• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Politics
୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ମହିଳା ଭୋଟ୍ ! ଭୁଶୁଡ଼ିବ ବିଜେଡି ମହିଳା ଗଡ଼ ?

କେନ୍ଦ୍ରର ମହିଳା ସଂରକ୍ଷଣ ବିଲକୁ କାଉଣ୍ଟର ପାଇଁ ବିଜେଡି ମହିଳା କାର୍ଡ ଖେଳି ସ୍ୱାଧୀନୋତ୍ତର ଓଡ଼ିଶାରେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିଛି ପ୍ରମିଳା ମଲ୍ଲିକଙ୍କୁ । ଯିଏ ଜଣେ ଅନୁସୂଚିତ ଜାତି ବର୍ଗର । ଆଉ ବିଜେଡି ସରକାରର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର...

Road Problem
ମରଣଯନ୍ତା ଜାତୀୟ ରାଜପଥ; ବର୍ଷ ବର୍ଷ ଧରି ସରୁନି NH ୫୩ ଚଣ୍ଡିଖୋଲରୁ ଡୁବୁରୀ ରାସ୍ତା

ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର...

Family performs witchcraft on son’s body at home despite declared dead by doctors in Rairakhol
ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ ! ପୁଅ ଜୀବନ ଫେରିବାକୁ ଦୁଇ ଦିନ ଘରେ ଶବ ରଖିଲା ପରିବାର

ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ ।...

Anganwadi workers stage protest
ଗର୍ଜିଲେ ଅଙ୍ଗନୱାଡି କର୍ମୀ; ୧୦ ଦଫା ଦାବିରେ ଘେରିଲେ ବିଧାନସଭା

ସରକାରଙ୍କ ଆଗରେ ଦାବି ଦୋହରାଇଛନ୍ତି ଅଙ୍ଗନୱାଡି କର୍ମୀ । ତୁରନ୍ତ ସରକାରୀ ମାନ୍ୟତା ସହ ମଜୁରୀ ପ୍ରଦାନ, ମାନ୍ୟତା ମିଳିବା ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୧୮ ହଜାର ଏବଂ ସହାୟିକାକୁ ୯ ହଜାର ଟଙ୍କା ବେତନ ଦାବି ହୋଇଛି ।

Odisha Assembly
ଭୋଟ୍ ଲୋଭରେ ଭଣ୍ଡାର ଖୋଲା ! ଆଗତ ହେଲା ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍

ଆଜି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୮ ହଜାର ୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଆଗତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ...

Sukanya Samriddhi Yojana
ଝିଅଙ୍କ ପାଇଁ ଯୋଜନା; ରଖିବେ ୪୧୬ ଟଙ୍କା, ପାଇବେ ୬୪ ଲକ୍ଷ

ଏହି ଯୋଜନାରେ ଅର୍ଥ ବିନିଯୋଗର ସଠିକ୍‌ ସମୟ ରହିଛି । ଯେଇଁ ସମୟରେ ଆପଣ ଟଙ୍କା ବିନିଯୋଗ କଲେ ଉପକୃତ ହୋଇପାରିବେ । ଆପଣଙ୍କ କନ୍ୟା ସନ୍ତାନ ଜନ୍ମ ନେବା ମାତ୍ରେ ଏହି ଯୋଜନାରେ ଖାତା ଖୋଲିବା ହେଉଛି ସଠିକ୍‌ ସମୟ ।

Soumyaranjan Pattnaik
ବିଜେଡିରେ ହଲଚଲ ! ସୌମ୍ୟଙ୍କୁ ବିଦା କରିବାକୁ ସାମ୍ନାକୁ ଆସିଲେ, ନା ପୁରୁଣା ଫର୍ମକୁ ଫେରିଲେ ନବୀନ..?

ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ସୁଧାଂଶୁ ପରିଡ଼ା ବି ବିଦା । ବହୁଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ସୁପ୍ରିମୋ ।

Soumyaranjan Pattnaik
ସୌମ୍ୟଙ୍କୁ ବିଦା କରିବା ପରେ ଦଳରେ ପଡ଼ିବ କି ପ୍ରଭାବ... ?

ଫାଇଭ୍ ଟି ସଚିବ ବିରୋଧୀ ସ୍ୱର ଚପିବ ନା ଆଗକୁ ଯିବ ? ଆଗରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଥିଲା ଦଳ?

