• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ରାତ୍ରି ୦୮.୨୩ ଗତେ କର୍କଟ,ତିଥି-  ପ୍ରତିପଦ ଅହୋରାତ୍ର,ଘାତ ଚନ୍ଦ୍ର- କନ୍ୟା ରାତ୍ରି ୦୮.୨୩ ପର୍ଯ୍ୟନ୍ତ,ଘାତ ବାର – ବୃଷ, ସିଂହ ଓ କନ୍ୟା ,ପୁଷ୍କର ଦୋଷ – ୨ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୩.୦୭ ଗତେ ୧ପାଦ ।

ଶୁଭ ସମୟ:

ପ୍ରାତଃ ୦୭.୫୩ ରୁ ୦୯.୦୯

ଦିବା ୧୨.୧୪ ରୁ ୦୧.୧୪

ଦିବା ୦୨.୩୫ ରୁ ୦୩.୦୮

ଦିବା ୦୩.୫୧ ରୁ ୦୩.୫୭

ରାତ୍ରି ୦୨.୫୬ ରୁ ୦୩.୪୯

ଅଧିକ ପଢ଼ନ୍ତୁ : ଡ୍ରଇଂରୁମ୍‌ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା

ଅଶୁଭ ସମୟ:

ଋାହୁକାଳ - ଦିବା ୦୯.୦୯ ରୁ ୧୦.୩୧

କାଳବେଳା – ପ୍ରାତଃ ୦୬.୨୬ ରୁ ୦୭.୪୮ ଓ ଦିବା ୦୩.୫୭ ରୁ ୦୫.୧୮

ବାରବେଳା – ଦିବା ୦୧.୧୪ ରୁ ୦୨.୩୫

କାଳରାତ୍ରି – ସନ୍ଧ୍ୟା ୦୫.୧୮ ରୁ ୦୬.୫୭