ପାକିସ୍ତାନ ଆଗରେ ୧୮୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।
ସଡକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସ ସହିତ ଜଡିତ ଥାଇ ଅନେକ ଜନସେବା କରିଥିଲେ। ଆସନ୍ତୁ ଜାଣିବା ସାଇରସ୍ଙ୍କ ସହ ଜଡିତ ଅନ୍ୟାନ୍ୟ ତଥ୍ୟ।
BARC ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ବୈଜ୍ଞାନିକ ପଦବୀ ସହିତ ଅନ୍ୟାନ୍ୟ ପଦବୀ ମଧ୍ୟ ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ପରଲୋକ ।
ବୁଡ଼ି ଯାଉଥିବା ଯୁବକଙ୍କ ବଞ୍ଚାଇ ଦେଲେ ମହିଳା । ଦୁଃସାହସ ପାଇଁ ପୋଲିସ୍ ଏବେ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି ।
ବିବେକ ଅଗ୍ନିହୋତ୍ରୀ ଆୟାନ ମୁଖାର୍ଜୀ ଏବଂ କରଣ ଜୋହରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଆୟାନଙ୍କୁ ବ୍ରହ୍ମାସ୍ତ୍ର କହିବା ଆସୁ ନଥିବା କହିବା ସହ କରଣଙ୍କୁ ଟାର୍ଗେଟ୍ କରି ବିବେକ କହିଛନ୍ତି ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ LGBTQଙ୍କୁ ପରିହାସ କରାଯାଇଛି।
ବକ୍ସ ଅଫିସ୍ରେ ବିଫଳ ହୋଇଛି ଆମିର୍ ଖାନଙ୍କ ‘ଲାଲ୍ ସିଂହ ଚଡ୍ଢା’। ଲୋକେ ଫ୍ଲପ୍ର ବିଭିନ୍ନ କାରଣ କହୁଥିବା ବେଳେ ସିନେ ନିର୍ମାତା ପ୍ରକାଶ ଝା ଆମିର ଖାନଙ୍କୁ ଟାର୍ଗେଟ କରି କହିଛନ୍ତି ତାଙ୍କୁ ଏପରି କାହାଣୀ ତିଆରି କରିବାକୁ ପଡିବ ଯାହା ଲୋକଙ୍କ ସହ ଜଡିତ।
ଆଜି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ଯାତ୍ରା କରିଛନ୍ତି। ଜିଏସ୍ଟି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ଏଲ୍ପିଜି ସିଲିଣ୍ଡର ଓ ତୈଳ ଦର ମହଙ୍ଗା ନେଇ କେନ୍ଦ୍ର ସରକାର ଉପରେ କଂଗ୍ରେସ ବର୍ଷିଛି।
ଜଣେ ବଡି ବିଲ୍ଡର୍ ଏକ ପ୍ଲାଷ୍ଟିକ କଣ୍ଢେଇକୁ ବିବାହ କରିଥିଲେ। ଏହାପରେ ତାଙ୍କ ମନ କଣ୍ଢେଇ ପ୍ରତି ଭରିଗଲା। ବର୍ତ୍ତମାନ ତାଙ୍କ ହୃଦୟ ଏକ ଟେଡି ବିଅର୍ ଉପରକୁ ଆସିଛି। କଣ୍ଢେଇକୁ ଛାଡପତ୍ର ଦେଇ ସେ ଏବେ ଟେଡି ସହ କରୁଛନ୍ତି ରୋମାନ୍ସ।
ଦ୍ୱିତୀୟ ଥର ପାଇଁ NASAର ମୁନ୍ ମିଶନ୍କୁ ସ୍ଥଗିତ ରଖିବାକୁ ପଡ଼ିଛି। ରକେଟ୍ରେ ଇନ୍ଧନ ଲିକେଜ୍ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଟ୍ୱିନ୍ ଟାଓ୍ୱାର୍ ଧ୍ୱଂସସ୍ତୁପରେ ପରିଣତ ହେବା ବେଳେ ସେଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ଏବଂ ବିଜ୍ଞାନ ଭିତ୍ତିକ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ୧୦ଟି ବ୍ଲାକ୍ ବକ୍ସ ଖଞ୍ଜା ଯାଇଥିଲା।
ଏସିଆ କପ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଭେଟିବ ଟିମ୍ ଇଣ୍ଡିଆ ।
