ଝିଅକୁ ସ୍କୁଲରୁ ଧରି ଫେରୁଥିବା ସମୟରେ ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ବଚ୍ଚନ ପରିବାରର ବୋହୂ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ସଲମାନ ଖାନ୍ ଓ ବିବେକ ଓବେରାୟଙ୍କ ସହ ଥିବା ଚର୍ଚ୍ଚା ହେଉଥିଲା। ସେହିପରି ଐଶ୍ୱର୍ଯ୍ୟାଙ୍କ ହାତ ଧରିବା ପୂର୍ବରୁ ଅଭିଷେକ ବଚ୍ଚନଙ୍କର ମଧ୍ୟ କରିସ୍ମା କପୁରଙ୍କ ସହ ଏନ୍ଗେଜ୍ମେଣ୍ଟ୍ ହୋଇଯାଇଥିଲା। ଆଜି ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ। ତେବେ ଚାଲନ୍ତୁ ଜାଣିବା ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ...
ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବି କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଥିଲି। କିନ୍ତୁ ଆପଣଙ୍କ ଭଲପାଇବା ପାଇଁ ମୁଁ ମୋର ଛାତିକୁ ପଥର କରି ଏଠାକୁ ଆସିଲି।
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରଥମ ଥର ପାଇଁ ଏକାସଙ୍ଗେ ଚାରୋଟି ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ।
ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଅପରିପକ୍ୱ ଶିଶୁର ହୃଦୟର ସ୍ପନ୍ଦନ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା। ଡାକ୍ତରମାନେ ଆଶା ଛାଡିଦେଇଥିଲେ। କିନ୍ତୁ ଏମିତି ଚମତ୍କାର ହେଲା ଯେ ୩ ମାସ ପରେ ଶିଶୁଟି ଘରକୁ ଫେରିଲା।
କାଲି ଦୁର୍ଘଟଣାସ୍ଥଳ ଯିବେ ପ୍ରଧାନମନ୍ତ୍ରୀ । ସାମ୍ନାକୁ ଆସୁଛି ଲୋମଟାଙ୍କୁରା ଭିଡ଼ିଓ ।
କୁମ୍ଭୀର ଘର ଭିତରେ ପଶିବା ପରେ କବାଟ ବନ୍ଦ କରିଦିଆଯାଇଥିଲା । ଆଉ ସମସ୍ତେ ଘର ବାହାରେ ରାତି ତମାମ ଅନିଦ୍ରା ରହି ଅପେକ୍ଷା କରିଥିଲେ ।
ଆଉ ଯଦି ରଖିବେ ସେଥିପାଇଁ ପ୍ରଶାସନଠାରୁ ଅନୁମତି ନେବା ହେବ । ଆଜ୍ଞା ହଁ ଏହା ସତ । ତେବେ ଆସନ୍ତୁ ଜାଣିବା କଣ ରହିଛି ପୁରା ନିୟମ ।
ସେମାନଙ୍କୁ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି ।
SBI ରେ କ୍ଲର୍କ ପଦବୀ ପାଇଁ ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ବଡ ଖବର। ଏସ୍ବିଆଇ କ୍ଲର୍କ ପ୍ରିଲିମସ୍ ଆଡମିଟ୍ କାର୍ଡ ୨୦୨୨ ର ଡାଉନଲୋଡ୍ ପାଇଁ ୩୦ ଅକ୍ଟୋବର ରବିବାର ଦିନ ଲିଙ୍କ୍ ବ୍ୟାଙ୍କ ଦ୍ୱାରା ଜାରି ହୋଇଛି।
ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଆସନ୍ତୁ ଜାଣିବା କ’ଣ ଏହି ସବୁ ନିୟମ । ତାହା କେମିତି ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ ।
‘ଆଦିପୁରୁଷ’ର ଟିଜର ରିଲିଜ୍ ହେବା ପରେ ଏହା ବିବାଦ ଘେରକୁ ଆସିଥିଲା। ରାବଣ ଓ ହନୁମାନଙ୍କ ଲୁକ୍ ଲୋକଙ୍କୁ ପସନ୍ଦ ଆସିନି। ଟ୍ରୋଲ୍ ପରେ ଡରିଗଲେ କି ନିର୍ମାତା। ଘୁଞ୍ଚିଲା ରିଲିଜ୍ ତାରିଖ।
ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ।
EPFO ପେନ୍ସନ୍ଭୋଗୀଙ୍କ ପାଇଁ ଆଣିଲା ନୂଆ ଗାଇଡ୍ଲାଇନ୍। ଏବେ ପେନ୍ସନ୍ଭୋଗୀମାନେ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣ ପତ୍ର କିମ୍ବା ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
ଟ୍ରେନ୍ରେ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଯାତ୍ରା ପୂର୍ବରୁ ରେଲ୍ୱେର ଏହି ନୂଆ ନିୟମ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍କାଟ୍ ଅଧିକ ଫି ଦାବି କରିବ।
ବିରାଟ କୋହଲି ଯେଉଁ ହୋଟେଲ୍ରେ ଅଛନ୍ତି, ସେଠାରେ ତାଙ୍କ ସହ ଏମିତି କିଛି ଘଟିଛି ଯାହାକୁ ନେଇ ଲୋକମାନେ ନିନ୍ଦା କରିଛନ୍ତି। ବିରାଟଙ୍କ ବିନା ଅନୁମତିରେ ହୋଟେଲ୍ର ଷ୍ଟାଫ ତାଙ୍କ ରୁମ୍ରେ ପ୍ରବେଶ କରି ଭିଡିଓ ଶୁଟିଂ କରି ଏହାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି।
ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।
ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶରେ ଏହି ପର୍ବ ବେଶି ପାଳନ କରାଯାଇଥାଏ। ହେଲେ ଏବେ ଏହି ପର୍ବ ଯେମିତି ବିଶ୍ୱବ୍ୟାପି ହୋଇଗଲାଣି । ଛଟ ପୂଜା ଦେଖିବା ପାଇଁ ଜଣେ ବିଦେଶୀ ଇଟାଲିରୁ ବିହାର ଆସିଥିବା ଖବର ସାମ୍ନାକୁ ଆସିଛି ।
ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ।