛେଦ ବଢ଼ୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂଆ ନିଶାନର ଅନାବରଣ କରିଛନ୍ତି ।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୮୫୦ ରହିଛି
ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ନଟରାଜାସନ ଅନ୍ୟତମ। କିପରି କରିବେ ଏହି ଆସନ ଜାଣିଛନ୍ତି କି? ଆସନ୍ତୁ ଏହାର ପଦ୍ଧତି ଓ ଉପକାର ବିଷୟରେ ଜାଣିନେବା।
NASA ର ନୂଆ ଆବିଷ୍କାର। ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି। ସେଠାରେ ପାଣି ରହିଛି। ଏହା ସାଜିବ କି ପୃଥିବୀର ବିକଳ୍ପ?
INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।
ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି।
ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଏବେ ବି ସକ୍ରିୟ ଥିବା NIAର ସୂଚନା । ଛୋଟା ସକିଲ୍ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ।
ରାଜନୈତିକ ସଙ୍କଟ ଭିତରେ ଅପରେସନ ଲୋଟସ ଆଶଙ୍କା କରି ଶାସକ ମେଣ୍ଟର ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି। ସେପଟେ ବିରୋଧୀ ବିଜେପି ତତ୍କ୍ଷଣାତ ଝାଡ଼ଖଣ୍ଡରେ ନିର୍ବାଚନ ଘୋଷଣା କରିବାକୁ ଦାବି ଉଠାଇଛି।
ଦ୍ରୁତ ଗତିରେ ଥିବା ଏକ କାର୍ ଅରାବଲ୍ଲି ଜିଲ୍ଲା ଅମ୍ବାଜି ନିକଟରେ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଭାରତରେ ଅଛି ଏମିତି ଗାଁ ଯେଉଁଠି ପ୍ରାୟ ଘରେ ଦେଖାଯାଆନ୍ତି ଜଣେ ଜଣେ ୟୁଟ୍ୟୁବର୍। ଏହି ଗାଁ ଏବେ ୟୁଟ୍ୟୁବ୍ ହବ୍ ପାଲଟିଛି। ୟୁଟ୍ୟୁବର୍ ହେବା ପାଇଁ ଲୋକେ ସରକାରୀ ଚାକିରି ମଧ୍ୟ ଛାଡିଦେଉଛନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…
ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେଣି, ସର୍ଭିକାଲ କ୍ୟାନସର ଟିକା ଦିଆଗଲେ ଏହି ରୋଗରେ ଆକ୍ରାନ୍ତ କିଶୋରୀ ଓ ମହିଳା ମୃତ୍ୟୁହାରକୁ ଯଥେଷ୍ଟ କମାଇ ହେବ ।
SBI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୭୧୪ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କହିବେ କି ଯୁଗ ହେଲା..? କିଛି ନ ବୁଝି କେମିତି ପ୍ରେମ ହେଲା.. ?