• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Vaccine Booster Dose
କରୋନାର ବୁଷ୍ଟର ଡୋଜ୍‌ ନେବା ପାଇଁ ବିଦେଶ ଯାଉଛନ୍ତି ଭାରତର ଧନୀ

ଚିନ୍ତା ବଢାଉଛି କରୋନା। ଏଥିରୁ ରକ୍ଷା ପାଇବା ପାଇଁ ବୁଷ୍ଟର ଡୋଜ୍‌ ନେବାକୁ ଚାହୁଁଛନ୍ତି ଧନୀ। ଲୁଚିଛପି ଭାରତ ଛାଡି ବିଦେଶ ଯାଇ ନେଉଛନ୍ତି ବୁଷ୍ଟର ଡୋଜ୍‌...

Chewing Gum
ଚୁଇଁଙ୍ଗମ ଖାଇଲେ କୁଆଡେ ହେବନି କରୋନା?

ଓମିକ୍ରନକୁ ଅଟକାଇ ଦେବ ଚୁଇଁଙ୍ଗମ୍‌! ୪୭ ଦେଶକୁ ଘାଇଲା କରିବା ପରେ ଏମିତି ବଡ଼ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ। କାହିଁକି ଓ କଣ ପାଇଁ କରୋନାକୁ ହରାଇବ ଚୁଇଁଙ୍ଗମ୍‌ ଜାଣନ୍ତୁ..

Four Returnees From At Risk Countries Found Positive In Odisha
‘At Risk’ ଦେଶରୁ ଓଡ଼ିଶା ଆସିଥିବା ୪ ପଜିଟିଭ୍‌

‘At Risk’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ୯୮୨ ଜଣ ଓଡ଼ିଶା ଆସିଛନ୍ତି।

omicron
’ଅଧିକ ଘାତକ ନୁହେଁ ଓମିକ୍ରନ୍’ ! ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶଦାତାଙ୍କ ଦାବି

ଆମେରିକାର ଶୀର୍ଷ ବୈଜ୍ଞାନିକ ତଥା ମୁଖ୍ୟ ମହାମାରୀ ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଫୌସି କହିଛନ୍ତି ଓମିକ୍ରନ୍ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ଗୁରୁତର ନୁହେଁ ।

corona
୫ ରୁ ୧୪ ବର୍ଷ ପିଲାଙ୍କ ମଧ୍ୟରେ ବଢ଼ୁଛି ସଂକ୍ରମଣ : ଓମିକ୍ରନ୍ ଭୟ ଭିତରେ ୟୁରୋପକୁ WHOର ଚେତାବନୀ

ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୟୁରୋପ ଚେତାବନୀ । ୫ ରୁ ୧୪ ବର୍ଷ ବୟସର ପିଲାମାନଙ୍କଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା କୁହାଯାଇଛି ।

Omicron
କରୋନା ଭୂତାଣୁକୁ ନଷ୍ଟ କରୁଥିବା ଚୁଇଙ୍ଗମ୍‌ କେଉଁଠୁ ଆସିଛି ? କିଏ ପ୍ରସ୍ତୁତ କରିଛି ? ଜାଣନ୍ତୁ..

ଆମେରିକା ପେନ୍‌ସିଲଭେନିଆର ବୈଜ୍ଞାନିକ ହେନରୀ ଡାନିଏଲଙ୍କ କହିବା ମୁତାବକ, ସାର୍ସ କୋଭ୍-ଟୁ ଭାଇରସ୍ ବା କରୋନା ଭୂତାଣୁ ମଣିଷର ଲାଳଗ୍ରନ୍ଥିରେ ନିଜର ବଂଶବୃଦ୍ଧି କରିଥାଏ ।

Omicron Tension
ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍? ଶୁକ୍ରବାରକୁ ଅପେକ୍ଷା !

ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି।

Omicron Scare
ଶିକ୍ଷାନୁଷ୍ଠାନରେ ପୁଣି ପଜିଟିଭ୍

ଶିକ୍ଷାନୁଷ୍ଠାନରେ ପୁଣି ୧୯ ପଜିଟିଭ୍ ପରେ ବଢୁଛି ଟେନସନ୍i ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍, ଶୁକ୍ରବାର ଜିନମ୍ ସିକ୍ୟୁଏନ୍ସିଂ ରିପୋର୍ଟକୁ ଅପେକ୍ଷା I IMAର ଚେତାବନୀ-ସତର୍କ ନହେଲେ ଥାର୍ଡୱେଭ୍ ଆଣିପାରେ ନୂଆ ଭାରିଆଣ୍ଟ I

Covid 19
ଓମିକ୍ରନ୍‌କୁ ଅଟକାଇବ କି ଚୁଇଙ୍ଗମ୍? ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ...

କରୋନାର ନୂଆ ଭେରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଉପୁଜିବାରେ ଲାଗିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାଏଁ ୪୭ ରୁ ଅଧିକ ଦେଶରେ ଓମିକ୍ରନ୍ ଭେରିଆଣ୍ଟ ବ୍ୟାପି ସାରିଲାଣି । ବୈଜ୍ଞାନିକମାନେ ଏକ ଉଦ୍ଭିଦ-ଉତ୍ପାଦିତ ପ୍ରୋଟିନ୍ ଅର୍ଥାତ ଏକ ଚୁଇଙ୍ଗମ୍ ବିକଶିତ କରୁଛନ୍ତି ଯାହାକି SARS-CoV-2 ଭୂତାଣୁ ପାଇଁ ଔଷଧ ଭାବେ କାମ କରିବ ।

