
ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ୍ ଛୁଟି ଘୋଷଣା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍କୁଲ୍ ସମୟରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି।
ବିମାନରେ ମଦ ପିଇ ଅସଦାଚରଣ କରିବା ମାମଲାରେ ଗିରଫ ହେଲେ ଦୁଇ ଯାତ୍ରୀ । ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି ।
ଭାରତର ପୁଅ ଏବେ ଆମେରିକାର ବିଚାରପତି। ଏନେଇ ତାଙ୍କୁ କମ୍ କଷ୍ଟ କରିବାକୁ ପଡିନି। ପରିବାର ଥିଲା ଦିନ ମଜୁରିଆ। ନିଜେ ବିଡି କମ୍ପାନୀରେ କାମ କରୁଥିଲେ। ଇଛାଥିଲା ଓକିଲ୍ ହେବା। ଭାଗ୍ୟ ସାଥ୍ ଦେଲା, ଆମେରିକାରେ ହୋଇଗଲେ ଜଜ୍।
ଆକାଶରେ ଦେଖିବାକୁ ମିଳିପାରେ ଅଦ୍ଭୁତ ଦୃଶ୍ୟ। ଆଉ ରାତି ବି ଦିନ ଭଳି ଲାଗିବ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଅଜବ ଘଟଣା ଖୁବ୍ଶୀଘ୍ର ଘଟିବାକୁ ଯାଉଛି।
ଜନ୍ମକଲା ପୁଅକୁ ମାରି ପକାଇଲା ମା’ । ତାନ୍ତ୍ରିକ କଥାରେ ପଡ଼ି କାଳୀ ମୂର୍ତ୍ତି ସାମ୍ନାରେ ବଳି ଦେଲା ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୦୦ ଟଙ୍କା ରହିଛି ।
ନିକଟରେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ଝଗଡ଼ା କରୁଛନ୍ତି। ପରେ ଝଗଡ଼ା ଏତେ ବଢ଼ି ଯାଇଥିଲା, ଯାତ୍ରୀ ଜଣକ ନିଜ ସାର୍ଟ ଖୋଲି ସମ୍ପୃକ୍ତ ସହଯାତ୍ରୀଙ୍କୁ ମାଡ଼ ମାରିଥିଲେ।
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କଲବଲ କରୁଛି ଶୀତ। ଗୋଡ ହାତ ହେମାଳ ହୋଇଯାଉଛି। ଏହାରି ଭିତରେ ସୋସିଆଲ୍ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍ ହେଉଛି। ଏଠି ଏତେ ଥଣ୍ଡା ଯେ ନୁଡୁଲ୍ସ ବି ବରଫ ହେଇଯାଉଛି। ନିଶ, ଦାଢି, ଚୁଟିରେ ଜମିଯାଉଛି ବରଫ।
ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।
ବଡ଼ଭାଇ ୱିଲିୟମ ତାଙ୍କୁ ମାଡ଼ମାରିଥିବା ନେଇ ନିଜ ପୁସ୍ତକରେ ଲେଖିଛନ୍ତି ରାଜକୁମାର ହ୍ୟାରୀ ।
କ୍ୟାନ୍ସର ଚିହ୍ନଟ ପାଇଁ ଏକ ନୂତନ ଆବିଷ୍କାର କରାଯାଇଛି। ଫଳରେ ଏହାଦ୍ୱାରା ଗର୍ଭ କ୍ୟାନ୍ସରକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ କରାଯାଇପାରିବ ବୋଲି ଜଣାପଡ଼ିଛି।
କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି
CSIR-IICT ବୈଜ୍ଞାନିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦରମା ୧ ଲକ୍ଷ ଉପରେ।
ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଟେକ୍ସାସ୍ ଭଳି ଅଗ୍ରଣୀ ସହରରେ ଜଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।
୫୮ ବର୍ଷରେ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ଏହି ଫିଲ୍ମ ଷ୍ଟାର। ତାଙ୍କର ଏହି ପୋଷ୍ଟ ଦେଖି ଅଭିନେତାଙ୍କ ତୃତୀୟ ପତ୍ନୀ ରାଗରେ ଜଳୁଛନ୍ତି। କେବେବି ସେ ଏହି ବିବାହ କରାଇ ଦେବେ ନାହିଁ ବୋଲି କହିଛନ୍ତି।
ଦର୍ଶକମାନେ ସେମାନଙ୍କର କିଛି ପ୍ରିୟ ଫିଲ୍ମର ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୩ ମସିହାରେ, ଅନେକ ଫିଲ୍ମକୁ ନେଇ ଦର୍ଶକଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଅନେକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍ ଚଳିତ ବର୍ଷ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା...
ସାମ୍ନାକୁ ଆସିଲା ଷ୍ଟାର୍କିଡ୍ ପ୍ରେମ। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମରେ ଏବେ ଉବୁଟୁବୁ ଶାହରୁଖଙ୍କ ଝିଅ ସୁହାନା ଖାନ। ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ।
ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି।
ସଲମାନ୍ ଓ ସୋମିଙ୍କ ଆଫାୟର୍ସକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ହେଲେ ପରେ ଅଭିନେତ୍ରୀ ସୋମି ବଲିଉଡ୍କୁ ଅଲ୍ବିଦା କହିଥିଲେ। ଏବେ ସୋସିଆଲ୍ ମିଡିଆରେ ସେ ବେଶ୍ ଆକ୍ଟିଭ୍ ରହିବା ସହ ସଲମାନ୍ଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି।
ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।
ବାପା ବସ୍ ଚଳେଇ ପରିବାର ଚଳଉଥିଲେ। ପୁଅ ଚାହୁଥିଲେ ଅଭିନେତା ହେବା ନେଇ। ଏନେଇ ତାଙ୍କୁ କରିବାକୁ ପଡିଛି କଠିନ ପରିଶ୍ରମ। ସେ ହେଲେ KGF ଷ୍ଟାର୍ ୟଶ୍। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିନେବା ତାଙ୍କୁ ନେଇ କିଛି ରୋଚକ ତଥ୍ୟ।
ଆଜି ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସୁନ୍ଦରୀ ତରୁଣୀଙ୍କ ଜୀବନରେ ଆସିଛି ଅନେକ ଝଡ ଜଞ୍ଝା। ପ୍ରେମ, ବିବାହ ଏବଂ ପ୍ରତାରଣାକୁ ସେ ସାମ୍ନା କରିଛନ୍ତି।