ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ପୂରା କଥା ଜାଣିବା ପରେ ଫେରିଛନ୍ତି । ବ୍ରିଟେନ୍ର ଏକ ଅଞ୍ଚଳରେ ଏହି ଘଟଣା ଘଟିଛି ।
କଥାଟି ଆପଣଙ୍କର ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଜଣେ ୭୦ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଯିଏକି ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ଲଟେରି ଜିତି ନିଜର ଭାଗ୍ୟ ପରିବର୍ତ୍ତନ କରିଛନ୍ତି ।
ଅସୁରର ସ୍କନ୍ଧ ଓ ଭୁଜରେ ବଳଭଦ୍ର ବସିଥିବା ଭଳି ବେଶରେ ସ୍ପଷ୍ଟ ହୁଏ । ଏହି ବେଶ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଢୋଭାଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି ।
ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ପ୍ରକାଶ କୁମାର ସେଠୀ ବିଜେପିରେ ହେଲେ ସାମିଲ ହୋଇଛନ୍ତି ।
ସେପଟେ ଗତକାଲି କୋରାପୁଟରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜିଲ୍ଲାରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ପ୍ରଭାବରେ ଜିଲ୍ଲାରେ ଦିନତମାମ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ସହରରେ ଛେଚିଛି ବର୍ଷା ।
ବ୍ରିଜ୍ ତଳକୁ ଡେଇଁବା ପୂର୍ବରୁ ସେ କାହା ସହ ଫୋନରେ କଥା ହେଉଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ବ୍ରିଜ୍ ଉପରେ ପହଞ୍ଚିଥିଲା ଅଗ୍ନିଶମବାହିନୀର ଟିମ୍ ।
ସଂଘର ଦାବି ଉପରେ ତର୍ଜମା ପାଇଁ ୫ ଜଣିଆ ସବ୍ କମିଟି ଗଠନ କରାଯାଇଛି । ଏହି ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ତର୍ଜମା କରି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ଜଣାଇବ ।
ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ । ସେ ୧୨୨ ରନ କରିଥିଲେ । ସେହିଭଳି କେ.ଏଲ ରାହୁଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ ।
ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା ।
ରୁରାଲ ହାଟର ଚିହ୍ନବର୍ଣ୍ଣ ନାହିଁ, କାଗଜପତ୍ରରେ ଦର୍ଶାଇ ମିଥ୍ୟା ବିଲ୍ କରାଯାଇଛି । ମଷ୍ଟର ରୋଲରେ ପଡ଼ିଛି ସରକାରୀ କର୍ମଚାରୀଙ୍କ ନାଁ ସରକାରୀ ଟଙ୍କା ଆତ୍ମସାତ ପାଇଁ ଚଞ୍ଚକତା ।
ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଷୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...ଅଭିଭାବକ ଚେତାବନୀ ଦେବା ସହିତ...
ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ । ଡାକ୍ତର ଆଜିକାଲି କହୁଛନ୍ତି, କୁନି ପୁଅର ଭୟଙ୍କର ଭାବରେ ବଢୁଛି ଯନ୍ତ୍ରଣା
ମାଟି କାନ୍ଥର ଘର ଭାଙ୍ଗି ମାଟିରେ ପଡ଼ିଛି । ଘରଟେ ପାଇଁ ସମସ୍ତଙ୍କୁ ଦୀର୍ଘ ବର୍ଷ ଧରି ନେହୁରା ହୋଇଥିଲେ ବି କେହି ଶୁଣିଲେଣି । ଶେଷରେ ଯେଉଁ ଦଦରା କୁଡ଼ିଆଟେ ଥିଲା ସେ ବି ଭାଙ୍ଗିଗଲା, ଆଉ ଜୀବନ ଅଳ୍ପକେ ବର୍ତ୍ତିଗଲା ।
ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।
କେନ୍ଦ୍ରର ପାଇକ ସ୍ମାରକୀ ବନାମ୍ ରାଜ୍ୟର ପାଇକ ଏକାଡେମୀ । ରାଜନୀତି ପଶାପାଲିରେ ଗଡ଼ିଲା ପାଇକ ଗୋଟି । ପାଇକ ସମ୍ପ୍ରଦାୟ ଭୋଟ ହାତେଇବାକୁ ଜୋରଦାର କସରତ୍ ।
ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।
ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍...
ସାଧାରଣତଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଯେପରି କି...