• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Three members of family attempt to end life by consuming poison in Bargarh
ଉଜୁଡ଼ିଗଲା ସଂସାର, ଘରର ମୁଖିଆଙ୍କ ମୃତ୍ୟୁ ପରେ ବିଷପିଇ ଦେଲା ପରିବାର

ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି ।

G20 Summit 2023
ଗୋଟିଏ ମଞ୍ଚରେ ବିଶ୍ୱର ସବୁ ମହାଶକ୍ତି; କୋଣାର୍କଚକ୍ର ସାମ୍ନାରେ ବିଶ୍ୱନେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱମଞ୍ଚରେ ବିଶ୍ୱନେତାଙ୍କ ବିଶ୍ୱ ବିକାଶ ପାଇଁ ମହା ମନ୍ଥନ । ଜି-ଟ୍ୱେଣ୍ଟି ଶିଖର ସମ୍ମେଳନ ଦିଲ୍ଲୀରେ ମହାଶକ୍ତିଙ୍କ ମିଳନ ଭାରତ ପାଇଁ ଇଏ ସେହି ଐତିହାସିକ କ୍ଷଣ । ପ୍ରତି ଭାରତୀୟଙ୍କ ପାଇଁ ଇଏ ସେହି ଗର୍ବର ମୁହୂର୍ତ୍ତ ।

 Odisha STA makes Vehicle Location Tracking Device, Panic Buttons mandatory from Oct 1
ଅକ୍ଟୋବରରୁ ନୂଆ ଗାଡ଼ିରେ 'VLTD ଓ ପାନିକ ବଟନ୍' ଲାଗିବା ବାଧ୍ୟତାମୂଳକ

ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ...

 Congress MLA
ବିଧାୟକଙ୍କ ନିଆରା ଜନ୍ମଦିନ; ଫୁଲମାଳ ବଦଳରେ ଗଳାରେ ଗୁଡ଼ାଇଲେ ସାପ

ଗତ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ବାବୁ ଜାଣ୍ଡେଲଙ୍କ ଜନ୍ମଦିନ ଥିଲା । ସେ ତାଙ୍କ ଜନ୍ମଦିନକୁ ଏକ ନିଆରା ଭାବରେ ପାଳନ କରିଥିଲେ । ତାଙ୍କ ସମର୍ଥକଙ୍କ ଦ୍ୱାରା ଦିଆଯାଇଥିବା ଫୁଲମାଳକୁ ଗ୍ରହଣ ନକରି ବାବୁ ଜାଣ୍ଡେଲ ତାଙ୍କ ବେକରେ ଏକ ଜୀବନ୍ତ ସାପକୁ ଗୁଡ଼ାଇଥିଲେ ।

Chandrayaan-2 Orbiter
ଚନ୍ଦ୍ରୟାନ-୨ ଫଟୋ ଉଠାଇଲା ବିକ୍ରମ; ଟ୍ୱିଟରରେ ସେୟାର କରି ISRO ଦେଲା ଅପ୍‌ଡେଟ୍‌

ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ତୃତୀୟ ଚନ୍ଦ୍ର ମିଶନ୍ ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ଅଞ୍ଚଳରେ ଅବତରଣ କାରିଥିଲା ।

Family Pension Rules
ଜାଣିବା ନିହାତି ଜରୁରୀ; କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର କେଉଁମାନେ ପାଇବେ ପେନ୍‌ସନ୍‌ ?

ପେନ୍‌ସନ୍ ଆକାଉଣ୍ଟରେ ଜମା ହୋଇଥିବା ଏହି ଟଙ୍କା ଅବସର ପରେ କର୍ମଚାରୀଙ୍କ ଜୀବନକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିଥାଏ । ଫଳରେ କର୍ମଚାରୀ ଜଣକ ସେହି ଟଙ୍କାକୁ ଉଠାଇବା ସହ ନିଜର ଖର୍ଚ୍ଚ ତୁଲାଇଥା’ନ୍ତି ।

Man cleared of rape charges after 47 years in us due to dna evidence
କରିନଥିଲେ ଦୁଷ୍କର୍ମ, ହେଲେ କାଟୁଥିଲେ ସଜା; ଦୀର୍ଘ ୪୭ ବର୍ଷ ପରେ ମିଳିଲା ନ୍ୟାୟ

୧୯୭୫ ମସିହାରେ ମ୍ୟାକ୍‌ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Manmath Routray
କଂଗ୍ରେସକୁ ଅଡୁଆ ସୁରଙ୍କ ଫ୍ୟାମିଲି ପଲିଟିକ୍ସ ! ହାତ ଚିହ୍ନରୁ ନଲଢ଼ିବା ବୟାନ ପରେ ସାନପୁଅ ଦଳରୁ ସସପେଣ୍ଡ

ପିସିସି ସଭାପତି ମଧ୍ୟ କହିଛନ୍ତି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପଟେ ମନ୍ମଥଙ୍କ ଯୁକ୍ତି ମୁଁ କେବେ ଦଳରେ ନଥିଲି । କିନ୍ତୁ ପ୍ରଶ୍ନ ଉଠୁଛି ସତରେ କଣ ମନ୍ମଥଙ୍କ ଅଜଣାତରେ ତାଙ୍କୁ ପିସିସି ସଦସ୍ୟ କରାଯାଇଛି ?

