
କେତେକ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଚୀନ୍ ଓ ଜାପାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ।
ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆଲର୍ଟରେ ଭାରତ, ପାର୍ଲାମେଣ୍ଟରେ ଆଜିଠୁ ବାଧ୍ୟତାମୂଳକ ହେଲା ମାସ୍କ ପରିଧାନ
ବିଷ୍ଣୁ ଏନେଇ ଏକ ଭିଡିଓ ୟୁଟ୍ୟୁବ୍ରେ ପୋଷ୍ଟ କରିଛନ୍ତି ।
ଭିଡିଓରେ ଜଣେ ଯୁବକ ସାହସିକତାର ସହ ବନ୍ୟା ପାଣିରେ ପଶି ଛୋଟ ଛୋଟ ପିଲାଙ୍କୁ ଉଦ୍ଧାର କରୁଛନ୍ତି ।
ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୩, ଜାନୁଆରୀରେ ମୋଟ୍ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୧୦୦ ଟଙ୍କା ରହିଛି ।
ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଖାଲି ବିଶ୍ୱ ନୁହେଁ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି। ଗତ କିଛିଦିନ ମଧ୍ୟରେ କରୋନା କେସ୍ ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଚୀନ, ଜାପାନ, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରାଜିଲରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ନିଜ ତିନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲେ ଶୁଭଦ୍ରା (୪୬) । ଆଉ ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ମିଳିଥିଲା ୫୧ ଲକ୍ଷ ଟଙ୍କା ।
ଆଜି ହେବ ସବୁଠୁ ବଡ଼ ରାତି। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍। ସେହିପରି ସବୁଠୁ ଛୋଟ ଦିନ ବି ଦେଖିବେ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା।
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅପରେସନ୍ ଥିଏଟରର କପ୍ବୋର୍ଡ ଭିତରୁ ଝିଅର ମୃତଦେହ ମିଳିଥିବା ବେଳେ ବେଡ୍ ତଳୁ ମା’ର ମୃତଦେହ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ଆସିଥିବା ମା’ ଓ ଝିଅର ମୃତଦେହ ଗୋଟିଏ ହସ୍ପିଟାଲ୍ରୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି ଆସନ୍ତୁ ଜାଣିବା।
କମାଲ କଲେ ଯୁବ ଇଞ୍ଜିନିୟର। ଭାରତୀୟ ପୁରୁଷ ଭାବେ 'ମଲ୍ଲଖମ୍ବ'ରେ ପାଇଲେ ପ୍ରଥମ ଅର୍ଜୁନ ପୁରସ୍କାର। ଖୁସିରେ ପରିବାର ସହିତ ମୁଖ୍ୟ ପ୍ରଶିକ୍ଷକ ସୁନୀଲ ଗଙ୍ଗାୱଣେ।
ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ।
କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିଜେପି
ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...
ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଦଶନ୍ଧିର ସବୁଠୁ ବଡ଼ ସିନେମା ବୋଲି ଚର୍ଚ୍ଚା
ଏୟାର ହୋଷ୍ଟେସ୍ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।
ସ୍ତ୍ରୀକୁ ହତ୍ୟା କରିବା ପରେ ବି ମନ ଶାନ୍ତି ହେଲାନି . . . ମୃତଦେହକୁ ବାରମ୍ବାର ଛୁରୀ ଭୁସିବାରେ ଲାଗିଲା ଅଭିଯୁକ୍ତ, ଭୟରେ ଚିତ୍କାର କରୁଥାଆନ୍ତି ଯାତ୍ରୀ . . .
ୟୁପିଏସ୍ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।
କାମ ଦେଉନି ମେଡ୍ ଇନ୍ ଚାଇନା କରୋନା ଟିକା ସିନୋଭ୍ୟାକ୍। ଏବେ ବେଜିଂକୁ ଭରସା ବିଦେଶୀ ଟିକା। ଚୀନରେ କରୋନା ସଂକ୍ରମଣ ଅତି ଉଦ୍ବେଗଜନ ଭାବେ ବଢିଚାଲିଥିବା ବେଳେ, ସ୍ୱଦେଶୀ ଟିକା କାମ ଦେଉନଥିବା କୁହାଯାଉଛି।
ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାର ଅଦ୍ଭୁତ ଭିଡିଓ ଭାଇରାଲ ହୁଏ । ଯେଉଁଥିରେ କେତେବେଳେ କିଏ ନାଚନ୍ତି, କେତେବେଳେ ଗୀତ ଗାଇଥାନ୍ତି ତ ଆଉ କିଏ ଭିନ୍ନ କଳାକୌଶଳ ପ୍ରଦର୍ଶନ କରନ୍ତି । ହେଲେ ଏବେ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ସମ୍ପୂର୍ଣ୍ଣ ନୂଆ ।
‘ପଠାନ୍’ର ବିବାଦ ଭିତରେ ଶାହରୁଖ୍ ଖାନ୍ଙ୍କୁ ମିଳିଲା ବଡ ସଫଳତା। ଦୁନିଆର ଟପ୍ ୫୦ ବଡ କଳାକାରଙ୍କ ଭିତରେ ସ୍ଥାନ ପାଇଛନ୍ତି ଶାହରୁଖ୍। ବିବାଦ ପରେ ବି ଲୋକପ୍ରିୟତାରେ କୌଣସି କ୍ଷତି ଆସିନି।