ପୂଜା ମାହୋଲରେ ଅସ୍ତବ୍ୟସ୍ତ କରୁଛି ଗନ୍ଧ । ଅଳିଆ ଆବର୍ଜନାରେ ଭାସୁଛି ରାଜଧାନୀ । ଯୁଆଡ଼େ ଦେଖିବ ସେଆଡ଼େ କୁଢ଼ କୁଢ଼ ଅଳିଆ । ନାକଟରେ ରୁମାଲ ବାନ୍ଧି ବି ରାସ୍ତାରେ ଚାଲି ହେଉନି । ଦେଖନ୍ତୁ ରିପୋର୍ଟ
Published By: Tanmay Kumar Mahalik
Last updated: 02 November 2023, 09:36 AM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।