• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

odisha weather
ଆସୁଛି ବର୍ଷା; ୫ ଦିନ ଭିଜିବ ଓଡ଼ିଶା !

ସେହିପରି ଯାଜପୁର, ବାଲେଶ୍ୱର, ଭଦ୍ରକ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Mukhyamantri Medhabi Chhatra Protsahan Yojana
ପୂରଣ ହେବ ଗରିବ ST/SC ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ! ମାଗଣାରେ ପାଠପଢ଼ିବେ ମେଡିକାଲ-ଇଂଜିନିୟରିଂ

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ ।

Bihar woman sells daughter
ଝିଅକୁ ବିକ୍ରିକଲା, ପୁଅକୁ ହଷ୍ଟେଲରେ ଛାଡ଼ିଲା, ପରେ ପ୍ରେମିକ ସହ ଫେରାର ମାରିଲା ମା’

ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପୁରୁଷ ଜଣକ ମହିଳାଙ୍କ ପିଲା ଦୁଇଟିକୁ ଗ୍ରହଣ କରିବାକୁ ମନା କରିଥିଲେ ।

Yojanara Na Hariloot
‘ବସୁଧା’ ଦେଉଛି ଗୋଳିଆ ପାଣି

ଚକା ଚକ୍ ଦିଶୁଛି ଓଭର୍ ହେଡ୍ ପାଣିଟାଙ୍କି.. ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି.. ହେଲେ ପାଣି ଏଠି ସାତ ସପନ.. ଯେତେବେଳେ ବି ପାଣି ଆସୁଛି ବାହାରୁଛି ପଙ୍କ ମିଶା ପୋଚରା ପାଣି..

Locals in Odisha’s Kamakhyanagar seek financial assistance for poor family
ଦଦରା କୁଡ଼ିଆ ଭିତରେ ଛଟପଟ ଭରତ.. ସାହାରା କେବଳ ସଞ୍ଜୁଙ୍କ ପ୍ରେମ

ଦୁଃଖର ମଲାଟ ଭିତରେ ଜୀବନ ପୁସ୍ତକର ଗୋଟିଏ ପରେ ଗୋଟିଏ ଅଧ୍ୟାୟକୁ ବିଦାୟ ଦେଇଚାଲିଛି ହତଭାଗିନୀ ସ୍ତ୍ରୀ.. ଲୁହ ଛଳ ଛଳ ଆଖିରେ ଏଇ ନୁଆଁଣିଆ ଭଙ୍ଗା କୁଡ଼ିଆ ଭିତରୁ ସ୍ୱାମୀର ଜୀବନ ଭିକ୍ଷା ମାଗୁଛି ସେ.. ଭୋକ ଯନ୍ତ୍ରଣାକୁ ସିନା ସେ ପେଟରେ ଓଦାକନା ପକାଇ ସହିଯିବ.....

Old age home in Odisha’s Righagarh lies in poor condition
ବୃଦ୍ଧାଶ୍ରମରେ ହନ୍ତସନ୍ତ ବୁଢାବୁଢୀ.. ହୀନମାନିଆ ଜୀବନ କାଟୁଛନ୍ତି

ପରିବାର ପାଇଁ ଅଲୋଡ଼ା ଥିଲେ ଆଜି ବୃଦ୍ଧାଶ୍ରମରେ ବି ଅଲୋଡ଼ା.. ଜୀବନରେ ଯେତିକି ଦିନ ବି ବଞ୍ଚିବେ ଅନ୍ତତଃ ଶାନ୍ତିରେ ବଞ୍ଚିବେ ବୋଲି ଚିନ୍ତା କରି ଏମାନେ ଜରାନିବାସରେ ଆଶ୍ରା ନେଇଥିଲେ..ହେଲେ ଏଠାରେ ଦୁଃଖ ଦୁଇଗୁଣ ହୋଇଯାଇଛି..ଖାଇବା, ପିନ୍ଧିବା, ନିତ୍ୟକର୍ମ, ଔଷଧପତ୍ର ସବୁଥିରେ ଅବ୍ୟବସ୍ଥା..

Rape-Accused Jumps 40-Foot Wall To Escape Karnataka Jail
ପୋଲିସ ଆଖିରେ ଧୂଳି ଦେଲା ! ୪୦ ଫୁଟ୍‌ ପାଚେରିରୁ ଡେଇଁ ଚମ୍ପଟ ମାରିଲା କଏଦୀ

ଜଣେ କଏଦୀ ୪୦ ଫୁଟ୍‌ର ଜେଲ୍‌ ପାଚେରି ଡେଇଁ ଖସିଯିବାକୁ ଚେଷ୍ଟା କରିଛି । ଆଉ ଖସିଯିବାରେ ସଫଳ ମଧ୍ୟ ହୋଇଛି । ପରେ ପରେ ଅଭିଯୁକ୍ତକୁ ପୋଲିସ ଧରିବା ସହ ଖୁବ୍‌ ଉତ୍ତମ ମଧ୍ୟମ ବି ଦେଇଛି ।

Aditya-L1
ସୂର୍ଯ୍ୟ ମିଶନକୁ ନେଇ ଇସ୍ରୋର ବଡ଼ ଘୋଷଣା; ଶନିବାର ଏହି ସମୟରେ ଲଞ୍ଚ ହେବ 'ଆଦିତ୍ୟ- L1'

ଅଗଷ୍ଟ ୨୬ ତାରିଖ ଦିନ ସେପ୍ଟେମ୍ବର ୨ରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଲଞ୍ଚ୍‌ ହେବାନେଇ ଘୋଷଣା କରାଯାଇଥିଲା । ହେଲେ ସମୟ ଧାର୍ଯ୍ୟ କରିନଥିଲା ଇସ୍ରୋ ।

