• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Archita and Sabysachi
ଜଗନ୍ନାଥଙ୍କ ଭଜନ ଗାଇଲେ ସବ୍ୟସାଚୀ ଓ ଅର୍ଚ୍ଚିତା

ରାଜ୍ୟର ପ୍ରତିଷ୍ଠିତ ଓଲିଉଡ ନାୟକ ଓ ନାୟିକାଙ୍କ କଣ୍ଠରେ ରେକର୍ଡିଂ ହେଲା ଓଡ଼ିଆ ଭଜନ

୬୦୦ କୋଟି ଟଙ୍କା କିପରି ଖର୍ଚ୍ଚ ହେଲା, ଆସିଲା ହିସାବ
‘ଆଦିପୁରୁଷ’ ପାଇଁ ୬୦୦ କୋଟି ଟଙ୍କା କିପରି ଖର୍ଚ୍ଚ ହେଲା, ଆସିଲା ହିସାବ

‘ଆଦିପୁରୁଷ’କୁ ନେଇ ଦର୍ଶକମାନେ କହିଛନ୍ତି ଯେ ଫିଲ୍ମର ୬୦୦ କୋଟି ଟଙ୍କା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଏହା ଏକ ଆପ୍‌ରେ ତିଆରି ହୋଇଥିବା ଫିଲ୍ମ ପରି ଲାଗୁଛି। ଆସନ୍ତୁ ଜାଣିବା ଏହି ୬୦୦ କୋଟି ଟଙ୍କା କିପରି ଖର୍ଚ୍ଚ ହେଲା।

Jeetendra-jaya prada played ram-seeta role in 1997 luvkush
ଜିତେନ୍ଦ୍ର ସାଜିଥିଲେ ରାମ, ଜୟାପ୍ରଦା ସୀତା; ହିଟ୍ ହୋଇଥିଲା ଫିଲ୍ମ

'ଆଦିପୁରୁଷ' ପୂର୍ବରୁ ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ଏମିତି ଏକ ଫିଲ୍ମ। ଏଥିରେ ଜିତେନ୍ଦ୍ର ଓ ଜୟାପ୍ରଦାଙ୍କୁ ରାମ-ସୀତା ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥିଲା। ଜାଣିଛନ୍ତି ଏହି ଫିଲ୍ମ କ’ଣ?

'Adipurush'
ବକ୍ସ ଅଫିସରେ ‘ଆଦିପୁରୁଷ’ ହିଟ୍ ହେଉ କି ଫେଲ୍ ଦର୍ଶକୀୟ ଆଦୃତିରେ କିନ୍ତୁ ଫରକ ପଡ଼ିଲା

ଆରମ୍ଭରୁ ବିବାଦ ଘେରରେ ଥିବା ବଲିଉଡ୍ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ସମାଲୋଚନାର ଶିକାର ହୋଇଛି । ଦର୍ଶକଙ୍କ ତୀବ୍ର ପ୍ରତିକ୍ରିୟା ପରେ ଫିଲ୍ମରେ ପ୍ରଦର୍ଶିତ କିଛି ସିନ୍ ର ଡାଏଲଗ ବା ସଂଳାପ ପରିବର୍ତ୍ତନ ହେବାକୁ ଯାଉଛି...

Adipurush
ବଦଳିବ ‘ଆଦିପୁରୁଷ’ର ଡାଏଲଗ୍; ବିବାଦ ବଢ଼ିବା ପରେ ନରମିଲା ଫିଲ୍ମ ସଂସ୍ଥା

ମନୋଜ ଫିଲ୍ମର ୪ ହଜାରରୁ ଅଧିକ ପଂକ୍ତି ଲେଖିଛନ୍ତି, ସେଥିରୁ ମାତ୍ର ୫ଟି ପଂକ୍ତିକୁ କିଛି ଲୋକ ପସନ୍ଦ କରିନାହାନ୍ତି । ଏନେଇ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ସ୍ୱୀକାର କରିଛନ୍ତି ମନୋଜ ।

