ସମ୍ବଲପୁରୀ ରିଲ୍ସ କୁଇନ୍ ରୁକସାନା ବାନୋଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର? ରୁକସାନାଙ୍କ ମାଆ ଆଣୁଥିବା ସଙ୍ଗୀନ୍ ଅଭିଯୋଗ ପଛରେ ରହିଛି କି ସତ୍ୟତା ? ଗତକାଲି ସମ୍ବଲପୁରୀ ଗାୟିକା, ରିଲ୍ସ ରାଣୀ, ଅଭିନେତ୍ରୀ ଓ ୟୁଟୁବର ରୁକସାନା ବାନୋଙ୍କ ମୃତ୍ୟୁ ପରେ ସମଗ୍ର ପଶ୍ଚିମ ଓଡ଼ିଶା କଳା ଜଗତରେ ହଇଚଇ। ଆଜିକୁ ଦୀର୍ଘ ୧୫ ଦିନ ଧରି ଭବାନୀପାଟଣା, ବଲାଙ୍ଗିର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକାସାନା।
Published By: Satyendu Shekher Mishra
Last updated: 19 September 2024, 10:16 PM IST
ଢ଼େଲା ଧରି ପୋଲିସକୁ ଗୋଡ଼ାଇଲେ । ନିସ୍ତୁକ ପିଟିବା ସହ ପିସିଆର ଭ୍ୟାନ ଭାଙ୍ଗିଲେ । ଇଟା ମାଡ଼ କରି ମହିଳା ପୋଲିସଙ୍କୁ ଆହତ କଲେ । ରାତି ଅଧରେ ରାଜଧାନୀର ରାଜରାସ୍ତାରେ ହେଉଥିଲା ଏହି ହାଇଡ୍ରାମା ।