କରୋନା ପାଇଁ ନିଜ ବିବାହ ରଦ୍ଦ କରିଦେଲେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ କୁ ନେଇ ଆସିଛି ନୂଆ ତଥ୍ୟ । ଭାରତରେ ଏହା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି।
ଦେଶ ଅପେକ୍ଷା ରାଜ୍ୟର ସ୍ଥିତ ଭଲ ରହିଛି । ପଜିଟିଭିଟି ହାର ଅପେକ୍ଷାଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଗତ ୨୪ ଘଣ୍ଟାରେ ଦେଶରେ ୩,୩୩,୫୩୩ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ପ୍ରାଣ ହରାଇଛନ୍ତି ।
ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍ପୁଲ୍ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି ।
ଆକ୍ରାନ୍ତ ୭ ଦିନ ହୋମ୍ ଆଇସୋଲେସନରେ ରହିପାରିବେ। ଏହି ୭ ଦିନ ମଧ୍ୟରେ ଲଗାତାର ୩ ଦିନ ଜ୍ୱର ନଆସିଲେ, ଆାଇସୋଲେସନ ସରିବ।
ସମଗ୍ର ଦେଶରେ କରୋନାର ତୃତୀୟ ଲହର ମଧ୍ୟରେ କର୍ଣ୍ଣାଟକର ଶିଭାମୋଗାରେ ପୁଣି ଏକ ନୂଆ ରୋଗ ଚିହ୍ନଟ ହୋଇଛି । କର୍ଣ୍ଣାଟକର ଶିଭା ଶିବାମୋଗାର ତିର୍ଥହାଲ୍ଲୀର କୁଡିଜେ ଗାଁର ଜଣେ ୫୭ ବର୍ଷ ବୟସ୍କା ମହିଳା କିଆସାନୁର ଫରୋଷ୍ଟ ଡିଜିଜ୍ରେ (Kyasanur Forest Disease) ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ଆଜି ଦେଶରେ ଦିନକରେ ୩ ଲକ୍ଷ ୩୭ ହଜାର ୭୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୭.୨୨ ପ୍ରତିଶତରେ ପହଞ୍ଚିଛି । ଦିନକରେ ୪୮୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଧୀରେ ଧୀରେ କମୁଛି କରୋନା: ୨୪ ଘଂଟା ମଧ୍ୟରେ ୮୮୭୫ ଜଣ ଆକ୍ରାନ୍ତ ହେଲେ ଚିହ୍ନଟ
ଆଜି ଦେଶରେ ୩ ଲକ୍ଷ ୮୬ ହଜାର ନୂଆ କୋଭିଡ କେସ୍ ଚିହ୍ନଟ ହୋଇଥିବା ବେଳେ କେବଳ ତାମିଲନାଡୁରେ ୨୮,୫୬୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଏହି ମାସ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ଆଶା କରାଯାଉଛି ।
ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ଆଇସୋଲସେନରେ ରହିଲେ ସଂକ୍ରମଣକୁ କମାଯାଇପାରିବ।
ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ୍ ଥାଏ।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେବି କିଛି ରାଜ୍ୟରେ ଆକ୍ଟିଭ୍ କେସ୍ ଅଧିକ ରହିଛି। ଶ୍ରେଷ୍ଠ ୧୦ଟି ଆକ୍ଟିଭ୍ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।
କରୋନା କଟକଣା ପାଇଁ ପ୍ରଶାସନ ବାହାଘର ବନ୍ଦ କରିଦେଉଛି? ଆପଣଙ୍କର ଗୁଡ଼ାଏ ଲସ୍ ହେଉଛି। ହେଲେ ଏଥିପାଇଁ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ଛୋଟିଆ କାମଟିଏ କରିବାକୁ ପଡ଼ିବ।
ଖୁବ୍ଶୀଘ୍ର ଖୋଲା ବଜାରରେ ମିଳିପାରେ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ । ଏହି ୨ଟି କୋଭିଡ୍ ଭ୍ୟାକ୍ସିନର ଖୋଲା ବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏଥିସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା DCGIକୁ କମିଟି ସୁପାରିଶ ମଧ୍ୟ କରିଛି ।
ଦିନକରେ ୧୦ ହଜାର ପାର ନୂଆ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଆଜି ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର । ଦିନକରେ ଚିହ୍ନଟ ହେଲେ ୧୦,୩୬୮ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଚିହ୍ନଟ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨କୁ ବୃଦ୍ଧି । ସେହିଭଳି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ।
ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର, ୩୦ ଷ୍ଟାଫ୍ ନର୍ସ ଓ ୪୦ ଲାବରୋଟୋରୀ ଟେକ୍ନିସିଆନ ଏବଂ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ । ଏଣୁ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଛି । କମ କର୍ମଚାରୀରେ ଏବେ ଚାଲିଛି କ୍ୟାପିଟାଲ୍ ହସ୍ପିଟାଲ୍ରେ କାମ ।
ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୦୩୬ ଆକ୍ରାନ୍ତ ଚିହ୍ନଟ ।
ମାର୍କେଟ୍ ଅନୁମତି ପାଇଁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡକୁ କରୋନା ଟିକା ଭାବେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।
ଅନ୍ୟ ଟିକା କେବଳ ସଂପୃକ୍ତ ରୋଗ ରୋକିବନି, କରୋନାକୁ ବି ତଡ଼ିବ।
ଦୁଇ ଦିନ ହେଲା ନୂଆ ପଜିଟିଭ୍ ଗ୍ରାଫ୍ ତଳମୁହାଁ ଥିଲା । ହେଲେ ଆଜି ପୁଣି ଦୈନିକ ସଂକ୍ରମଣରେ ବିସ୍ଫୋରଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ ହଜାର ୯୭୦ ନୂଆ ଆକ୍ରାନ୍ତ। ଯାହାକି ଗଲାକାଲିର ନୂଆ ରୋଗୀ ସଂଖ୍ୟାଠାରୁ ଏକାଥରେ ପ୍ରାୟ ୪୫ ହଜାର ଅଧିକ । ଥାର୍ଡ ୱେଭରେ ଦେଶରେ ହୁ ହୁ ସଂକ୍ରମଣର ଏ ଅବୁଝା ରୂପ ଦେଖି ଚିନ୍ତିତ ସ୍ୱାସ୍ଥ୍ୟ ବିଭାଗ ।
ଅବହେଳା କଲେ ସଂକ୍ରମଣ ବଢ଼ିବ, ସମସ୍ତେ ଅସୁବିଧା ଭୋଗିବେ।
ଜାନୁୟାରୀ ୯ରୁ ୧୬ ମଧ୍ୟରେ ୨୪୯ ସାମ୍ପଲ ପଠାଯାଇଥିଲା।
ରାଜ୍ୟରେ ଗତ କିଛିଦିନ ଧରି କରୋନା ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଏସବୁ ଭିତରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।