Karan deol and drisha acharya are married now
ବାହା ହେଲେ ସନି ଦେଓଲଙ୍କ ପୁଅ କରଣ; ଧରିଲେ ଦ୍ରିଶାଙ୍କ ହାତ

ସନି ଦେଓଲଙ୍କ ବଡ ପୁଅ କରଣ ଦେଓଲ ଶେଷରେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ୍‌ ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦେଓଲ ପରିବାର ଧୂମ୍‌ଧାମ୍‌ରେ କରଣଙ୍କ ବିବାହ ଶୋଭାଯାତ୍ରାରେ ଯାଇ ଦ୍ରିଶାଙ୍କୁ କରଣଙ୍କ କନିଆଁ ସଜେଇଛନ୍ତି।

Who is manoj muntashir writes cringe and controversial dialogue in Adipurush
କିଏ ଏହି ମନୋଜ ମୁନ୍ତାଶୀର, ଯିଏ ‘ଆଦିପୁରୁଷ’ ପାଇଁ ଲେଖିଛନ୍ତି ଏପରି ନିନ୍ଦନୀୟ ଡାଏଲଗ୍

‘ଆଦିପୁରୁଷ’ ଫିଲ୍ମ ରିଲିଜ୍ ହେବା ଦିନଠାରୁ ଲୋକେ ଏହାର ସଂଳାପକାରଙ୍କୁ ଗାଳି ଦେବାରେ ଲାଗିଛନ୍ତି। ତେବେ ଆପଣ ଜାଣନ୍ତି କି କିଏ ଏହି ସଂଳାପ ଲେଖକ ଏବଂ ସେ କିପରି ବଲିଉଡ୍‌ରେ ଏତେ ସଫଳତା ପାଇଲେ। ଯଦି ଆପଣ ଜାଣି ନାହାଁନ୍ତି ତେବେ ଜାଣନ୍ତୁ ସେ କିଏ?

 Know Film Adipurush Review
ରିଲିଜ୍ ପରେ ବି ପିଛା ଛାଡ଼ୁନି ବିବାଦ: ଜାଣନ୍ତୁ, ‘ଆଦିପୁରୁଷ’ କେତେ ଭଲ ‌ଓ କେତେ ଖରାପ ?

ରିଲିଜ୍ ପୂର୍ବରୁ ବିବାଦ, ରିଲିଜ୍ ବେଳେ ବିବାଦ...ଆଉ ରିଲିଜ୍ ପରେ ବି ପିଛା ଛାଡ଼ୁନି ବିବାଦ। ଦେଶର ସବୁଠୁ ବଡ଼ ସିନେମା କୁହାଯାଉଥିବା ‘ଆଦିପୁରୁଷ’, କେତେ ଭଲ ଆଉ କେତେ ଖରାପ ? ସିନେମା ଦେଖିବା ପରେ ଏହାକୁ ନେଇ ନିଜର ନିରାଶା ଖୋଲାଖୋଲି ଜାହିର କରିଛନ୍ତି।

  • Sunday, 18 June 2023
Adipurush Movie
ବଦଳିବ ଆଦିପୁରୁଷର ଡାଇଲଗ୍; ହନୁମାନଙ୍କ ଡାଇଲଗକୁ ନେଇ ତେଜିଛି ବିବାଦ

ଆଦିପୁରୁଷର ଚରିତ୍ର ଚିତ୍ରଣ ଏବଂ ଡାଇଲଗକୁ ନେଇ ବିବାଦ ଦେଖା ଦେଇଛି ।

Rakhi Sawant Running Away From Paparazzi Goes Viral
କ୍ୟାମେରା ଦେଖି ଘିଡ଼ି ଘିଡ଼ି ହେଇ ଦୌଡିଲେ ରାଖୀ ସାୱନ୍ତ; ଯାହା କହିଲେ ଶୁଣିଲେ ହସି ହସି ଗଡ଼ିବେ

