• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ସନ୍ଧ୍ୟା ୦୬/୧୯ ଗତେ ମୀନ ତିଥି- ୧୧ଶୀ ସନ୍ଧ୍ୟା ୦୬/୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ସନ୍ଧ୍ୟା ୦୬/୧୯ ଗତେ ଧନୁ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭ ହାନି-ତିଳକାଞନ ଦାନ ସନ୍ଧ୍ୟା ୦୬/୦୮ ଗତେ ୨ ପାଦ

ଶୁଭ ସମୟ:

ପ୍ରାତଃ ୦୫/୫୨ ରୁ ୦୬/୩୭

ପ୍ରାତଃ ୦୭/୨୨ ରୁ ୦୮/୪୧

ଦିବା ୧୧/୫୨ ରୁ ୦୨/୫୨

ସନ୍ଧ୍ୟା ୦୫/୫୮ ରୁ ୦୮/୧୮

ରାତ୍ରି ୧୧/୫୨ ରୁ ୦୧/୩୮

ରାତ୍ରି ୦୨/୨୯ ରୁ ୦୪/୧୧

ଅଧିକ ପଢ଼ନ୍ତୁ: Daily Horoscope 4th Nov 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଜମି କ୍ରୟ କରିବାର ଯୋଗ ରହିଛି

ଅଶୁଭ ସମୟ:

ଋାହୁକାଳ - ଦିବା ୧୦/୦୫ ରୁ ୧୧/୩୦

କାଳବେଳା - ଦିବା ୧୦/୦୫ ରୁ ୧୧/୩୦

ବାରବେଳା – ଦିବା ୦୮/୪୧ ରୁ ୧୦/୦୫

କାଳରାତ୍ରି - ରାତ୍ରି ୦୮/୧୮ ରୁ ୦୯/୫୪