• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

PhonePe, Google pay
ଗୁଗୁଲ ପେ-ଫୋନ୍‌ ପେ-ପେଟିଏମ୍‌-ଆମାଜନ୍‌, କିଏ ଦେଉଛି କେମିତି ସେବା ? କାହାର କି ନିୟମ...

ଆପଣ ଜାଣିଛନ୍ତି କି, ୟୁପିଆଇ ପେମେଣ୍ଟର ବି କିଛି କଡ଼ା ନିୟମ ରହିଛି । ଟଙ୍କା ପଠାଇବାରେ ଏକ ସୀମା ବା ଲିମିଟେସନ୍‌ ରହିଛି ।

Govinda used to wash his mother feet on birthday
ଗୋବିନ୍ଦା ତାଙ୍କ ମା’ଙ୍କ ପାଦଧୂଆ ପାଣି ପିଉଥିଲେ; ପତ୍ନୀ କହିଲେ…

ବଲିଉଡ୍‌ର ହିରୋ ନମ୍ବର ୱାନ୍ ଗୋବିନ୍ଦା ତାଙ୍କ ମା’ଙ୍କୁ ସବୁଠାରୁ ବେଶି ଭଲ ପାଉଥିଲେ। ସେ ଏତେ ଭଲ ପାଉଥିଲେ ଯେ ମା’ଙ୍କ ପାଦ ଧୋଇ ସେ ପାଣିକୁ ପିଉଥିଲେ। ଏ କଥାକୁ ନେଇ ତାଙ୍କ ପତ୍ନୀ ସୁନୀତା ଆହୁଜା ଏମିତି କହିଛନ୍ତି…

Congress MLA
ହାତରେ ବନ୍ଧୁକ ଧରି ନାଚିଲେ କଂଗ୍ରେସ ବିଧାୟକ, କଲେ ଓପନ୍ ଫାୟାରିଂ

ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Two Helicopters Collide Mid-Air In Australia
ମଝି ଆକାଶରେ ଦୁଇ ହେଲିକପ୍ଟର ଧକ୍କା, ୪ ମୃତ

ଘଟଣା ପରେ ରେସ୍କ୍ୟୁ ଅପରେସନ୍‌କୁ ଜୋରଦାର କରାଯାଇଛି।

Alexa device
ଆପଣଙ୍କ କଥା ଶୁଣୁଛି ଆଲେକ୍ସା ! ବେଡ୍‌ ରୁମ୍‌ ଠାରୁ ଦୂରରେ ରଖିବାକୁ ପରାମର୍ଶ

ସାବଧାନ ! ଆପଣଙ୍କ ବ୍ୟକ୍ତିଗତ କଥାବାର୍ତ୍ତା ଶୁଣୁଛି Alexa Device . . .

murder
ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ . . .

ରାଜଧାନୀ ଦିଲ୍ଲୀର ଲୋମଟାଙ୍କୁରା କାହାଣୀ . . ଝିଅକୁ ହରାଇଥିବା ପରିବାର ଲୋକ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି ।

Supreme Court upholds the decision of the Central government taken in 2016 to demonetise the currenc
ବିମୁଦ୍ରୀକଣ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ। 

murder
ଯିଏ ଇଜ୍ଜତ୍‌ ଲୁଟିଥିଲା, ତା’ ପ୍ରେମରେ ପଡ଼ି ମା’ର ଜୀବନ ନେଇଗଲା ଝିଅ

ନିଜର ହେଲାନି ମା’, ନିଜର ହୋଇଗଲା ଦୁଷ୍କର୍ମ କରିଥିବା ଯୁବକ

Supreme Court
ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ନା ଭୁଲ ? ଆଜି ହେବ ସୁପ୍ରିମ ଶୁଣାଣି . . .

ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

Suryanagari Express train derail
ଯାତ୍ରୀବାହୀ ଟ୍ରେନ୍‌ର ୮ ବଗି ଲାଇନଚ୍ୟୁତ; ୧୦ ଆହତ

ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ(train derail)

20-yr-old Dies After Being Dragged By Car For Over 4 Kms
ଦିଲ୍ଲୀରେ ମହିଳାଙ୍କୁ ୪ କିମି ଘୋଷାଡ଼ି ନେଲା ଚଳନ୍ତା କାର

ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।

Baba vanga predictions for 2023
୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ!

ବାବା ଭେଙ୍ଗା ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଯାଇଛନ୍ତି। ତାଙ୍କର ଅନେକଗୁଡିଏ କଥା ସତ ହୋଇଛି। ସେ ୨୦୨୩ ପାଇଁ ମଧ୍ୟ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଯାଇଛନ୍ତି। ସେହିପରି ଅନ୍ୟଜଣେ ଭବିଷ୍ୟବକ୍ତା ହେଲେ ନାସ୍ତ୍ରେଦମସ। ତାଙ୍କର ଭୟଙ୍କର ଭବିଷ୍ୟବାଣୀ ଭିତରେ ତୃତୀୟ ବିଶ୍ୱଯୁଦ୍ଧ ପରି ସଂକେତ ଅଛି।

New year, new laws
ନୂଆବର୍ଷରୁ ନୂଆ ନିୟମ : ବଢ଼ିଲା ୮ଟି କ୍ଷୁଦ୍ର ସଂଚୟ ସ୍କିମର ସୁଧହାର

୨୦୨୩ ପାଇଁ ଆର୍ଥିକ କାରବାର କ୍ଷେତ୍ରରେ ବଦଳିଛି ଅନେକ ନିୟମ । ଆଜିଠୁ ୮ଟି କ୍ଷୁଦ୍ର ସଞ୍ଚୟ ସ୍କିମର ସୁଧହାର ବଢ଼ିଛି । ସରଳ ହୋଇଛି ଲକର୍ ନିୟମ । ନ୍ୟାସନାଲ ପେନସନ୍ ସ୍କିମରୁ ଆଂଶିକ ଅର୍ଥ ଉଠାଇପାରିବେ ହିତାଧିକାରୀ ।

Twitter
ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ ! କହିଲେ, ତଦନ୍ତର ସମ୍ମୁଖୀନ ହେବାକୁ . . .

ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନିଜ ପଦରୁ ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ . .

Golden chance to become manager without exam
ସୁବର୍ଣ୍ଣ ସୁଯୋଗ; ବିନା ପରୀକ୍ଷାରେ NHAI ରେ ମ୍ୟାନେଜର୍‌

NHAI ମ୍ୟାନେଜର୍ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।

tragic incident
ବିଚ୍‌ ରାସ୍ତାରେ ଜୀବନ୍ତ ଜଳିଗଲେ ବାଇକ୍‌ ଚାଳକ : ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ

ରାସ୍ତା ଉପରେ ପୋଡ଼ି ହୋଇ ଯୁବକଙ୍କ ଜୀବନ ଚାଲିଗଲା । ଶରୀର ଜଳିଯାଇଥିବାରୁ ମୃତକଙ୍କ ପରିଚୟ ମିଳିନି ।

At the very beginning of career vidyabalan was tagged as wretched woman
ଶରୀର ପାଇଁ ଦିନେ ନିନ୍ଦିତ ହେଉଥିଲେ, ଆଜି ଆଗ ଧାଡିର ନାୟିକା

ଆଜି ବିଦ୍ୟା ବାଲାନ୍‌ଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ଆଉ ଚେହେରାରେ ସେ ଆଜି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। କିନ୍ତୁ ଏମିତି ବି ଦିନ ଥିଲା ତାଙ୍କୁ ଫିଲ୍ମ ମିଳୁ ନଥିଲା ଆଉ ବଡିଶେମିଂର ସମ୍ମୁଖୀନ ହେବାକୁ ପଡୁଥିଲା।

Hours Before New Year Celebrations Russian Missile Strike Ukraine
ଗୋଟିଏପଟେ ଚାଲିଥିଲା ନୂଆବର୍ଷ ପାଳନ, ସେପଟେ ୟୁକ୍ରେନ୍‌ ଉପରେ ଘନ ଘନ ମିସାଇଲ୍‌ ମାଡ଼ କରୁଥିଲା ରୁଷ୍‌

ମିସାଇଲ୍‌ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି।

Clash During New Year Celebration In Greater Noida
ନୂଆବର୍ଷ ସେଲିବ୍ରେସନ୍‌ ବେଳେ ହଙ୍ଗାମା: ଜବରଦସ୍ତ ଯୁବତୀଙ୍କ ସହ ସେଲ୍‌ଫି ଉଠାଉଥିଲେ, ଅଟକାଇବାରୁ ଛେଚିଲେ...

ନୂଆବର୍ଷ ସେଲିବ୍ରେସନ୍‌ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍‌ଫି ଉଠାଇବାକୁ ନେଇ ମାର୍‌ପିଟ୍‌ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍‌ପିଟ୍‌। ଏଥିରେ ୪ ଜଣ ଆହତ ହୋଇଛନ୍ତି।

Pakistani actor fawad khan reacts on the legend of maula jatt release in india
ଭାରତରେ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍‌' ରିଲିଜ୍ ପରେ ସମ୍ପର୍କ ସୁଦୃଢ ହେବ; ଫୱାଦ ଖାନ

ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍‌' ରିଲିଜ୍‌କୁ ନେଇ ଭାରତରେ ବିରୋଧ ଦେଖାଦେଇଛି। ଫିଲ୍ମକୁ ରିଲିଜ୍ ନ କରିବାକୁ ଧମକ ମଧ୍ୟ ଦିଆଯାଉଛି। ଏହାକୁ ନେଇ ଫୱାଦ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରିଲିଜ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁସୃଢ ହେବ ବୋଲି ସେ କହିଛନ୍ତି।

New Year 2023 Predictions
ମେ’ରେ ବଢ଼ିବ ଦରମା, ରେଳ ଓ ବିମାନ ଦୁର୍ଘଟଣାର ସମ୍ଭାବନା ! ଜାଣନ୍ତୁ, ବର୍ଷ ୨୦୨୩ରେ କେଉଁ ମାସରେ କ’ଣ ଘଟିପାରେ...

ଗ୍ରହ ଚଳନ ଦୃଷ୍ଟିରୁ ଚଳିତ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ବର୍ଷ କୁମ୍ଭ ରାଶିରେ ଶନିଙ୍କ ପ୍ରଭାବ ରହିବ। ଏହାପରେ ଅକ୍ଟୋବର ପର୍ଯ୍ୟନ୍ତ ରାହୁ ମେଷ ରାଶି ଓ କେତୁ ତୁଳା ରାଶିରେ ରହିବ।

Today Panchang
Today Panchang 1st Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ବର୍ଷର ପ୍ରଥମ ଦିନରେ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Commercial LPG Cylinder Price Hike
ବର୍ଷ ଆରମ୍ଭରୁ ଜନତାଙ୍କୁ ଝଟ୍‌କା, ମହଙ୍ଗା ହେଲା LPG ସିଲିଣ୍ଡର୍‌

ନୂଆବର୍ଷ ଆରମ୍ଭରୁ ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି। ବର୍ଷ ୨୦୨୩ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡର( LPG Cylinder) ଦର ବୃଦ୍ଧି ପାଇଛି।

5 Dead In Road Accident In Rajasthan
ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା: କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ଜୀବନ

ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା। ଆଜି ଭୋର ସମୟରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି।