ଶିକ୍ଷକଙ୍କ ନାଁରେ ଥାନାରେ ଝିଅକୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।
ନୂଆବର୍ଷରେ ଯେତେବେଳେ ସମସ୍ତେ ୨୦୨୩କୁ ସ୍ୱାଗତ କରୁଥିଲେ, ସେତେବେଳେ ଅଞ୍ଜଳି ସିଂହ ଦିଲ୍ଲୀ ରାସ୍ତାରେ ଜୀବନ ହରାଉଥିଲେ। ପରିବାର ଏକ ରୋଜଗାରିଆ ଝିଅକୁ ହରେଇଛି। ଏଭଳି ପରିସ୍ଥିତିରେ ଉଦାରତାର ପ୍ରମାଣ ଦେଇଛନ୍ତି କିଙ୍ଗ୍ ଖାନ ଶାହରୁଖ। ପରିବାରକୁ କରିଛନ୍ତି ଆର୍ଥିକ ସହାୟତା।
ମହିଳାଙ୍କ ଚପଲ ଆଣିବାକୁ ଟ୍ରେନ୍କୁ ଚଢ଼ିଥିଲେ ଯୁବକ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଗଲା ।
ନୂଆବର୍ଷର ଦ୍ୱିତୀୟ ଦିନରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ନୂଆ ଜୀବନ ଦେଲେ ଦ୍ୱିତୀୟ ଭଗବାନ୍ । ଆଠ ଘଣ୍ଟାର ଅପରେସନ୍ ଆଉ . .
ଜାଆଁଳା ତ ପୁଣି ତାରିଖ ବର୍ଷ ମାସ ବାର ଅଲଗା କେମିତି ?
ନିଖୋଜର ୩ ଦିନ ପରେ କାର୍ ଭିତରୁ ମିଳିଲା ମୃତଦେହ। ଲକ୍ କାର୍ ଭିତରୁ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗୁଳି ମାରିବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଅନ୍ଲାଇନ୍ରେ ବିରିୟାନୀ ଅର୍ଡର କରିଥିଲେ, ହେଲେ ଏହାକୁ ଖାଇବାର ମାତ୍ର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ବିଷାକ୍ତ ଖାଦ୍ୟ ଯୋଗୁ ୨୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ସେ ଜଣେ କାର୍ଯ୍ୟନିର୍ବାହୀ ସହାୟକ ଥିଲେ ଏବଂ ଅତୀତରେ ସେ କାମ କରିଥିବା ବିଭିନ୍ନ କମ୍ପାନୀରେ ଖରାପ ବ୍ୟବହରର ଶିକାର ହେଉଥିଲେ। କର୍ମଚାରୀମାନେ ତାଙ୍କ ଡେସ୍କରେ ଅଳିଆ ଫିଙ୍ଗୁଥିଲେ, ତାଙ୍କୁ “ଖରାପ” ବାର୍ତ୍ତା ଦେଉଥିଲେ ଏବଂ କିଛି ଲୋକ ତାଙ୍କ ମୁହଁରେ କାଶୁଥିଲେ ମଧ୍ୟ। ଶେଷରେ କ’ଣ କଲେ ମହିଳା…
କେବଳ ଥରେ ନୁହେଁ ସକାଳୁ ସନ୍ଧ୍ୟା ଯାଏଁ ସେ କ୍ଷୀର ବିକୁଛନ୍ତି ଏହି ବାଇକ୍ରେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ଲୋକ ପସନ୍ଦ କରିଛନ୍ତି ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।
ଗୁରୁବାର ଦିନ ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।
ଚାର୍ଜିଂ ବେଳେ ଫୋନ୍ରୁ ଅତ୍ୟଧିକ ହିଟ୍ ବାହାରିଥାଏ। ତେଣୁ ଏହି ସମୟରେ ଫୋନ୍ ବ୍ୟବହାର କରିବା ଦ୍ୱାରା ଓଭର ହିଟ୍ ଯୋଗୁ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଛି।
ବାଇକ୍ରେ ଯିବା ପାଇଁ ଯୁବତୀଙ୍କୁ ଡାକିଲେ, ହେଲେ ରୋକ୍ଠୋକ୍ ମନା କରିଦେଲେ ଯୁବତୀ। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ରାଗରେ ସମ୍ପୃକ୍ତ ଯୁବତୀଙ୍କୁ ହେଲ୍ମେଟ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ବିପାଶା ବସୁଙ୍କ ଜନ୍ମଦିନ। ବିପାଶା ୭ ଜାନୁୟାରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍ରେ ନାହାନ୍ତି।
ଜଣେ କନଷ୍ଟେବଳ ଅନ୍ୟ ଜଣେ ପୋଲିସ୍ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଏହି ଅଶ୍ଳୀଳ ଭିଡିଓ ଶେୟାର କରିଥିବା ବ୍ୟକ୍ତି ନିଜେ ଏଥିରେ ଦେଖାଯାଉଥିବାବେଳେ ମହିଳା ଜଣକ ଅନ୍ୟ ଜଣେ ପୋଲିସ୍ କର୍ମଚାରୀଙ୍କ ପତ୍ନୀ ଥିଲେ ବୋଲି ଜଣାଯାଇଛି। ଲୋକେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି।
ଷ୍ଟପେଲ୍ଟନ ପବନରେ ବୁଲି ବୁଲି ତଳକୁ ଖସିପଡ଼ିଲେ କିନ୍ତୁ ଏଇଠି ଘଟିଲା ଚମତ୍କାର।
ଘରର ଆଭ୍ୟନ୍ତରୀଣ ସାଜସଜ୍ଜାକୁ ଯଦି ବାସ୍ତୁର ନିୟମରେ କରାଯାଏ ତେବେ ଅନେକ ଶୁଭଫଳ ମିଳେ। ବୈଠକ ଘରର ସାଜସଜ୍ଜା ପ୍ରତି ମଧ୍ୟ ବିଶେଷଣ ଧ୍ୟାନ ଦେବା କଥା। ଏନେଇ ଆସନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରତି ଧ୍ୟାନ ଦେବା।
AAI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୪ ଟି ପଦବୀ ପୂରଣ ହେବ। ଦରମା ୩୬,୦୦୦ ରୁ ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।