ରାଖୀ ସାୱନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ସ ଆଇକନ୍ ହୋଇଯାଇଛନ୍ତି। ରାଖୀ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳେ।

Manoj muntashir reacts on hanuman controversial dialogue in adipurush
ହନୁମାନଙ୍କ ଡାଏଲଗ୍‌କୁ ନେଇ ମୁହଁ ଖୋଲିଲେ ସଂଳାପକାର; କହିଲେ ଜାଣିଶୁଣି ଲେଖିଛି

'ଆଦିପୁରୁଷ'ରେ ସଂଳାପକାର ମନୋଜ ଏଭଳି ଅନେକ ସଂଳାପ ଲେଖିଛନ୍ତି, ଯେଉଁଥିପାଇଁ ଦର୍ଶକ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଦର୍ଶକମାନେ ଅଭିଯୋଗ କରିଛନ୍ତି। ଦର୍ଶକଙ୍କ ଠାରୁ ସେ ଯେଉଁ ସମାଲୋଚନାର ଶିକାର ହେଉଛନ୍ତି ତାହା ଉପରେ ମନୋଜ ପ୍ରତିକ୍ରିୟା ରଖିଛନ୍ତି।

Ramanand Sagar son Prem Sagar reacts on adipurush says director om raut change facts
'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ଦେଲେ ରାମାନନ୍ଦ ସାଗରଙ୍କ ପୁଅ; କହିଲେ ତଥ୍ୟକୁ ଖଣ୍ଡନ କରାଯାଇଛି

'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର। କହିଲେ ରାବଣକୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇପାରିବ ନାହିଁ।

Conman Sukesh Chandra Sekhar
‘ମୁଁ ଦାୟିତ୍ୱବାନ୍-ସୁନାଗରିକ, ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ୧୦ କୋଟି ଦେବି’

ଗତ କିଛି ଦିନ ହେବ ମୋର ମନ ଭଲ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଯାହାର ନିକଟ ତଥା ପ୍ରିୟ ବ୍ୟକ୍ତିମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

Adipurush
Viral Video: ହଲ୍‌ରେ ପଶିଲା ମାଙ୍କଡ଼... ଜୟ ଶ୍ରୀରାମ ନାରାରେ କମ୍ପିଲା ପରିବେଶ..

ଫିଲ୍ମର ରିଭ୍ୟୁ ଆପଣ ଆମ ୱେବ୍‌ସାଇଟ୍‌, ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ରେ ଦେଖିପାରିବେ । ଆଉ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।

The dialouge oh hanuman in adipurush not satisfied by audience
'ଆଦିପୁରୁଷ'କୁ କାଠମାଣ୍ଡୁରେ ବିରୋଧ; ସୀତାଙ୍କ ଜନ୍ମସ୍ଥାନକୁ ସଂଶୋଧନ କରିବାକୁ ଚେତାବନୀ

'ଆଦିପୁରୁଷ'ର ସଂଳାପ ଦର୍ଶକଙ୍କ ଦ୍ୱାରା ହଜମ ହେଉ ନାହିଁ। ଏହି ସମୟରେ ଶୁକ୍ରବାର ଦିନ କାଠମାଣ୍ଡୁର ସିନେମା ହଲ୍‌ରେ 'ଆଦିପୁରୁଷ'ର ସ୍କ୍ରିନିଂ ବନ୍ଦ କରାଯାଇଛି। ଭୁଲକୁ 'ସଂଶୋଧନ କରା ନ ଗଲେ କୌଣସି ଭାରତୀୟ ଚଳଚ୍ଚିତ୍ରକୁ ରାଜଧାନୀରେ ସ୍କ୍ରିନିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

The dialouge oh hanuman in adipurush not satisfied by audience
'ଆଦିପୁରୁଷ'ରେ ହନୁମାନଙ୍କ ସଂଳାପ ଶୁଣି ରାଗିଲେ ଦର୍ଶକ; କହିଲେ….

ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି। 'ଆଦିପୁରୁଷ' ଏବେ ଦର୍ଶକଙ୍କ ସାମ୍ନାରେ। ଓମ୍ ରାଓତଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା ଏବଂ ଆଜି ଏହା ଦର୍ଶକଙ୍କ ପାଖରେ ପହଞ୍ଚିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

Adipurush movie release
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’, ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’...

ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’। ହାଉସ୍ ଫୁଲ୍ ଶୋ’...ବମ୍ପର ଓପନିଂ... ବଡ଼ ପରଦାରେ ରାମାୟଣକୁ ମିଳିଛି କିଛି ଏମିତି ରେସ୍‌ପନ୍ସ। 

Salman khan lucky feroza stone bracelet broken 6 times know who gifted
୬ ଥର ଭାଙ୍ଗିଲାଣି ସଲମାନ୍‌ଙ୍କ ଫିରୋଜ୍ ଷ୍ଟୋନ୍ ବ୍ରେସ୍‌ଲେଟ୍; କିଏ ଦେଇଥିଲେ, କାହିଁକି ଏହା ଲକି

ଆପଣ ନିଶ୍ଚୟ ସଲମାନ ଖାନଙ୍କ ହାତରେ ଏକ ବ୍ରେସ୍‌ଲେଟ୍ ଦେଖିଥିବେ। ନୀଳ ରଙ୍ଗର ପଥର ଖଞ୍ଜା ହୋଇଥିବା ସେହି ବ୍ରେସଲେଟ୍ ମଧ୍ୟ ନିକଟରେ ଅମୀର ଖାନଙ୍କ ହାତରେ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ଏହି ବ୍ରେସ୍‌ଲେଟ୍ କାହିଁକି ସ୍ପେଶାଲ୍?

4 movies release same day one fight with Adipurush
ଜୁନ୍ ୧୬ରେ ଆସୁଛି ୪ ଫିଲ୍ମ; ‘ଆଦିପୁରୁଷ’ ସହ ଟକ୍କର ଦେବ ବଡ ବଜେଟ୍‌ର ଏହି ଫିଲ୍ମ

‘ଆଦିପୁରୁଷ’କୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏକା ଦିନରେ ଆହୁରି ୩ଟି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି। ଗୋଟିଏ ବଡ ବଜେଟ୍‌ର ଫିଲ୍ମ ମଧ୍ୟ ରହିଛି। ଏହା ଆଦିପୁରୁଷ ସହ ଟକ୍କର ଦେବ। ଜାଣନ୍ତୁ କ’ଣ ସେହି ଫିଲ୍ମ।

Ollywood casting couch
ଓଲିଉଡ୍‌କୁ କାଷ୍ଟିଂ କାଉଚର ଅଭିଶାପ୍‌ : ବିନା କମ୍ପ୍ରମାଇଜରେ ଅଭିନୟ କରିବା ଅସମ୍ଭବ କି?

କାଷ୍ଟିଂ କାଉଚ୍ ଝଡ଼କୁ ନେଇ ଓଲିଉଡରେ ଲାଗିରହିଛି କମ୍ପନ। ଅଭିନେତ୍ରୀ ପ୍ରକୃତି ମିଶ୍ର ହୁଅନ୍ତୁ ଅବା ଯସ୍ମିନ ରଥ, ରୂପଶ୍ରୀ ପଣ୍ଡା ହୁଅନ୍ତୁ ଅବା ରାଣୀ ପ୍ରିୟଦର୍ଶିନୀ। ନବାଗତା ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ୍ ଅଭିଯୋଗର ବଢ଼ିଚାଲିଛି ତାଲିକା। କୌଣସି ଥାନା କି କୋର୍ଟ କଚେରୀରେ ନୁହେଁ, ବରଂ ମିଡ଼ିଆ ଆଗରେ ଅଭିଯୋଗ ଆଣି ବିବାଦ ଛିଡ଼ା କରାଉଛନ୍ତି।

  • Wednesday, 14 June 2023
Casting Couch Case
ଅଭିନୟ ନାଁରେ ହେଉଛି କିି କାଷ୍ଟିଂ କାଉଚ୍ ?

