ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ଜଗତସିଂହପୁରର ସୁବାସ ସାର୍ । ନୂଆଦିଲ୍ଲୀରେ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନୀତ କରିବେ ଦେଶର ମହାମହିମ ରାଷ୍ଟ୍ରପତି ।
ଜାତୀୟ ଶିଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକର ଆଦର୍ଶ ଶିକ୍ଷକ ଶଶୀଶେଖର କରଶର୍ମା । ବନ୍ତ ବ୍ଳକ୍ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶଶୀଶେଖର ।
ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।
ବୈଜ୍ଞାନିକ ଏନ୍. ଭାଲରମଥିଙ୍କ ହୃଦଘାତରେ ପରଲୋକ ହୋଇଛି । ସେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ବୈଜ୍ଞାନିକ ଭାବେ ଇସ୍ରୋରେ ଏନ୍. ଭାଲରମଥି କାର୍ଯ୍ୟରତ ଥିଲେ ।
ଗତକାଲି ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର ଦିଗପହଣ୍ଡିକୁ ନିଆଯିବା ପୂର୍ବରୁ ଶଙ୍ଖ ଭବନ ଓ ବିଧାନସଭା ପରିସରକୁ ନିଆଯିବାକୁ ସ୍ଥିର ହୋଇଥିଲା । କିନ୍ତୁ ମରଶରୀରକୁ ଶଙ୍ଖ ଭବନ ନିଆନଯାଇ ଏହା ପାର୍ଶ୍ୱରେ ଥିବା ଏକ ସରକାରୀ କ୍ୱାର୍ଟର ପରିସରରେ ଅଟକିଥିଲା ଆମ୍ବୁଲାନ୍ସ ।
୩୨୩ ବର୍ଗଫୁଟ ପାଇଁ ଦେୟ ପଡ଼ିବନି, ଅଧିକ ହେଲେ ପ୍ରିମିୟମ ଦେବାକୁ ପଡ଼ିବ । କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ ବୋଲି କହିଛନ୍ତି BMC କମିଶନର ।
ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଦୀର୍ଘ ୨୧ବର୍ଷ ହେଲା କୌଣସି ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିନାହାନ୍ତି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ସୋମବାର ଅର୍ଥାତ୍ ଆଜି ବୃଷ୍ଟିପାତ ହେବାର ୮୯ ପ୍ରତିଶତ ସଂଭାବନା ରହିଛି । ଆଜି ସକାଳେ ପ୍ରାୟ ୬୦% ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନକାଚର କାଳୀ ସିନ୍ଧ ନଦୀ କୂଳରେ ଚିତାବାଘଟି କୌଣସି କାରଣରୁ ନିସ୍ତେଜ ହୋଇ ପଡ଼ିରହିଥିଲା । ସତେ ଯେମିତି ତା’ ଶରୀରରେ କୌଣସି ଶକ୍ତି ନଥିଲା କି ଠିକ୍ରେ ମଧ୍ୟ ଚାଲିପାରୁନଥିଲା ।
ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏହି ଅବସରରେ ସାମିଲ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ତଲସରା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଅଛନ୍ତି ପ୍ରବୋଧ ।
ସଜେଇ ହେଉଛି କ୍ୟାପିଟାଲ୍ ସିଟି ଦିଲ୍ଲୀ । ଯେଉଁଠି ଦେଖିବେ ସବୁଠି G-20ର କ୍ରେଜ୍ । ସମସ୍ତେ ସହରକୁ ଚକାଚକ୍ କରିବାରେ ବ୍ୟସ୍ତ । କେଉଁଠି ରାସ୍ତାକଡେ କଡେ ଫୁଲଗଛ ସୋ’ ଗଛ ଲଗା ଯାଉଛି ତ ଆଉ କେଉଁଠି କାନ୍ଥ ବାଡରେ ଚିତ୍ର ବିଚିତ୍ର କରାଯାଇଛି ।
ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି ।
ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅସରାଏ ବର୍ଷା ଖୋଲିଦେଲା 5-T ସ୍କୁଲର ଚିତ୍ର । ସ୍କୁଲ ଘରେ ଲହରୀ ମାରିଲା ବର୍ଷା ପାଣି...ମାତ୍ର ୩ ମାସରେ ସ୍କୁଲ ଅବସ୍ଥା ପୂରା ବେହାଲ
କୋର୍ଟ ଅର୍ଡର କାଟି ଏମାନେ କଣ ସମାଧି ରଖିଦେବେ ? ମୁଁ କହିଦେଲି ମୁଁ କହିଦେଲି...ମନ୍ତ୍ରୀ କଣ କହିପାରିଲେ ନାହିଁ ? ପୂର୍ବରୁ ତ ମନ୍ଦିରକୁ ଏତେ ଟଙ୍କା ଦେଉନଥିଲ ? ଏବେ କାହିଁକି ଦେଉଛ ? ଶୁଣନ୍ତୁ ଖୋଲା କଥାରେ କଣ କହୁଛନ୍ତି ଗେପାଳପୁର ବିଧାୟକ ପ୍ରଦୀପ...
ବାପା ନାହାନ୍ତି କି ମାଆ ନାହାନ୍ତି...କାନ୍ଥରେ ଲାଗିଥିବା ଫଟୋକୁ ଧରି ଭୋ ଭୋ କାନ୍ଦୁଛନ୍ତି ୨ ଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା
ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା
ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା...
ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