• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ।  ଚନ୍ଦ୍ର – ସିଂହ (ଅହୋରାତ୍ର) ତିଥି- ୭ମୀ ରାତ୍ରି ୦୧.୩୯ ଗତେ ୮ମୀ ଘାତ ଚନ୍ଦ୍ର- କର୍କଟ, ମକର (ଅହୋରାତ୍ର) ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ୧ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧.୩୯ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୬.୧୭ ରୁ ୦୭.୪୩

ସନ୍ଧ୍ୟା ୦୫.୫୮ ରୁ ୦୬.୨୯

ରାତ୍ରି ୦୧.୨୦ ରୁ ୦୩.୩୯

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

ଋାହୁକାଳ - ଦିବା ୦୧.୦୨ ରୁ ୦୨.୨୩

କାଳବେଳା - ଦିବା ୦୨.୨୩ ରୁ ୦୩.୪୪

ବାରବେଳା – ଦିବା ୦୩.୪୪ ରୁ ୦୫.୦୬

କାଳରାତ୍ରି – ରାତ୍ରି ୧୧.୪୧ ରୁ ୦୧.୨୦

OTV is now on Whatsapp

Join and get latest news update delivered to you via whatsapp

Join Now