ଶଙ୍ଖକ୍ଷେତ୍ର ପାଇଁ ଶ୍ରୀମନ୍ଦିରରେ ସତରେ ଶଙ୍ଖ ବାଜେନି, ନା କେବେଠୁ ଲୋପ ପାଇଯାଇଛି ଏ ସେବା । ଶ୍ରୀମନ୍ଦିର ସତ୍ତ୍ୱଲିପିର ୮୫ ନମ୍ବରରେ ବର୍ଣ୍ଣିତ ଏ ସେବା ଏବେ ଏକ ବିଲୁପ୍ତ ସେବା । କେବଳ ଶଙ୍ଖ ସେବା ନୁହେଁ, ଶ୍ରୀଜଗନ୍ନାଥଙ୍କ ୧୧୯ ସେବାରୁ ଦେବଦାସୀଠୁ ନେଇ ବୀଣାକାର କଳା ବେଠିଆ ଭଳି ୧୭ରୁ ୧୮ ସେବା ବିଲୁପ୍ତ ତାଲିକାକୁ ଚାଲିଗଲାଣି । ହେଲେ ମହାନ ଶ୍ରୀଜଗନ୍ନାଥ ସଂସ୍କୃତିର ସେବା ପରଂପରାକୁ ଉଦ୍ଜୀବିତ କରି ରଖିବା ପାଇଁ ବିଲୁପ୍ତ ସେବା ସବୁକୁ ପୁନଃରୁଦ୍ଧାର ପାଇଁ ଦାବି ଉଠିଛି ।
Published By: Tanmay Kumar Mahalik
Last updated: 01 November 2023, 09:42 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।