‘ବ୍ରହ୍ମାସ୍ତ୍ର’କୁ ନେଇ ଏମିତି କହିଲେ ଜୁନିୟର୍ ଏନ୍ଟିଆର୍। ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ଯେ ବ୍ରହ୍ମାସ୍ତ୍ର ପ୍ରକୃତରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ରହ୍ମାସ୍ତ୍ର ରୂପେ ଉଭା ହେଉ ବୋଲି କହିବା ସହ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ନେଇ ମତ ଦେଇଛନ୍ତି।
ନିର୍ମଳାଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ତେଲେଙ୍ଗାନାର କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ । ଏପରିକି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ଦେଇ ନ ପାରିବାରୁ ରାଗିଗଲେ ସୀତାରମଣ।
ବଲିଉଡ୍ ଅଭିନେତ୍ରୀ ସନୀ ଲିଓନୀଙ୍କୁ ଆପଣ ସବୁବେଳେ ବୋଲ୍ଡ ଅବତାରରେ ଦେଖିଥିବେ। ସେ ମଧ୍ୟ ପାରମ୍ପରିକ ପୋଷାକରେ ଖୁବ ସୁନ୍ଦର ଲାଗନ୍ତି। ତାଙ୍କର ଏମିତି କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆପଣ ବି ଦେଖିଲେ ପ୍ରଶଂସା ନ କରି ରହିପାରିବେ ନାହିଁ।
ଆଜିର ଦିନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଯାଇଛି। ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଆପଣ ଏହା ଯଦି କରି ନାହାନ୍ତି ତେବେ ଜାଣନ୍ତୁ କେମିତି କରିବେ…
ଗତ ମାସକ ମଧ୍ୟରେ ଷ୍ଟୋନ୍ ମ୍ୟାନ୍ ଭାବେ ଆତଙ୍କ ସୃଷ୍ଟି କରିଥିବା ଜଣେ ସିରିଏଲ୍ କିଲରକୁ ପୋଲିସ୍ ଧରିଛି। ଡ୍ୟୁଟି ସମୟରେ ଯେଉଁ ସିକ୍ୟୁରିଟି ଗାର୍ଡ ଶୋଇଥିବା ସେ ଦେଖୁଥିଲେ ତାକୁ ସେ ହତ୍ୟା କରୁଥିଲେ।
କରୋନା ମହାମାରୀ ପରେ ଦରଦାମରେ ହୋଇଥିବା ଅହେତୁକ ଦର ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଆସିଛି ।
୪ ଘଣ୍ଟା ଜେରା ବେଳେ ନୋରାଙ୍କୁ ୫୦ଟି ପ୍ରଶ୍ନ ପଚରା ଯାଇଥିଲା। ତେବେ ସୁକେଶଙ୍କ କ୍ରିମିନାଲ୍ ବ୍ୟାକ୍ଗ୍ରାଉଣ୍ଡ ସମ୍ପର୍କରେ ତାଙ୍କୁ ଜଣାନଥିଲା ବୋଲି ନୋରା କହିଛନ୍ତି।
ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।
ଗୋଆ ପୋଲିସ୍ ସହ ଭିଡିଓ କଲ୍ରେ ପଚରାଉଚରା ବେଳେ ସୁଧୀର ୨ଟି ପାସ୍ୱାର୍ଡ କହିଥିଲେ। ଏଥିମଧ୍ୟରୁ ଗୋଟିଏ ପାସ୍ୱାର୍ଡ ୩ ଡିଜିଟ୍ ଓ ଅନ୍ୟ ଏକ ପାସ୍ୱାର୍ଡ ୬ ଡିଜିଟ୍।
ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ।
ଟାୟାର ସଜାଡ଼ିବା ବେଳେ ପଛପଟୁ ବସ୍କୁ ଏକ ଟ୍ରକ୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଡବଲ୍ ଡେକର୍ ବସ୍ର ଟାୟାର ପଙ୍କଚର୍ ହେବା ଯୋଗୁ ରାସ୍ତାରେ ଗାଡ଼ି ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
୯୮ ମିଟର ଉଚ୍ଚର ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ଦ୍ୱାରା ହେବ ଉତ୍କ୍ଷେପଣ । ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ ।