• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

DJ Music
ପାର୍ବଣ ବେଳେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ୍; ୧୫ରୁ ଅଧିକ ଅସୁସ୍ଥ

ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।

Accident
ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ସୌଦାଗର; ପ୍ରତିଦିନ ଗଡୁଛି ମୁଣ୍ଡ

ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ...

Video: Girl, 4, Comes In Contact With Live Wire, Rescued By Elderly Man
ରାସ୍ତାରେ ଛିଡ଼ିପଡ଼ିଥିଲା ବିଦ୍ୟୁତ୍‌ ତାର; ସଂସ୍ପର୍ଶରେ ଆସିଗଲା ୪ ବର୍ଷର ଝିଅ, ଆଉ ତା’ପରେ

ଏହା ଦେଖିବା ପରେ ସେଠାରେ କିଛି ଲୋକ ପିଲାଟିକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଘଟଣାସ୍ଥଳରେ ଏକ ଅଟୋରିକ୍ସା ମଧ୍ୟ ଅଟକି ରହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ପରେ ପରେ କିଛି ବ୍ୟକ୍ତି ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।

Accident
ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ସୌଦାଗର; ପ୍ରତିଦିନ ଗଡୁଛି ମୁଣ୍ଡ

ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ...

Baripada baruni ghata
ଲକ୍ଷ୍ମୀଙ୍କ ସାହସ ଓ ସେବାକୁ ସଲାମ୍; ମହିଳା ହୋଇ ବି ମଶାଣିକୁ ନାହିଁ ଭୟ

ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ...

Odisha Assembly
ବାଚସ୍ପତି ଡାଲି ଭଲପାଆନ୍ତି, ଆମେ ଡାଲି ଉପହାର ଦେଲୁ; ମୁକେଶ ମହାଲିଙ୍ଗ

ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ହେଲେ ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ ବୋଲି ମୁକେଶ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

housing loan interest subsidy scheme
ଦୀପାବଳି ପୂର୍ବରୁ ମିଳିପାରେ ବଡ଼ ଉପହାର; ଗୃହଋଣ ନେଲେ ମିଳିବ ଭଲ ସବ୍‌ସିଡି !

କିଛି ମାସ ମଧ୍ୟରେ ଗୃହ ଋଣ ସୁଧ ଯୋଜନା (Housing loan interest subsidy scheme)କୁ କାର୍ଯ୍ୟକାରୀ କରାଯିବ । ସରକାରଙ୍କ ଦ୍ୱାରା ଆସିବାକୁ ଥିବା ଏହି ଯୋଜନା ଆସନ୍ତା ୫ ବର୍ଷ ପାଇଁ ଲାଗୁ କରାଯାଇପାରେ ।

Yojanara Na Hariloot
ପ୍ରଭାବଶାଳୀଙ୍କ କବଜାରେ ଗୋଚର ଜମି

ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଞ୍ଚଳରେ ପ୍ରଭାବଶାଳୀଙ୍କ କବଜାରେ ଗୋଚର ଜମି । ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି ।

Apana Eka Nuhanti
ପାଲଟଣା ଘରେ ବିତୁଛି ଜୀବନ

ଅଭାବ ଯୋଗୁଁ ଘରକୁ ଛପର କରିପାରୁନାହାନ୍ତି । ଗୋଟିଏ ଘରେ ଖିଆପିଆ , ପୁଅର ପାଠପଢ଼ା, ଠାକୁର ପୂଜା । ଆଜି ପର୍ଯ୍ୟନ୍ତ ବି ପାଖରେ ପହଞ୍ଚିପାରିନି ଆବାସ ଯୋଜନା ।

Tarang Titli
‘ତିତଲି’ ସୁଟିଂ ସେଟରେ ସେଲିବ୍ରେସନ

‘ତିତଲି’ ସୁଟିଂ ସେଟରେ ସେଲିବ୍ରେସନ । ସେଲିବ୍ରେସନକୁ ନେଇ କ’ଣ କହିଲେ ନାୟିକା ‘ତିତଲି’।

Parineeti Chopra, Raghav Chadha wedding:
ଦୁଇ ଲକ୍ଷ ରୋଜଗାର, ମଣ୍ଡପ ଖର୍ଚ୍ଚ ୧୦ଲକ୍ଷ !