10 Girl Students Test Positive For Covid-19 In Angul\'s Balipata Panchayat
ଗର୍ଲସ୍ ହାଇସ୍କୁଲରେ କରୋନା

ଅନୁଗୋଳ ବାଲିପଟା ପଞ୍ଚାୟତର ଏକ ଶିକ୍ଷାନୁଷ୍ଠାନରେ ଏକାଥରକେ ୧୦ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି

School Students wearing Mask
ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ

ଆଜି ରାଜ୍ୟରେ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥି ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ୬୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି। 

Maharasthra\'s Tally Now 10; Total India Cases 23
ମହାରାଷ୍ଟ୍ରରେ ବଢ଼ୁଛି ଓମିକ୍ରନ

କୋଭିଡ୍ ପୂର୍ବ ଲହରି ଭଳି ପୁଣି ଥରେ ମହାରାଷ୍ଟ୍ରରେ ବ୍ୟାପିବାରେ ଲାଗିଛି ଓମିକ୍ରନ୍.. ଗତକାଲି ପୁଣି ୨ ଜଣ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି.. ଏହାକୁ ମିଶାଇ ମହାରାଷ୍ଟ୍ରରେ ୧୦ ଜଣ ସଂକ୍ରମିତ ହୋଇସାରିଲେଣି..

2 VIMSAR Students Test Positive For Delta Variant
ଭିମସାରରୁ ୨ ଡେଲଟା ଭାରିଆଣ୍ଟ ଚିହ୍ନଟ

ବୁର୍ଲା ଭିମସାରର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ୍ ସିକ୍ୱେନସିଂ ରିପୋର୍ଟରୁ ୨ଟି ଡେଲଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି..

New Data Offers Insights Into Omicron Symptoms, Severity
ଦେଶରେ ବଢୁଛି ଓମିକ୍ରନ ସଂକ୍ରମଣ

ଦେଶରେ କ୍ରମାଗତ ଭାବେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍.. ମହାରାଷ୍ଟ୍ରରେ ୧୦ ସଂକ୍ରମିତଙ୍କ ସହ ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ରେ ପହଞ୍ଚିଛି ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା

COVID Positive At Burla VIMSAR
ଆସିଲା ଭୀମ୍‌ସାର୍‌ର କୋଭିଡ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ

ଭୀମ୍‌ସାର୍‌ର କୋଭିଡ୍‌ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟରୁ ୨ଜଣ ଡେଲ୍‌ଟା ଭାରିଏଣ୍ଟ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏନେଇ ଭୀମ୍‌ସାର୍‌ର ଡିନ୍‌ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।

9 Girl Students Test Positive For Covid-19 In Jajpur
ଏକାଥରକେ ୯ ଛାତ୍ରୀ ପଜିଟିଭ୍

ପୁଣି ଆବାସିକ ସ୍କୁଲରେ ପଶିଲା କରୋନା..ଯାଜପୁର ଦଶରଥପୁରର ଏକ ଆବାସିକ ସ୍କୁଲର ୯ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି..

Omicron Threat
ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା

ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା । ରାଜ୍ୟରୁ ଏପର୍ଯ୍ୟନ୍ତ କେହି ଜଣେ ହେଲେ ବି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ହେଁ, ନଭେମ୍ବର ୨୯ ପରେ ପଜିଟିଭ ଥିବା ୨୪୬ ଜଣଙ୍କର ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅପରପକ୍ଷରେ ଚିନ୍ତାର କଥା ହେଉଛି, ଓମିକ୍ରନ ରିସ୍କ ଦେଶରୁ ଆସିଥିବା ୮ଶହ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ଠିକଣା ମିଳୁନି ।

Omicron
ଓଡ଼ିଶାରେ ପହଞ୍ଚିଲା କି ଓମିକ୍ରନ? ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା

ଓଡ଼ିଶାରେ ପହଞ୍ଚିଲା କି ଓମିକ୍ରନ? ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା

corona
ପୁଣି ବଢ଼ିଲାଣି ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ କଲେଜର ୪୩ ଛାତ୍ରଛାତ୍ରୀ ପଜିଟିଭ୍

ଗତ ସପ୍ତାହରେ ତେଲେଙ୍ଗାନା କରିମନଗର ଜିଲ୍ଲାର ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହାପରଠାରୁ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି ।

Omicron Scare: 246 Returnees From ‘At-Risk’ Nations To Odisha Test Positive For Covid-19
ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ୍ ପଜିଟିଭ୍

ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ ପଜିଟିଭ୍ । ଭୁବନେଶ୍ୱର ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା । ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି

Coronavirus
‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍‌

‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ। 

Foreign Returnee
ଭୁଲ ଠିକଣା ଦେଇ କୁଆଡେ ଗଲେ ବିଦେଶ ଫେରନ୍ତା?

କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡ଼ିଛି। ୪୦ ପ୍ରତିଶତ ଅର୍ଥାତ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି।

40% travellers who came to Odisha from 8 ‘at-risk countries’ yet to be traced.
୪୦% ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି

ଓମିକ୍ରନ ନେଇ ଚିନ୍ତା ବଢୁଥିବା ବେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ପତ୍ତା ମିଳୁନି ।

Health Minister Naba Kishore Das On Omicron Scare In Odisha
କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି : ମନ୍ତ୍ରୀ ନବ ଦାସ

ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।

Minister Naba Das
ଓମିକ୍ରନକୁ ନେଇ ଭୟର କୌଣସି କାରଣ ନାହିଁ: ମନ୍ତ୍ରୀ ନବ ଦାସ

କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।