Advertisment

ଭୁବନେଶ୍ୱର AIIMSରୁ ମେଜର ଗୁରୁବଂଶଙ୍କ ବାନ୍ଧବୀଙ୍କ ସାଂଘାତିକ ଅଭିଯୋଗ

ଅପରପକ୍ଷେ ଗତକାଲି ନିର୍ଦ୍ଦେଶ ପରେ ଆଜି ତଳ କୋର୍ଟଙ୍କ ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି।

author-image
Satyendu Shekher Mishra

ସୀମା ଟପିଥିଲା ଭରତପୁର ପୋଲିସ ! ଭୁବନେଶ୍ୱର AIIMSରୁ ମେଜର ଗୁରୁବଂଶଙ୍କ ବାନ୍ଧବୀଙ୍କ ସାଂଘାତିକ ଅଭିଯୋଗ । କାନ୍ଦି କାନ୍ଦି ବଖାଣିଲେ ପୋଲିସ ବର୍ବରତାର କାହାଣୀ । AIIMSରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସୁଧୁରିବା ପରେ ଆଜି ଘଟଣା ଦିନର ପୂରା କାହାଣୀ ବଖାଣିଛନ୍ତି ମେଜର ଗୁରୁବଂଶଙ୍କ ବାନ୍ଧବୀ। ଅପରପକ୍ଷେ ଗତକାଲି ନିର୍ଦ୍ଦେଶ ପରେ ଆଜି ତଳ କୋର୍ଟଙ୍କ ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି।

Advertisment
Advertisment
Advertisment