• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

nirvaya case selebrity
ନିର୍ଭୟା ଦୋଷୀଙ୍କୁ ଫାଶି ପରେ ବଲିଉଡ୍‌ ଷ୍ଟାର୍‌ଙ୍କ ପ୍ରତିକ୍ରିୟା: ପ୍ରୀତି ଜିଣ୍ଟା କହିଲେ ଏବେ ସମୟ...

ମୁମ୍ୱାଇ : ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଆଜି ସକାଳ ୫ଟା ବାଜି ୩୦ରେ ଚାରି ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ୪ ଦୋଷୀଙ୍କୁ ଫାଶୀ ପରେ ଦେଶର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିରୁ ବାଦ୍‌ ଯାଇ ନାହାନ୍ତି ବଲିଉଡ୍ ଷ୍ଟାର୍‌। ତେବେ ନ୍ୟାୟ ମିଳିବା ପରେ ବି ଆଇନ୍‌ ଦୁର୍ବଳତାକୁ କଟାକ୍ଷ କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। କେଉଁ ଷ୍ଟାର୍ […]

  • Monday, 26 July 2021
nusurat
ହାତ ଧୋଇବା ଭିଡିଓ ଶେୟାର କରି ଟ୍ରୋଲ୍ ହେଲେ ନୁସରତ୍‌ ଜାହାନ୍‌

ମୁମ୍ୱାଇ: ସୋସିଆଲ୍ ମିଡିଆରେ କରୋନା ଭାଇରସ୍‌ ସମ୍ପର୍କିତ ସଚେତନତା ବାର୍ତ୍ତା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ସେଫ୍‌ ହ୍ୟାଣ୍ଡସ୍‌’ର ଚ୍ୟାଲେଞ୍ଜ ରଖାଯାଇଛି। ଏଥିପାଇଁ ଦୀପିକା ପାଦୁକୋନ୍‌, ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ଅନେକ ଭାରତୀୟ ଅଭିନେତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ହାତ ମିଳାଇ ଲଗାତାର ଭାବରେ ଫ୍ୟାନ୍ସଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏହି ଅଭିଯାନରେ ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ନୁସରତ୍‌ ଜାହାନ୍‌ ମଧ୍ୟ ସାମିଲ ହୋଇଛନ୍ତି। କରୋନା ଭାଇରସ୍‌ରୁ […]

  • Monday, 26 July 2021
sara
ମନ୍ଦିର ଦର୍ଶନକୁ ନେଇ ଅଡୁଆରେ ବଲିଉଡ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀଖାନ୍ ବାରଣାସୀର କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି। ଅଣହିନ୍ଦୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ନିଷେଧ ଥିଲେ ବି ସାରାଙ୍କ ମନ୍ଦିର ପ୍ରବେଶ ନେଇ କାଶୀ ବିକାଶ ସମିତିର ସମ୍ପାଦକ ଚନ୍ଦ୍ରଶେଖର କପୁର ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଚନ୍ଦ୍ରଶେଖର କପୁର କହିଛନ୍ତି ଯେ କାଶୀ ବିଶ୍ୱନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ। ସାରାଙ୍କ ଦର୍ଶନ କରିବା କେବଳ ପରମ୍ପରାକୁ ଭାଙ୍ଗିବା ନୁହେଁ, ଏହା ମନ୍ଦିରର […]

  • Monday, 26 July 2021
neha
ପାଞ୍ଚ ଜଣ ବୟଫ୍ରେଣ୍ଡ ରଖିବା ଝିଅର ଇଚ୍ଛା ଉପରେ ନିର୍ଭର କରେ-ନେହା ଧୂପିଆ