ଅଭିନୟ ପାଇଁ ପୁଣି ସେହି କମ୍ପ୍ରମାଇଜ କଥା..ପୁଣି ସେହି କାଷ୍ଟିଂ କାଉଚ୍ ଅଭିଯୋଗର ବ୍ୟଥା..ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଧାରାରେ ଆସି ଓଲିଉଡରେ ଶହେରୁ ଶହେ ଏକ୍ ପ୍ରତିଶତ କାଷ୍ଟିଂ କାଉଚର ଅଭିଯୋଗ ଆଣି ବର୍ଷିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ।

Sharda rajan died at age of 86
୮୬ ବର୍ଷରେ ଚାଲିଗଲେ ‘ତିତଲୀ ଉଡୀ’ ଗାୟିକା ଶାରଦା ରାଜନ

ସ୍ୱର ତାରକା ଶାରଦା ରାଜନଙ୍କର ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ସୁପରହିଟ୍ ଗୀତରେ ନିଜ କଣ୍ଠଦାନ କରିଛନ୍ତି।

Naseeruddin Shah issues apology for his sindhi language
ବିବାଦୀୟ ମତ ପାଇଁ ପାକିସ୍ତାନୀ ସିନ୍ଧିଙ୍କୁ ଭୁଲ୍ ମାଗିଲେ ନାସିରୁଦ୍ଦିନ ଶାହା, କହିଲେ…

ନାସିରୁଦ୍ଦିନ ଶାହା ନିକଟରେ ପାକିସ୍ତାନର ସିନ୍ଧି ଭାଷା ଉପରେ ନିଜର ମତ ଦେଇଛନ୍ତି। ଏଥିପାଇଁ ପାକିସ୍ତାନୀ ସିନ୍ଧିମାନେ ଅଭିନେତାଙ୍କୁ ଟାର୍ଗେଟ୍‌ କରିଥିଲେ, ଏହା ପରେ ନାସିରୁଦ୍ଦିନ ଶାହାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ପଡିଛି।

Adipurush ticket price and free tickets sold for poor
ବଢିଲା 'ଆଦିପୁରୁଷ'ର ଟିକେଟ୍ ମୂଲ୍ୟ; ଗରିବଙ୍କ ପାଇଁ ୧ ଲକ୍ଷରୁ ଅଧିକ ମାଗଣା ଟିକେଟ୍‌

ପ୍ରଭାସଙ୍କ 'ଆଦିପୁରୁଷ' ରିଲିଜ୍ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଫିଲ୍ମର ଟିକେଟ୍ ମୂଲ୍ୟକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ବଢିଛି ଟିକେଟ୍ ମୂଲ୍ୟ। ଏହା ସହିତ ୧ ଲକ୍ଷରୁ ଅଧିକ ମାଗଣା ଟିକେଟ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଗରିବ ଓ ଅଭାବୀ ଲୋକେ ଫାଇଦା ପାଇବେ।

Devdas movie waiting for release in 3d
ଆସୁଛି ନୂଆ ରୂପରେ ପୁରୁଣା ଫିଲ୍ମ; ପୁଣି ରୋମାନ୍ସ କରିବେ ଶାହରୁଖ-ଐଶ୍ୱର୍ଯ୍ୟା

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ 'ଦେବଦାସ' 3Dରେ ମୁକ୍ତିଲାଭ କରିବ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକମାନେ ଶାହରୁଖ ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ।