Draupadi Murmu
ଅବର୍ଣ୍ଣନୀୟ ଖୁସି ସାଙ୍ଗକୁ ଅତୁଳନୀୟ ସେ ଆନନ୍ଦ । କିଏ ରାଷ୍ଟ୍ରପତିଙ୍କ ସାନିଧ୍ୟ ପାଇବାର ଖୁସିରେ ବିଭୋର ତ ଆଉ କିଏ ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ଗଦ୍ଗଦ । ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳକୁଦରେ ଅୟୁତ ଅୟୁତ ଘଣ୍ଟାର ସମୟ ବିତେଇଥିଲେ । ରାଷ୍ଟ୍ରପତି ହୋଇ ସେଇ ସ୍କୁଲକୁ, ସେଇ ହଷ୍ଟେଲ୍କୁ ଆଜି ଆସିଥିଲେ ସେଦିନର ଦ୍ରୌପଦୀ । ସେଥିପାଇଁ ଖୁସିରେ ଝୁମୁଥିଲା ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ ହାଇସ୍କୁଲର ପରିସର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)