ମୁମ୍ୱାଇ : ନେହା ଧୂପିଆ ହେଉଛନ୍ତି ବଲିଉଡର ଜଣେ ହଟ୍ ଅଭିନେତ୍ରୀ।  ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ  ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ୟୁଜର୍ସ ନେହାଙ୍କ ମିମ୍ସ ଶେଆର୍‌ କରି ଟ୍ରୋଲ କରୁଛନ୍ତି। ନେହା ବର୍ତ୍ତମାନ ଏମ୍‌ଟିଭିର ରିଆଲିଟି ଶୋ ରୋଡିଜ୍‌ର ମେଣ୍ଟର ରହିଛନ୍ତି। ଏହି ଶୋର ଗୋଟିଏ ଏପିସୋଡ୍‌ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ପ୍ରତିଯୋଗୀ କହିଛନ୍ତି, ‘ମୋ ଗାର୍ଲଫ୍ରେଣ୍ଡ ୫ଟି ପୁଅକୁ ଡେଟ୍‌ […]

  • Monday, 26 July 2021
subas ghai
ଜାଣନ୍ତି, ବଲିଉଡ ନିର୍ଦ୍ଦେଶକଙ୍କ ପାଇଁ କାହିଁକି ହାତକାଟି ଦେଇଥିଲେ ଏହି ଅଭିନେତ୍ରୀ ?

ମୁମ୍ବାଇ:ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା ହେଉଛନ୍ତି ସୁଭାଷ ଘାଇ। ବହୁ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ କରିଛନ୍ତି ସୁଭାଷ । ସେ ନିର୍ମାଣ କରିଥିବା ଫିଲ୍ମଗୁଡ଼ିକ ହେଉଛି, ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ଐତରାଜ୍ । ଶାନ୍ତ ଓ ନମ୍ର ସ୍ୱଭାବ ଯୋଗୁ ଇଣ୍ଡଷ୍ଟ୍ରୀରେ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି, ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ। […]

  • Monday, 26 July 2021
lkfjf
ହିରୋଙ୍କୁ ମାତ୍ ଦେଇ ସଫଳତାର ଶୀର୍ଷରେ ଏହିସବୁ ନାୟିକା

ମୁମ୍ୱାଇ: ଆଜିର ଯୁଗରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ବହୁ କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ଦେଲେଣି। ତେବେ ଆଜି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି କିଛି ମହିଳାଙ୍କ ବିଷୟରେ ଆସ୍ତନ୍ତୁ ଜାଣିବା। ଯେଉଁମାନେ ଏହି ପୁରୁଷ ପ୍ରାଧାନ୍ୟ ପ୍ରଫେସନ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମାନେ ହେଲେ ବଲିଉଡର ଦୀପିକା […]

  • Monday, 26 July 2021
dh
ଆଜି ରିଲିଜ୍‌ ହେଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍’

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ରିଲିଜ ହେବାକୁ ଯାଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍।’ ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତରଙ୍ଗ ଚ୍ୟାନେଲକୁ ଆସୁଛି ଏହି ସିନେମା।  ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ। ଏଇ ଟେଲି ଫିଲ୍ମର ମୁଖ୍ୟ ଚରିତ୍ର ଅନୁ ଦିଦିଙ୍କ ଭୂମିକାରେ ନିଜେ ଅଭିନେତ୍ରୀ ଅନୁ ଚୌଧୁରୀ କଲେଜ୍‌ରେ ଅଧ୍ୟାପନା ବେଳେ ସେ ଛାତ୍ରୀଙ୍କୁ କିଭଳି ସାହସ […]

  • Monday, 26 July 2021
silpa sethy
ବଲିଉଡ ହିରୋଇନଙ୍କ ପରି ସ୍ଲିମ୍ ହେବାକୁ ଚାହୁଁଛନ୍ତି କି? ଏମିତି ଉପାୟ ଆପଣାନ୍ତୁ...

