ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ, ୫୦ ଅଫିସର ରହିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।
ପବିତ୍ର ଛଟ ପର୍ବରେ ପରିବାରର ସୁଖ ସମୃଦ୍ଧି ପାଇଁ ଉଦୀୟମାନ ସୂର୍ଯ୍ୟଙ୍କୁ ଉପାସନା କରିଛନ୍ତି ବିହାରୀ ସଂପ୍ରଦାୟ ଲୋକେ। ଏଥିପାଇଁ ଆଜି ସକାଳ ନହେଉଣୁ ଭୁବନେଶ୍ୱର କୁଆଖାଇ ନଦୀପଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଓ ବ୍ରତ ଉପାସକମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଆରାଧନା କରିଛନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ଆଣିବାକୁ ଥିବାବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଚିନ୍ତା ଆଣିପାରେ। ୧୫ ଦିନ ମଧ୍ୟରେ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବା ଅଶୁଭ ସଙ୍କେତ ଦେଇଥାଏ ବୋଲି କୁହାଯାଉଛି।
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୭ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କୁ କିଏ ପ୍ରଥମେ ଲୌହ ମାନବ ଓ ସର୍ଦ୍ଦାର ଭାବେ ଡାକିଲେ।
ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି।
ମୁଣ୍ଡରୁ ନିଆଁ ବାହାର କରିବାଠାରୁ ଆରମ୍ଭ କରି ବେକରେ ମୁଣ୍ଡ ମାଳ ପକାଇ ଦେଖାଉଛନ୍ତି ଚିତାକର୍ଷକ ନୃତ୍ୟ ।
ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଶାନ୍ତିସ୍ତୁପ, ଧଉଳି ଏବେବି ଉତ୍କଳ ଇତିହାସର ଅତୀତକୁ ଛାତିରେ ଜାବୁଡି ରଖିଛି
ବରଗଡ ଧନୁଯାତ୍ରା ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଗଡରେ ପହଞ୍ଚିଲେଣି ଅଭିନେତା। ଦେଖନ୍ତୁ ଏମାନେ କେମିତି ଦେଉଛନ୍ତି ପୋଜ୍?
ଦୁଆର ବନ୍ଦ ହେବା ପରେ ପଞ୍ଚମୁଖି ବିଗ୍ରହ ପାଲିଙ୍କିକୁ ସଜା ଯାଇଥାଏ । ତାପରେ ମଣ୍ଡପରୁ ଆସି ତିନିଥର ମନ୍ଦିର ପରିକ୍ରମା କରିବା ପରେ ଉଖିମଠ ଯାଇଥାଏ ।
ପବିତ୍ର କାର୍ତ୍ତିକ ମାସ। ସକାଳୁ ସକାଳୁ ପୂଜାପୁରାଣ ଆଉ ହୁଳହୁଳି ଶବ୍ଦରେ ମୁଖରିତ ହୋଇଉଠେ ଘର ଅଗଣା। ହବିଷ୍ୟାଳୀଙ୍କ କାର୍ତ୍ତିକ ପୁରାଣରେ ପୁରପଲ୍ଲି ମୁଖରିତ ହୋଇଯାଏ । ହେଲେ ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳୀଙ୍କ ମୁହଁରେ ପୁରାଣ ପରିବର୍ତ୍ତେ ନବୀନ ଚାଳିଶା !
ସୂର୍ଯ୍ୟୋପରାଗକୁ ନେଇ ଦ୍ୱନ୍ଦ୍ୱ...କିଏ ନିର୍ଜଳା ଉପବାସ ରହିଲା ତ ଆଉ କିଏ ଚିକେନ୍ ବିରିୟାନୀ ଖାଇଲା...ଦେଖନ୍ତୁ ସପକ୍ଷବାଦୀ ଓ ବିପକ୍ଷବାଦୀ କେମିତି ହେଉଛନ୍ତି କଥାବାର୍ତ୍ତା
ମହାକାଶରେ ଛାଇ ଆଳୁଅର ଖେଳ । ଏସିଆ ଓ ୟୁରୋପରେ ଦୃଶ୍ୟମାନ ହୋଇଛି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ । ୟୁରୋପ ମହାଦେଶରେ ଏହା ଅଧିକ ମାତ୍ରାରେ ଦୃଶ୍ୟମାନ ହୋଇଥିବା ବେଳେ ଏସିଆରେ ଆଂଶିକ ଦେଖାଦେଇଛି । ମେଘମୁକ୍ତ ଓଡିଶା ଆକାଶରେ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଛି ଆଂଶିକ ସୂର୍ଯ୍ୟୋପରାଗ
ଆକାଶରେ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ । ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟୋପରାଗ ।
ଭୁବନେଶ୍ୱରବାସୀ ଦେଖିଲେ ମହାଜାଗତିକ ଦୃଶ୍ୟ। ରାଜଧାନୀର ସଫା ଆକାଶରେ ଖଣ୍ଡିଆ ଦିଶିଲା ସୂର୍ଯ୍ୟ। ଯାହାକୁ ଦେଖିବାର ସୁଯୋଗ ପାଇଥିଲେ ରାଜଧାନୀବାସୀ। ଦେଖନ୍ତୁ ସେଇ ସମୟର କିଛି ଦୃଶ୍ୟ
ଓଡ଼ିଶାର କେଉଁ କେଉଁ ସ୍ଥାନରେ ସୂର୍ଯ୍ୟୋପରାଗ କେତେ ସମୟ ହେବ ଦେଖନ୍ତୁ, ତାଲିକା . . .
ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।
ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ।
ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ ଜ୍ଞାନର ଏହି ଦୀପ ଏବେ ଭାରତୀୟଙ୍କ ଘର ଅଗଣାରୁ ଯାଇ ପହଞ୍ଚିଛି ହ୍ୱାଇଟ ହାଉସରେ
ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ।
ଦୀପାବଳିରେ ବଡବଡୁଆ ଡାକ ଓଡିଶାର ଏକ ନିଆରା ପରମ୍ପରା। ମହଳା ଦେଇ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।
ବଡ଼ ବଡ଼ୁଆ ହୋ ଅନ୍ଧାରେ ଆସି ଆଲୁଅରେ ଯାଅ, ବାଇଶି ପାହାଚେ ମହାପ୍ରସାଦ ପାଇ ଗଡ଼ଗଡ଼ଉ ଥାଅ...
ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ
ଭାରତର ଏକ ପ୍ରମୁଖ ପର୍ବ ଭାବେ ଦୀପାବଳି ପାଳନ କରାଯାଏ। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୌରାଣିକ ମାନ୍ୟତା ଆଧାରରେ ଏହା ପାଳନ କରାଯାଏ।
କାର୍ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଆଜି କାର୍ଗିଲ୍ରେ ପହଞ୍ଚିଛନ୍ତି।
ଶ୍ରୀମନ୍ଦିର ମଧ୍ୟ ଦୀପାବଳି ଅମାବାସ୍ୟ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ମଙ୍ଗଳବାର ସୂର୍ଯ୍ୟପରାଗ ପଡ଼ୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ।