ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୪୫୦ ଟଙ୍କା ରହିଛି ।
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୁଲାୟମଙ୍କ(Mulayam Singh Yadav) ଶେଷକୃତ୍ୟ କରାଯିବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ।
ଚାଲିଗଲେ ମୁଲାୟମ ସିଂ ଯାଦବ । ତାଙ୍କ ଦେହାନ୍ତ ପରେ ପରିବାରରେ ଶୋକର ଛାୟା।
ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ।
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।
ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଜନଜୀବନ ବ୍ୟାହତ ହୋଇଛି। ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ମୂଷଳଧାରରେ ବର୍ଷା ଲାଗି ରହିଛି। ବର୍ଷାରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଉତ୍ତରପ୍ରଦେଶରେ ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।
ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ଲାଗି ହେଲିକପ୍ଟର ସାମିଲ କରିବାକୁ ଅନୁରୋଧ କରାଯାଇଛି।
ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ ।
୬୮ ବର୍ଷରେ ବି ଚିରସବୁଜ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିନି। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଅନ୍ୟ ଅଭିନେତ୍ରୀଙ୍କ ଚେହେରା ଆଜିବି ମଳିନ ପଡିଯାଏ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ ୪ ରୋଚକ କଥା।
ଶ୍ରାଦ୍ଧ ଉତ୍ସବ ଖାଲି ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ। ଏଠାରେ ବି ଲୋକେ ସେମାନଙ୍କ ପିତୃପୁରୁଷଙ୍କ ପାଇଁ ଭୋଜ୍ୟ ଟେକନ୍ତି। ତେବେ ଏହା କେଉଁଠି ଜାଣିବା ପାଇଁ ପଢନ୍ତୁ।
ଆଜି ଭାରତୀୟ ଡାକ ଦିବସ। ଦିନେ ଏହି ବ୍ୟବସ୍ଥା ଯୋଗାଯୋଗର ପ୍ରମୁଖ ଭୂମିକା ନେଇଥିଲା। ଏହି ପ୍ରକ୍ରିୟା ଦୀର୍ଘ ଦିନ ଲାଗୁଥିଲେ ବି ଏଥିରେ ଥିଲା ନିଆରା ଖୁସି। ଆଜିର ମୋବାଇଲ୍ ଦୁନିଆରେ ଦୂରଦୂରାନ୍ତରୁ ଖବର ପହଞ୍ଚିବା ନେଇ କେଇ ମୁହୂର୍ତ୍ତ ଲାଗୁଥିଲେ ବି ଅନୁଭୂତ ହେଉନି ସେହି ଖୁସି।
ଡାକ ସେବା ଏମିତି ଏକ ମାଧ୍ୟମ ଥିଲା ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରି ପାରୁଥିଲା। ଏହାକୁ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରେ ଗଣାଯାଉଥିଲା। ଦିନେ ଡାକବାଲାକୁ ଲୋକେ ଚାତକ ପରି ଚାହିଁ ବସୁଥିଲେ। ଆଜିର ମୋବାଇଲ୍ ଦୁନିଆରେ ସେସବୁ ହଜିଗଲାଣି। ତେବେ ଏହାକୁ ନେଇ ଡାକ ପିଅନ ବାସୁଦେବ ରଥ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ।
କୋହ ଭରା କଣ୍ଠରେ କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରି କରୁଛନ୍ତି ମହିଳା । ସବୁ କଥା ଶୁଣିବା ପରେ ଜିଲ୍ଲାପାଳ କହିଛନ୍ତି, ‘ମାଉସୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’
ଭାରତକୁ ସିରିଜ୍ ବରାବର୍ କରିବାକୁ ହେଲେ ୨୭୯ ରନ୍ର ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ ।
ବାଘ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ । ଖାଲି ସେଲ୍ଫି ନୁହେଁ ବାଘ ଯାଉଥିବାର ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରୁଥିଲେ ।
ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।
ପ୍ରାର୍ଥୀ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ।
ଆଜି ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଜନ୍ମଦିନ। ସେ ତାଙ୍କ ଫିଟ୍ନେସ୍ ପାଇଁ ମଧ୍ୟ ବେଶ ଜଣାଶୁଣା। ଦିନେ ପକେଟ୍ ମନୀ ପାଇଁ ସାଇନ୍ କରିଥିଲେ ପ୍ରଥମ ଫିଲ୍ମ। ଆସନ୍ତୁ ତାଙ୍କୁ ନେଇ ଜାଣିନେବା ଆଉ କିଛି ରୋଚକ ତଥ୍ୟ।
‘ଆଦିପୁରୁଷ’ ଟିଜର୍କୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଭିତରେ ଘଟଣାକୁ ନେଇ ପ୍ରସିଦ୍ଧ ରାମାୟଣ ସିରିଏଲ୍ର ଅଭିନେତା ଅରୁଣ ଗୋଭିଲ୍ ପ୍ରତିକ୍ରିୟା ରଖିଛନ୍ତି।
ସାମ୍ନାକୁ ଆସିଲେ ଆଉ ଜଣେ ଭବିଷ୍ୟଦ୍ରଷ୍ଟା। ସତ ହେଉଛି ଅନେକ କଥା। ଭବିଷ୍ୟଦ୍ରଷ୍ଟା ଭାବେ ବାବା ଭେଙ୍ଗାଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଏବେ କମ ବୟସର ଏହି ଯୁବତୀ ସେ ତାଲିକାରେ ସାମିଲ ହୋଇଛନ୍ତି। ଆସନ୍ତୁ ଜାଣିବା ସେ କିଏ ଓ ୨୦୨୨ ପାଇଁ କ’ଣ ରହିଛି ତାଙ୍କ ଭବିଷ୍ୟବାଣୀ ଆସନ୍ତୁ ଜାଣିବା।
ଅଚାନକ ପରିବା କିଣିବା ପାଇଁ ବଜାରରେ ପହଞ୍ଚିଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)।
ମାନସିକ ସ୍ୱାସ୍ଥ୍ୟକୁ ନେଇ ପରିବାରର ଭୂମିକାକୁ ନେଇ ଅଭିନେତ୍ରୀ ଦୀପିକା କହିଛନ୍ତି, ‘ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୁଁ ଏହି(ଡିପ୍ରେସନ୍) ସମସ୍ୟା ଦେଇ ଗତି କରୁଥିଲି, ସେତେବେଳେ ମୋ ମା’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।
ଯୁବକଙ୍କ ପ୍ରେମରେ ପାଗଳ ହୋଇ ଝିଅ ସାମ୍ନାରେ ଜୀବନ ହାରିଲେ ତିନି ପିଲାର ମା’ ।