ବ୍ୟସ୍ତବହୁଳ ଜୀବନ ଭିତରେ ସମୟର ଘୋର ଅଭାବ। ତଥାପି ନିଜକୁ ଫିଟ୍ ରଖିବାକୁ ସମସ୍ତଙ୍କର ଇଛା। ଯଦି ଆମେ ବଲିଉଡର ହିରେ।ଇନମାନଙ୍କ କଥା କହିବା ତେବେ ମନରେ ଇର୍ଷା ଭାବ ନିହାତି ଆସୁଥିବ। ସେମାନେ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ଖାଦ୍ୟକୁ ପ୍ରଥମେ ଗୁରୁତ୍ୱ ଦେଇଥାନ୍ତି। ଯେମିତି ବଲିଉଡର ଶ୍ରଦ୍ଧା କପୁର, ଆଲିୟା ଭଟ୍ଟ, ଶିଳ୍ପା ସେଟ୍ଟୀ, ମଲାଇକା ଆରେ।ଡ଼ା ଓ କରିନା କପୁର ନିଜର ସ୍ଲିମ୍ ଫିଗର୍ ପାଇଁ ସବୁବେଳେ […]

  • Monday, 26 July 2021
Shershaah
'ଶେରଶାହ'ର ଟ୍ରେଲର ରିଲିଜ

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେରଶାହ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଆଜି ଜୁଲାଇ ୨୫ରେ କରଣ ଜୋହରଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି।

Raj Kundra
ରାଜ କୁନ୍ଦ୍ରାଙ୍କ ଗିରଫ ପରେ ବି ହୋଇଥାନ୍ତା ଆଡଲ୍ଟ ସିନେମା!

ପୋର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ କମ୍ପାନୀ ଜେଏଲ ଷ୍ଟ୍ରିମ୍‌ ମୁମ୍ବାଇ ପୋଲିସ୍‌ର କ୍ରାଇମବ୍ରାଞ୍ଚ୍‌ ଦ୍ୱାରା ମୁହାଁମୁହିଁ ହେଉଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରା ଗିରଫ ହେବା ପରେ ମଧ୍ୟ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଉତ୍ପାଦନ କରିବାକୁ ଯୋଜନା କରିପାରେ।

Taapsee Pannu and Mirabai Chanu
ମୀରାବାଇ ଚାନୁଙ୍କ ପାଇଁ ପିଜ୍ଜା କିଣିବାକୁ ଚାହିଲେ ଏହି ଅଭିନେତ୍ରୀ

ଅଲିମ୍ପିକ୍ସରେ ପଦକ ଜିତି ମୀରାବାଇ ଚାନୁ ଦେଶକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବାରେ ମୀରାବାଇ ଚାନୁ ଦେଶର ଦ୍ୱିତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୀରାବାଇ ଚାନୁଙ୍କ ବିଜୟ ପାଇଁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।

Raj Kundra
ରାଜ କୁନ୍ଦ୍ରାଙ୍କ ଗୁମର ଖୋଲିଲେ ଆଉ ଏକ ମଡେଲ : ନଗ୍ନ ସୁଟିଂ ପାଇଁ ଅଫର ଦିଆଯାଉଥିଲା

ପୋର୍ଣ୍ଣୋଗ୍ରାଫୀ ମାମଲା ନେଇ ବିବାଦରେ ଛନ୍ଦିହୋଇ ପଡିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମଡେଲ ଏବଂ ଅଭିନେତ୍ରୀ ସାଗରିକା ଶୋନା ଏବଂ ପୁନମ ପାଣ୍ଡେ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ନାମରେ ଅଭିଯୋଗ କରିଥିବା ମହିଳାଙ୍କ ତାଲିକାରେ ଆଉ ଏକ ନାଁ ଯୋଡି ହୋଇଯାଇଛି ।

Raj Kundra
ରାଜ୍‌ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ‘ହିଡେନ୍‌ କପ୍‌ବୋର୍ଡ’, ଖୋଲିପାରେ ଅନେକ ରହସ୍ୟ

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି।ଯାହା ପୋଲିସ୍‌କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି।

Amitabh, Prabhas, Deepika
ଏକାଠି ନଜର ଆସିବେ ପ୍ରଭାସ, ଅମିତାଭ ଓ ଦୀପିକା

ସାଉଥ୍‌ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ।

Salman Khan
ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ବିଗ୍‌ ବସ୍‌ର-୧୫ ତମ ସିଜନ୍‌

ଟିଭିର ସବୁଠୁ ବଡ ରିଆଲିଟି ସୋ “ବିଗ୍ ବସ୍” ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ସୂଚନା ଅନୁଯାୟୀ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଶେହନାଜ ଗିଲ୍‌ ଏବଂ ସିଦ୍ଧାର୍ଥ ଶୁକ୍ଲା ଏହି ସୋ କୁ ହୋଷ୍ଟ କରିବେ ବୋଲି । କିନ୍ତୁ ଏହା ପରେ କୁହାଯାଇଥିଲା ଯେ ସିଦ୍ଧାର୍ଥ ଏବଂ ଶାହନାଜ ନୁହଁନ୍ତି ବରଂ ସଲମାନ ଖାନ ଏହି ସିଜନ୍‌ରେ ହୋଷ୍ଟିଂ କରିବେ ।

Shilpa sethy
ଶିଳ୍ପାଙ୍କ ସହ ଠିଆହେଲେ ଫ୍ୟାନ୍ସ, ଘରେ ପହଞ୍ଚିଲା ବୁକେ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବିବାଦ ଘେରରେ ବୁଡି ରହିଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ପ୍ରସାରଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରା‌ଞ୍ଚ୍‌ ଗିରଫ କରିଛି । ଏନେଇ ମୁମ୍ବାଇ କ୍ରାଇମ୍ବ୍ରା‌ଞ୍ଚ୍‌ ମଧ୍ୟ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ପଚରାଉଚରା କରୁଛି । କିନ୍ତୁ, ଏହି ବିବାଦ ମଧ୍ୟରେ ଶିଳ୍ପା ଶେଟ୍ଟୀଙ୍କ ପ୍ରଶଂସକମାନେ ତାଙ୍କ ସହ ଠିଆ ହୋଇଛନ୍ତି ।

Shilpa and Shamita
ଶିଳ୍ପାଙ୍କ ଦୁଃଖ ସମୟରେ ସାଥ ଦେଲେ ଭଉଣୀ ଶମିତା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି।

manoj-2
ମନୋଜଙ୍କ ନୂଆ ୱେବ୍‌ ସିରିଜ୍ ’72 hours’

ଭୁବନେଶ୍ୱର: ଓଲିଉଡର ଷ୍ଟାର୍‌ ମନୋଜ ମିଶ୍ର। ସେ କେବଳ ଓଡ଼ିଆ ପିଲ୍ମରେ ସୀମିତ ନାହାନ୍ତି, ବଲିଉଡ୍ ,ଟଲିଉଡ୍‌ ଓ ଭୋଜପୁରୀ ଫିଲ୍ମିରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇସାରିଛନ୍ତି। ଖଳନାୟକ ହେଉ କିମ୍ବା ଚରିତ୍ର ଅଭିନେତା ସବୁଥିରେ ସେ ଏକ୍ସପର୍ଟ।ବର୍ତ୍ତମାନ ୱେବ୍‌ର ଯୁଗ। ଦେଶ ବିଦେଶର ୱେବ୍ ସିରିଜ୍‌ ବେଶ୍‌ ଫେମସ୍‌। ତେଣୁ ମନୋଜ୍‌ ବି ବଡ଼ ପରଦା ପରେ ଏବେ ୱେବ୍‌ ସିରିଜ୍‌ରେ ତାଙ୍କ ଅଭିନୟର ଯାଦୁ ଦେଖାଇବେ। ତରଙ୍ଗ ପ୍ଲସ୍‌ର ଫୋନେକ୍ସ ଫିଲ୍ମ […]

  • Saturday, 24 July 2021
Untitled-1
ନିଜେ ପାଇଥିବା କଷ୍ଟକୁ ବାଣ୍ଟିଲେ ନୀନା: ଯୁବତୀମାନଙ୍କୁ କଲେ ସଚେତନ