Soumya Ranjan Patnaik
ସୌମ୍ୟ ପଟ୍ଟନାୟକ ଲୋନ୍ ସ୍କାମ୍; କ’ଣ ଏହି ବ୍ୟାଙ୍କ ଋଣ ଠକେଇ ?

ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍‌କଲ୍ !

gangster shot dead
କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ; ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍

କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ । ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ । ୩ ମାସ ଭିତରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ଜୁନ ୧୮ରେ କାନାଡ଼ାର ବ୍ରିଟିଶ କଲୁମ୍ବିଆରେ ମୁଖାପିନ୍ଧା ଆତତାୟୀ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଖଲିସ୍ତାନୀ ଆତଙ୍କୀ ହରଦୀପ...

Pramila Mallik
ବିଜେଡି ଖେଳିଲା ମହିଳା କାର୍ଡ; ବାଚସ୍ପତି ହେବେ ପ୍ରମିଳା

ବିଧାନସଭାରେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।ବିଧାନସଭା ସଚିବଙ୍କ ପ୍ରକୋଷ୍ଠକୁ ଯାଇ ପୂରା ଟିମ୍ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଞ୍ଝାରପୁରର ଏହି ବରିଷ୍ଠ ବିଧାୟିକା ।ନାମାଙ୍କନରେ ପ୍ରମିଳାଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ହେଲେ ମନ୍ତ୍ରୀ...

Three women Gang rape
୩ ମହିଳାଙ୍କୁ ବାନ୍ଧି ପକେଇ ଦୁଷ୍କର୍ମ, ଆଖିବୁଜିଲେ ଜଣେ ପୀଡ଼ିତା

ମହିଳାମାନଙ୍କୁ ଦୁଷ୍କର୍ମ କରିବା ପରେ ବନ୍ଧୁକ ମୁନରେ ଡରାଇ ତାଙ୍କ ଦେହରୁ ଗହଣା ଖୋଲି ନେଇଥିଲେ । ଯାହାର ଦାମ୍‌ ୧୩ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି ।

Old Parliament
ପୁରୁଣା ସଂସଦର ନାଁ ହେବ ‘ସମ୍ବିଧାନ ସଦନ’

ପୁରୁଣା ସଂସଦ ଭବନକୁ ବର୍ତ୍ତମାନ 'ସମ୍ବିଧାନ ସଦାନ' ନାମରେ ପରିଚିତ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏଥି ସହ ଓମ ବିର୍ଲା ଆହୁରି କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ନୂତନ ସଂସଦକୁ ସ୍ଥାନାନ୍ତରିତ ହୋଇଛି ।

HR Baijayanti Kar
EOWରେ ବୈଜୟନ୍ତୀ; କହିଲେ, ସବୁ ପ୍ରମାଣ ଦେବାକୁ ଆମେ ପ୍ରସ୍ତୁତ ଅଛୁ

ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବୈଜୟନ୍ତୀ । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହି ଋଣ ଜାଲିଆତି ଅଭିଯୋଗ ମାମଲାରେ ସମ୍ପାଦକ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀଙ୍କ ନାଁରେ ମାମଲା ହୋଇଛି ।

Political slugfest erupts in Odisha over EOW raid on media house in Bhubaneswar
ସୌମ୍ୟଙ୍କୁ ନେଇ ବିଜେପି ରଖିଲା ମତ; ଏମିତି କହିଲେ ସମୀର ଓ ପୃଥ୍ୱୀରାଜ

ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର ।

Birth Certificate
ଦରକାର ନାହିଁ ଅଧିକ ଡକ୍ୟୁମେଣ୍ଟ; ସବୁଠି ବ୍ୟବହାର ହେବ ଜନ୍ମ ପ୍ରମାଣପତ୍ର !

ଦିଆଯାଇଥିବା ସୂଚନା ଆଧାରରେ ଜନ୍ମ ପ୍ରମାଣପତ୍ର ହେଉଛି ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ ।

Pre-wedding shoot
ଖାକି ବର୍ଦ୍ଦିରେ ପ୍ରି ୱେଡିଂ ଭିଡିଓ ସୁଟ୍‌; ଭାଇରାଲ ହେଉଛନ୍ତି ପୋଲିସ ଦମ୍ପତି

ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।