• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chewing Gum

Chewing Gum
ଚୁଇଁଙ୍ଗମ ଖାଇଲେ କୁଆଡେ ହେବନି କରୋନା?

ଓମିକ୍ରନକୁ ଅଟକାଇ ଦେବ ଚୁଇଁଙ୍ଗମ୍‌! ୪୭ ଦେଶକୁ ଘାଇଲା କରିବା ପରେ ଏମିତି ବଡ଼ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ। କାହିଁକି ଓ କଣ ପାଇଁ କରୋନାକୁ ହରାଇବ ଚୁଇଁଙ୍ଗମ୍‌ ଜାଣନ୍ତୁ..

Covid 19
ଓମିକ୍ରନ୍‌କୁ ଅଟକାଇବ କି ଚୁଇଙ୍ଗମ୍? ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ...

କରୋନାର ନୂଆ ଭେରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଉପୁଜିବାରେ ଲାଗିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାଏଁ ୪୭ ରୁ ଅଧିକ ଦେଶରେ ଓମିକ୍ରନ୍ ଭେରିଆଣ୍ଟ ବ୍ୟାପି ସାରିଲାଣି । ବୈଜ୍ଞାନିକମାନେ ଏକ ଉଦ୍ଭିଦ-ଉତ୍ପାଦିତ ପ୍ରୋଟିନ୍ ଅର୍ଥାତ ଏକ ଚୁଇଙ୍ଗମ୍ ବିକଶିତ କରୁଛନ୍ତି ଯାହାକି SARS-CoV-2 ଭୂତାଣୁ ପାଇଁ ଔଷଧ ଭାବେ କାମ କରିବ ।