G20 Summit 2023
ଆସନ୍ତାକାଲିଠୁ ବିଶ୍ୱମଞ୍ଚରେ ହେବ ମନ୍ଥନ; ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି ।

Khandapada MLA Soumya Ranjan Patnaik responds to Odisha Minister Atanu Sabyasachi’s remarks
ସୌମ୍ୟ ବନାମ ବିଜେଡି; ଆରମ୍ଭ ହେଲା ଖୁଲମଖୁଲ୍ଲା ଲଢ଼େଇ !

ଆଉ କଥା ରହିଲା ବାରମ୍ୱାର ମତ ପରିବର୍ତ୍ତନର, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ପରିବର୍ତ୍ତିତ ପରିସ୍ଥିତିରେ ପରିବର୍ତ୍ତିତ ମତ ରଖାଯାଏ । ନବୀନ ବାବୁ ବି ୧୫ ଦିନରେ ମତ ବଦଳାନ୍ତି । ଗୋଟିଏ ପଟେ ଆମେ ବିଜେପିକୁ ବିରୋଧ କରୁଛୁ, ହେଲେ କେନ୍ଦ୍ରରେ ଦିଲ୍ଲୀ ଅର୍ଡିନାନ୍ସ ବିଲ୍...

G20 Summit
ସୁରକ୍ଷା ବଳୟରେ ଦିଲ୍ଲୀ; ପଇଁନ୍ତରା ମାରୁଛନ୍ତି ସୁରକ୍ଷାକର୍ମୀ, ହାଇସିକ୍ୟୁରିଟି ଜୋନରେ ପ୍ରଗତି ମୈଦାନ

ଦିଲ୍ଲୀ ଯମୁନା ନଦୀରେ ବି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ୨୪ ଘଣ୍ଟିଏ ପହରା ଏଠି ବି ଦିଆଯିବ । DRDO ପକ୍ଷରୁ ଦୂର ଯାଏଁ ଆକାଶରେ ସର୍ଭିଲାନ୍ସ ପାଇଁ ସ୍ୱତନ୍ତ୍ର ଦୂରବିକ୍ଷଣକୁ ଖଞ୍ଜା ଯାଇଛି ।

G20 Summit
ଆଉ ମାତ୍ର କିଛି ସମୟର ଅପେକ୍ଷା... ଆରମ୍ଭ ହେବ ବିଶ୍ୱର ଟପ୍ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୈଠକ

ଦିଲ୍ଲୀର ଦିଲରେ ସାରା ଭାରତର ଝଲକ । ଗୋଟିଏ ଜାଗା, ଗୋଟିଏ ପରିଚୟ...ଭାରତର ‘ଭାରତ ମଣ୍ଡପମ୍’...ଏଠି ଏକାଠି ହୋଇଛନ୍ତି ଦେଶର କୋଣଅନୁକୋଣର ବଛା ବଛା ଶିଳ୍ପୀ, କାରିଗର, କୃଷକ ଆଉ ଅତ୍ୟାଧୁନିକ ବ୍ୟବସାୟୀ ।

Anupras Mohanty
ଋଣ ନସୁଝିବାରୁ ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସଙ୍କ ଜମି ଦଖଲକୁ ନେଲା ବ୍ୟାଙ୍କ

ସ୍ଥାନୀୟ ଅଞ୍ଚଳର ନେତାଜୀ ସଂଘ ନାମକ ଏକ ଅନୁଷ୍ଠାନ ନାଁରେ ଏହି ଜମି ଥିବା ଦାବି କରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ ।

On teachers day yogi to roll out scheme for tabs in govt schools
ଟାବଲେଟ୍‌ ପାଇବେ କୁନିକୁନି ପିଲା; ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଦେବେ ଏହି ସରକାର