ଗୋଟିଏ ପରେ ଗୋଟିଏ ଫଟୋ ଅପଲୋଡ କରୁଛନ୍ତି ରାଘବ-ପରିଣିତି । ଏହାରି ଭିତରେ ୱେଡିଂ ଭେନ୍ୟୁକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ରାଘବ । ସାଂସଦ ରାଘବଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ ।

Road Problem
ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା !

ରାସ୍ତା ସାରା ଖାଲଖମାରେ ଭର୍ତ୍ତି । କେଉଁଠି ବଡ଼ ବଡ଼ ଖାଲ ତ କେଉଁଠି ପିଚୁ ଉଠିଯାଇଛି । ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି । ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ରହିଛି ପାଦେ ପାଦେ ବିପଦ । ଦୁର୍ଗମ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ଏହି ରାସ୍ତା...

Gopalpur MLA Pradeep Panigrahi
ଅନୁଭବ ବଖାଣିଲେ ପ୍ରଦୀପ ପାଣିଗ୍ରାହୀ

ଅନୁଭବ ବଖାଣିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

Pakistani cricketers
ମିଳିନି ଦରମା, ବୋର୍ଡକୁ ଧମକ ଦେଲେ ପାକିସ୍ତାନ ଖେଳାଳି

ଗତ ୪ମାସ ହେଲାଣି ପାକିସ୍ତାନ କ୍ରିକେଟରଙ୍କୁ ମିଳିନି ଦରମା । ଯାହାକୁ ନେଇ ବିଦ୍ରୋହ ମୁଡରେ ଅଛନ୍ତି ପାକ୍ କ୍ରିକେଟର । ଏଭଳି ସ୍ଥିତିରେ ପାକିସ୍ତାନ କିଭଳି ବିଶ୍ୱକପ ଖେଳିବ, ତାହା ଏବେ ଆଶଙ୍କା ଘେରରେ ।

Mumbai police
୫ ମାସର ଶିଶୁକୁ ଧରି ଛିଡ଼ା ହୋଇଥିଲେ ବାପା, ପୋଲିସ ବଢ଼ାଇଲା ସାହାୟତାର ହାତ

ଭିଡିଓଟି ମୁମ୍ବାଇ । ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିବା ସମୟରେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ।

bollywood star govinda
ଝାରସୁଗୁଡ଼ାରେ ଗୋବିନ୍ଦା; ପୁରୁଣା ଗୀତରେ ଝୁମିଲେ ଦର୍ଶକ

ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା ।

Odisha Chief Minister
ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ; ବିରୋଧୀ କଲେ ହଟ୍ଟଗୋଳ

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ସିଏମ୍‌ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁ ପ୍ରାୟ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା ।

Parineeti Chopra & Raghav Chadha Wedding Pics
ପତିପତ୍ନୀ ପାଲଟିଲେ ରାଗ୍-ନୀତି ଯୋଡ଼ି; ଲୀଲା ପ୍ୟାଲେସରେ ପଡ଼ିଲା ହାତଗଣ୍ଠି

ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଟେନିସ୍ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରବଜନ ସିଂ, ଆପ୍ ନେତା ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକରେ, ଡିଜାଇନର୍ ମନୀଷ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି । ମେ ୧୩...

Odisha Assembly adjourned
ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା; ୧୧ଟା ୩୦ ଯାଏଁ ଗୃହ ମୁଲତବି

ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ ।

Road Problem
ରାଜ୍ୟରେ ଏବେ ବି ଅଛି ଏମିତି ଗାଁ; ଯିବାକୁ ଡରିବ ଯମ

ଲୋକେ ଆମ୍ବୁଲାନସକୁ ଡାକିଥିଲେ । କିନ୍ତୁ ରାସ୍ତା ନାହିଁ, ଆମ୍ବୁଲାନସ ଆସିବ କେମିତି । ମଝିରେ ରହିଛି ଭରା ନଈ । ଖଟିଆ ଆମ୍ବୁଲାନ୍ସ ହିଁ ଭରସା । ଗାଁ ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଭାର କରି ସେଇ ମହିଳାଙ୍କୁ ଘରୁ ଆଣିଥିଲେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।