Odisha Vigilance
ମହଙ୍ଗା ପଡ଼ିଲା ସରକାରୀ ନିର୍ମାଣରେ ଦୁର୍ନୀତି; ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର

ହଷ୍ଟେଲ୍ ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଭିଜିଲାନ୍ସକୁ ସୂଚନା ମିଳିଥିଲା । ନିମ୍ନମାନର କାଠ, ଅଣ ଓସାରିଆ ଛାତ ସହ ବିଦ୍ୟୁତ୍ ଓ ସାନିଟାରୀ ଫିଟିଂରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ପାଇଥିଲା ଭିଜିଲାନ୍ସ ।

javelin star Kishore Jena
ଜାଭଲିନ୍ ଖେଳାଳି କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା ହୋଇଛି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଚମତ୍କାରିତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।

2 students die
ପରୀକ୍ଷା ଦେବାର କିଛି ମିନିଟ୍‌ ପରେ କୋଚିଂ ସେଣ୍ଟର ଛାତରୁ ଡେଇଁ ପଡ଼ିଲେ ଦୁଇ ଛାତ୍ର

ଉଭୟ ମୃତ ଦୁଇ ଛାତ୍ରଙ୍କ ବୟସ ୧୮ ବର୍ଷ । ମୃତଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାଁ ଅଭିଷ୍କର କାସଲେ ହୋଇଥିବାବେଳେ ଅନ୍ୟ ଜଣଙ୍କ ନାଁ ଆଦର୍ଶ ରାଜ୍‌ ବୋଲି ଜଣାପଡ଼ିଛି ।

Rozgar Mela Today
୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ; ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସରେ ନିଯୁକ୍ତି

କନଷ୍ଟେବଳ, ସବ୍-ଇନସପେକ୍ଟର ଭଳି ପଦବୀ ପୂରଣ ହେବ । ରୋଜଗାର ମେଳାର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମିଟିଂ ମାଧ୍ୟମରେ ଉଦବୋଧନ ଦେବା ସହ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି ।

harassing parents
ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ବାପା-ମା’ଙ୍କ ଯତ୍ନ ନନେଲେ ଆଉ ମିଳିବନି ସମ୍ପତ୍ତି

ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।

Aparajita Sarangi
ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍; ପ୍ରମାଣ ସହ ଟ୍ୱିଟ୍‌ କରି ପଚାରିଲେ ପ୍ରଶ୍ନ

ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି ।

hanging Body
ଦୁଷ୍କର୍ମ ମାମଲାରେ ଭୋଗୁଥିଲା ସଜା; ପାଇଖାନାରୁ ମିଳିଲା ମୃତଦେହ

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ନାବାଳକକୁ ଉଦ୍ଧାର କରାଯାଇଥିବାବେଳେ ତାକୁ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Jogibhogra railway bridge
ଡ୍ୟୁଟିକୁ ନେଇ ସହଯୋଗୀକୁ ହତ୍ୟା; ପରେ ଥାନାରେ ଆତ୍ମସମର୍ପଣ କଲା ସିକ୍ୟୁରିଟି ଗାର୍ଡ

ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀ ଭୋଗୋରା ରେଲୱେ ବ୍ରିଜ ଠାରେ ରାଉତ ବାହାଲ ଗାଁର ରଞ୍ଜନ ପ୍ରଧାନଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଛି । ପରେ ଖୁଣ୍ଟିଆପଡ଼ାର ପ୍ରକାଶ ବେହେରା ବସ୍‌ରେ ଯାଇ ପୁରୁଣା କଟକ ଥାନାରେ ଆତ୍ମସମର୍ପଣ କରିଛି ।

 Ekalabya Puraskar
ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର

ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉପବିଜେତା ଭାବେ ବିବେଚିତ ହୋଇଛନ୍ତି । ବାପି ଓ ଜ୍ୟୋସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ମିଳିବ ।

 ISRO releases graph of temperature variation on lunar surfac
ଜହ୍ନର ଦକ୍ଷିଣ ମେରୁ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ

ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।

Special dengue centre opens up at Capital Hospital
ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ; ସ୍ଥିତି ବିଗିଡ଼ିବା ପରେ ଭାଙ୍ଗିଲା ସରକାରଙ୍କ ନିଦ

ଆଜିଠୁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟରରେ ଆରମ୍ଭ ହୋଇଛି ଡେଙ୍ଗୁ ନମୁନା ପରୀକ୍ଷା । ଏହାସହ ଟେଷ୍ଟିଂ ସମୟକୁ ବି ବଢ଼ାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରୋଗୀଙ୍କ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ସକାଳ ୮ଟାରୁ ଅପରାହଣ ୫ଟା ଯାଏଁ...

5 Arrested for looting Rs 2 cror
ରାଜଧାନୀରେ ଫିଲ୍ମ ଷ୍ଟାଇଲ୍‌ରେ ଚୋରି; ନକଲି CBI ଅଧିକାରୀ କହି ଲୁଟିନେଲେ ୨ କୋଟି

ବିଡ଼ା ବିଡ଼ା ହୋଇ ଥୁଆହେଇଛି ପାଞ୍ଚଶହ ଟଙ୍କିଆ ନୋଟ୍ । ଜବତ ହୋଇଛି ବନ୍ଧୁକ ଓ ସୁନା ଅଳଙ୍କାର । ରାଜଧାନୀରେ ନିଜକୁ ସିବିଆଇ ଅଧିକାରୀ କହି କଳାକନା ବୁଲାଇଥିବା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।