କୁହାଯାଇଛି ଯେ, ଟ୍ୟାବଲେଟ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ, ଉପସ୍ଥାନ, ସଭା, ଲାଇବ୍ରେରୀ ଏବଂ କ୍ରୀଡା ଏବଂ ଅନ୍ୟାନ୍ୟ ପାଇଁ ରେଜିଷ୍ଟର ବଦଳାଇ ଏକ ଅନଲାଇନ୍ ଇକୋସିଷ୍ଟମ୍ ବ୍ୟବହାର କରାଯିବ।

Miracle ? Telangana man woke up from  coma to take arduous trek to Amarnath
୨ ବର୍ଷ ହେଲା ଥିଲେ କୋମାରେ, ଫେରିଲା ଚେତା; ପାହାଡ଼ ଚଢ଼ି କଲେ ଅମରନାଥ ଦର୍ଶନ

ଆଶ୍ଚର୍ଯ୍ୟଜନକ ଭାବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ମଇ ୭, ୨୦୨୧ରେ ନିଜ ଘରକାମ କରୁଥିଲେ ରଗିବାଗଡା ଶ୍ରୀନିବାସ ରେଡ୍ଡୀ । ସେତେବେଳେ ତାଙ୍କ ବୟସ ୫୩ ବର୍ଷ ହୋଇଥିଲା ।

Soumaya ranjan Patnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଦିନରେ ମତ ପରିବର୍ତ୍ତନ କରନ୍ତି: ସୌମ୍ୟ

ବିଜେପିକୁ ଆମେ ବିରୋଧ କରୁ, ଯେତେବେଳେ ଜାତୀୟ ପ୍ରସଙ୍ଗ ଆସେ ସେତେବେଳେ ବିଜେପିକୁ ସମର୍ଥନ କରାଗଲା । କିଛି ପ୍ରସଙ୍ଗରେ ସମର୍ଥନ କରାଯାଇଛି ।

SBI special fixed deposit scheme
ବରିଷ୍ଠ ନାଗରିକଙ୍କ ପାଇଁ SBIର ସ୍ପେଶାଲ ସ୍କିମ୍‌; ସେପ୍ଟେମ୍ବର ୩୦ ଯାଏଁ କରିପାରିବେ ଡିପୋଜିଟ୍‌

ବରିଷ୍ଠ ନାଗରିକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି SBI ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା ପ୍ରଦାନ କରୁଛି । ଯାହାଦ୍ୱାରା ବରିଷ୍ଠନାଗରିକମାନେ ଅନେକ ଲାଭ ପାଇପାରିବେ । ଏହି ଯୋଜନାର ନାଁ ହେଉଛି SBI WeCare Deposit Scheme

Akshay Kumar shows off his ‘biker avatar’ while shooting for his upcoming film ‘Sky Force’
ଓପନ ଗ୍ରାଉଣ୍ଡରେ ଖିଲାଡି କୁମାରଙ୍କ ଜଲୱା

ଉତ୍ତର ପ୍ରଦେଶରେ ଏକ ଓପନ ଗ୍ରାଉଣ୍ଡରେ ବାଇକ୍ ଚଳାଉଥିବା ନଜର ଆସିଛନ୍ତି ଅକ୍ଷୟ କୁମାର । ଶହ ଶହ ଫ୍ୟାନ୍ସ ତାଙ୍କୁ ଟିକିଏ ପାଖରୁ ଦେଖିବାକୁ ଭିଡ଼ ଜମାଇଛନ୍ତି...

Know the journey from asbestos house to big college | Dhenkanal
ଆଜବେଷ୍ଟସ୍ ଘରୁ ଆରମ୍ଭ ହୋଇଥିଲା ଏବେ ବିଶାଳ ଶିକ୍ଷାନୁଷ୍ଠାନ

ଦୁଇ ବଖରା ଆଜବେଷ୍ଟସ୍ ଘରୁ ଆରମ୍ଭ ହୋଇଥିଲା, ଏବେ ଛିଡ଼ାହୋଇଛି ବିଶାଳ କଲେଜ । ପଢୁଛନ୍ତି ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଦିନେ ଚାନ୍ଦା କରି କଲେଜ ଆରମ୍ଭ କରିଥିଲେ ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ ।

This Divyang teacher in Odisha’s Basudevpur dedicated his life to teaching
ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍

ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍ । ବର୍ଷ ୭୦ ହେବ, ନିଜେ ଚାଲିବାକୁ ଟ୍ରାଇ ସାଇକେଲର ସାହାରା ନେଉଛନ୍ତି । ମାତ୍ର ୪୦ ବର୍ଷ ଧରି ପିଲାଙ୍କୁ ପାଠ ପଢାଇଚାଲିଛନ୍ତି । ଗୁରୁଦିବସରେ ଏମିତି ଗୁରୁଙ୍କୁ ଶହେ ନମସ୍କାର ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।