ମୁମ୍ୱାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନୀନା ଗୁପ୍ତା। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ ଯୁବତୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତରେ ଯେମିତି ଯୁବତୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ବେଶ୍‌ ଚିନ୍ତିତ ନୀନା। କେହି ଯେମିତି ଆଉ ତାଙ୍କ ଭଳି ଭୁଲ ନକରୁ ଏଥିପାଇଁ ସେ ସତର୍କ କରାଇଛନ୍ତି। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ନୀନା ଉତ୍ତରାଖଣ୍ଡରେ ‘ସଚ୍ କହୁଁ ତୋ’ ସିରିଜର ଶୁଟିଂରେ ବ୍ୟସ୍ତ ଅଛନ୍ତି। […]

  • Saturday, 24 July 2021
rtb
ଏମାନେ ହେଲେ ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍‌ ପୁରୁଷ

ନୂଆଦିଲ୍ଲୀ:୨୦୧୯ ରେ କସମେଟିକ୍ ଡ଼କ୍ଟର ଜୁଲିୟନ ଡ଼ି ସିଲୱାଙ୍କ କହିବା ଅନୁଯାୟୀ ଦୁନିଆର ସବୁଠାରୁ ସୁନ୍ଦରି ମହିଳା ହେଉଛନ୍ତି ବେଲା ଇଦିଦି। ଡେଲି ମେଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦର ପୁରୁଷ ହେଉଛନ୍ତି ରୋବର୍ଟ ପିଟିସନ୍। ଜୁଲିୟନଙ୍କ ‘ଗୋଲଡେନ ରେଶିୟୋ ଅଫ୍‌ ବିୟୁଟିଫାଇ‘ ଫର୍ମୁଲା ଅନୁଯାୟୀ ରୋବର୍ଟ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ପୁରୁଷ। ଜୁଲିୟନ ଆଗରୁ ଏହି ଫର୍ମୁଲା ଆଧାରରେ ଦୁନିଆର ୧୦ଜଣ ସୁନ୍ଦରୀଙ୍କ ତାଲିକା ମଧ୍ୟ ପ୍ରକାଶ କରିସାରିଛନ୍ତି। ୩୩ ବର୍ଷୀୟ […]

  • Saturday, 24 July 2021
des
ପ୍ରଖ୍ୟାତ ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ଦେହାନ୍ତ

ପାଣାଜୀ: ସେଲେବ୍ରେଟି ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ। ଆଜି ୫୯ ବର୍ଷ ବୟସରେ ତାଙ୍କ ଗୋଆସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରୋଡ୍ରିକ୍ସ। ତାଙ୍କ ବିୟୋଗରେ ବଲିଉଡ୍‌ର ବହୁ ନାମି ଦାମି କଳାକାରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି। ଏହି ଘଟଣାରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ମଧ୍ୟ ଟ୍ୱିଟ୍‌ କରି ଗଭୀର ଶୋକ ପ୍ରକାଶ କରିବା ସହିତ ରୋଡ୍ରିକ୍ସଙ୍କ ପରିବାର ପ୍ରତି […]

  • Saturday, 24 July 2021
malanh
ବାପ୍‌ରେ ବାପ୍ ! ଗୋଟିଏ ଦିନରେ ଏତିକି ଟଙ୍କା ଆୟ କଲା ଫିଲ୍ମ 'ମଲଙ୍ଗ'

ମୁମ୍ବାଇ: ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କଲା ଆଦିତ୍ୟ ରୟ କାପୁର ଓ ଦିଶା ପଟ୍ଟାନୀଙ୍କ ଷ୍ଟାରର୍ ଫିଲ୍ମ ମଲଙ୍ଗ। ଶୁକ୍ରବାର ଫିଲ୍ମ ରିଲିଜ୍ ହେବା ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଛି। Boxofficeindia.com ୱେବ୍‌ସାଇଟ୍‌ ଅନୁସାରେ ଫିଲ୍ମଟି ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କରିଛି। ଶନିବାର ଆହୁରି ଭଲ ଆୟ କରିବା ବୋଲି ଆଶା କରିଛନ୍ତି ଫିଲ୍ମ କ୍ରୁ ମେମ୍ବର। ଫିଲ୍‌ଟିକୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଥିବା ବେଳେ ସିନେ ସମୀକ୍ଷକମାନେ […]

