ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ଆଉ ତା’ପରେ ଇସୁଦାନଙ୍କୁ( Isudan Gadhvi) ବାଛିଛନ୍ତି ଅରବିନ୍ଦ କେଜ୍ରିୱାଲ ।
ରାତାରାତି କୋଟିପତି କଲା ଲଟେରୀ । ଗୋଟିଏ ଦିନରେ ୨ କୋଟି ୮୩ ଲକ୍ଷ ଟଙ୍କା ଜିତିଲେ ମହିଳା ।
କମିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଛି ।
ଏଲନ୍ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !
ଭାରତର ବଡ଼ ବଡ଼ ମିଡିଆ ହାଉସ୍ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।
ଦୀପାବଳି ପରେ ଲଗାତାର ଭାବେ ଦିଲ୍ଲୀ ଓ NCR ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।
ବିରାଟ ନିଜର ବିସ୍ଫୋରକ ବ୍ୟାଟିଂ ଓ ଅନୁଷ୍କା ନିଜର ଚମତ୍କାର ଅଭିନୟ ଯୋଗୁଁ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି । ତେବେ ଜାଣନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଏ ସବୁଠୁ ଧନୀ?
ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି।
ଗରିବ ପାଖରେ ଦେଖାଯାଇଛି ମାନବିକତା। କିଏ କହୁଛି ଇଏ ହେଉଛି ପ୍ରକୃତ ଧନୀ ତ କିଏ କହୁଛି କେବଳ ଗରିବମାନେ ହିଁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।
ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲା। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।
ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ ସାରା ବିଶ୍ୱରେ ଥିବା ତାଙ୍କର ଫ୍ୟାନ୍ସ ବିରାଟଙ୍କୁ ଏକ ଜବରଦସ୍ତ ଗିଫ୍ଟ ଦେବା ପାଇଁ ଯୋଜନା କରିଛନ୍ତି।
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲା । ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଥିଲା ।
ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ସେ ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।
ପଶ୍ଚିମବଙ୍ଗର ସଂସ୍କୃତି ଅତି ନିମ୍ନ ସ୍ତରକୁ ଗଲାଣି ବୋଲି ବାନାର୍ଜୀ କହିଛନ୍ତି।
ପ୍ରଥମେ ଚଳାଇଥିବା ଗୁଳିରେ ହିଁ ଇମ୍ରାନ ଆହତ ହୋଇଥିଲେ ।
ବାଦାମ ବିକିବାକୁ ଏବେ ମୋ ପାଖରେ ସମୟ ନାହିଁ ବୋଲି ବାଦ୍ୟକାର କହିଛନ୍ତି।
ଗୁଳିମାଡ଼ରେ ଇମ୍ରାନ୍ଙ୍କ ସମେତ ୪ ଆହତ, ହସ୍ପିଟାଲରେ ଭର୍ତ୍ତି ।
ଆର୍ଟିଫିସିଆଲ ଭିଡିଓ ବଜାରକୁ ଆସିଲେ ବି ଓରିଜିନାଲ ଭିଡଓ ଆଗରେ ସବୁ ଫିକା ।
ଲାଲ୍ କିଲ୍ଲା ଆକ୍ରମଣ ମାମଲାରେ ଅଶଫାକ୍ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଦୀର୍ଘ ଦିନ ଧରି ଏହି ମାମଲାର ଶୁଣାଣି ପରେ ୨୦୧୧ ମସିହା, ଅଗଷ୍ଟ ୧୦ରେ ସୁପ୍ରିମକୋର୍ଟ ଅଶଫାକ୍ର ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
ବିଜୟ ଦେବରକୋଣ୍ଡାଙ୍କ ଠାରୁ ଆରମ୍ଭ କରି କେଜିଏଫ୍ ଷ୍ଟାର୍ ୟଶ୍ ସମେତ ଅନେକ ସାଉଥ୍ କଳାକାରଙ୍କୁ ଆମେ ନିଶ ଦାଢିରେ ଦେଖୁ। ଏମାନେ ନଭେମ୍ବର ମାସରେ ଶେଭ୍ ହୁଅନ୍ତି ନାହିଁ। ଏହା ପଛରେ ରହିଛି ନିଆରା କାରଣ। ତେବେ ଆସନ୍ତୁ ସେହି କଳାକାରମାନଙ୍କ ବିଷୟରେ ଜାଣିବା ଯେଉଁମାନେ ‘ନୋ ଶେଭ୍ ନଭେମ୍ବର’କୁ ପାଳନ କରନ୍ତି।