  • Saturday, 24 July 2021
man
ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍‌ ଷ୍ଟାର୍‌ ଅମ୍ଳାନ ଦାସ। ପିଲା ଦିନର ବାନ୍ଧବୀ ଭୂମିକାଙ୍କୁ ଭଲପାଇ ବିବାହ କରିଛନ୍ତି ଅମ୍ଳାନ। ଭାଲେନ୍‌ଟାଇନ୍ସ ଡେ ଆରମ୍ଭରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ୍‌ ବାର୍ଡସ। ତାଙ୍କ ବାହାଘରର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।  ୨ ମାସ ତଳେ ଅର୍ଥାତ୍ ଡିସେମ୍ବରରେ ଅମ୍ଳାନ ଓ ଭୂମିକାଙ୍କ ନିର୍ବନ୍ଧ ହୋଇଥିଲା। ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତରେ ଦୁହିଁଙ୍କ ନିର୍ବନ୍ଧ ସରିଥିବା ବେଳେ […]

  • Saturday, 24 July 2021
nihaar
ଓଡ଼ିଆ ସାଉଣ୍ଡ ଡିଜାଇନର୍‌ଙ୍କୁ ଫିଲ୍ମ ଫେୟାର ଆୱାର୍ଡ

ଭୁବନେଶ୍ୱର: ବଲିଉଡ୍‌ର ଆଉ ଜଣେ ଓଡ଼ିଆ ପୁଅ କମାଲ୍ କରିଛନ୍ତି। ୨୦୧୯ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହେବେ ଓଡ଼ିଆ ପୁଅ ନିହାର ରଞ୍ଜନ ସାମଲ। ସେ ଏହି ସମ୍ମାନ ‘ଉରି ଦ୍ ସର୍ଜିକାଲ ଷ୍ଟ୍ରାଇକ୍’ ଫିଲ୍ମ ପାଇଁ ପାଇବେ। ୨୦୧୯ର ଏହି ଫିଲ୍ମ ଭାରତୀୟ ସିନେମା ଜଗତରେ ଏକ ନୂଆ ମାଇଲ୍ ଷ୍ଟୋନ୍ ସୃଷ୍ଟି କରିଛି। ଭିକ୍କି କୌଶଲ୍‌ ଓ ୟାମି ଗୌତମଙ୍କ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସବୁ ରେକର୍ଡ଼ […]

  • Saturday, 24 July 2021
kd
ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷଙ୍କ ଆଉ ଏକ ସଫଳତା

ପୁରୀ: ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ି ଚାଲିଛନ୍ତି ଯୁବ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ତାଙ୍କଦ୍ୱାରା ନିର୍ମିତ ଫିଲ୍ମ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସ୍ଥାନିତ ହେଉଥିବା ବେଳେ ଅନେକ ଆୱାର୍ଡ ମଧ୍ୟ ଜିତୁଛି। ନିକଟରେ ତାଙ୍କର ସର୍ଟ ଓଡ଼ିଆ ଫିଲ୍ମ ସଂଯୋଗ ଆମେରିକାରେ ମଞ୍ଚସ୍ଥ ହୋଇଥିବା ବେଳେ ଏବେ ଆଉ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’କୁ ମିଳିଛି ଅନରେବଲ ଜୁରୀ ମେନସନ୍ ଆୱାର୍ଡ। ୧୯ ମିନିଟ୍‌ର ଏହି ଡକ୍ୟୁମେଣ୍ଟାରି […]

  • Saturday, 24 July 2021