• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Country Liquor
ଅପମିଶ୍ରିତ ମଦ!! ପିଇବା ପରେ ୧୫ ଅସୁସ୍ଥ, କାରଣ ଖୋଜୁଛି ପୋଲିସ୍

ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ । ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Kolkata Doctor Case
କୋଲକାତା ଡାକ୍ତର ମର୍ଡର କେସ୍; ଖପ୍ପା ହେଲେ ସର୍ବୋଚ୍ଚ ଅଦାଲତ, କହିଲେ ...

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି ।

Odisha Crime
ରାକ୍ଷୀରେ ହତ୍ୟା କରିଥିଲେ ଭଉଣୀକୁ, ଆଜି ଚାଲିଗଲା ନିଜ ଜୀବନ

ଗତକାଲି ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ରାକ୍ଷୀରେ ଭଉଣୀକୁ ମାରିଥିଲା ଭାଇ । ଛୁରୀରେ ବେକ କାଟିଲା, ପରେ ଫେରାର ହେବାକୁ ଚେଷ୍ଟା କରିଥିଲା । ତେବେ ବିଧିର ବିଧାନ ଥିଲା ବିଚିତ୍ର ।

Earth Quake
ଦୁଇ ଦୁଇଟି ଝଟ୍‌କାରେ ଥରିଲା ଜାମ୍ମୁ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ...

ଆଜି ସକାଳେ ଜାମ୍ମୁ-କାଶ୍ନୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସକାଳେ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ରିକ୍ଟର ସ୍କେଲ୍‌ରେ ୪.୯ ଏବଂ ୪.୮ ତୀବ୍ରତାର ଦୁଇଟି ଲଗାତାର ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

Onion Rate
ପ୍ରଥମେ ଆଳୁ, ଏବେ ପିଆଜ; ଦର ଦେଖି ଚିନ୍ତାରେ ଖାଉଟି, ଦୁଇ ଦିନରେ ବଢ଼ିଲାଣି ୧୦ ଟଙ୍କା

ଆଳୁ ପରେ ଏବେ ଉପରମୁହାଁ ହେଲାଣି ପିଆଜ । ଦିନେ ଦୁଇ ଦିନ ଭିତରେ ପିଆଜ ଦର କିଲୋ ପ୍ରତି ବଢ଼ିଲାଣି ୧୦ ଟଙ୍କା ।

Mpox
ଡରାଇଲାଣି ମଙ୍କିପକ୍ସ.. ସବୁ ବିମାନ ବନ୍ଦରକୁ ଆଲର୍ଟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି

ଘାତକ ସାଜିଥିବା ମଙ୍କିପକ୍ସ ପାଇଁ ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ମଙ୍କିପକ୍ସ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ଦେଶର ସମସ୍ତ ବିମାନ ବନ୍ଦରକୁ ସତର୍କ କରାଯାଇଛି ।

Polygraph Test
ଆଜି ହୋଇପାରେ ପଲିଗ୍ରାଫ୍ ଟେଷ୍ଟ!! ସିବିଆଇକୁ ଅନୁମତି ଦେଇଛନ୍ତି କୋଲକତା ହାଇକୋର୍ଟ

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ ।

Odisha Assembly
ଆଜିଠାରୁ ବିଧାନସଭାର ଦ୍ୱିତୀୟ ଅଧିବେଶନ, ସରକାର-ବିରୋଧୀଙ୍କୁ ନେଇ କମ୍ପିବ ଗୃହ

ପୋଲାଭରମ, ଭତ୍ତା, ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ । ଏହାସହ କେନ୍ଦ୍ରୀୟ ଅନୁଦାନ ଦେବାରେ ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ ।

Odisha Politics
ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ, ସେପ୍ଟେମ୍ବର ୧ରୁ ନୂଆ ମେମ୍ବରସିପ୍ ଡ୍ରାଇଭ

ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ ।

Bangladesh Sim Box
ନିଦ ହଜାଇଛି ବାଂଲାଦେଶୀ ମାଷ୍ଟରମାଇଣ୍ଡ, ସିଜ୍ ପାଇଁ ଝାଡ଼ଖଣ୍ଡ ମୁହାଁ କମିଶନରେଟ୍ ପୋଲିସ୍

ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ... ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଗତ ୩ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଆଜି ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଲିଙ୍କ୍ ।

Kolkata Murder Case
ସାମ୍ନାକୁ ଆସିବ ସତ! ! ଅଭିଯୁକ୍ତର ହେବ ପଲିଗ୍ରାଫ୍ ଟେଷ୍ଟ, ହାଇକୋର୍ଟ ଦେଲେ ଅନୁମତି

ଆଜି ତୃତୀୟ ଦିନରେ RG କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ।

Rakhi Purnima
ଆସିୟାନାରେ ଆଶା; ମମତାର ବାରିରେ ଭିଜିଲେ ବେସାହାରା, ମାଧ୍ୟମ ପାଲଟିଲା ଖଣ୍ତିଏ ସୂତା

ଏ ଦୁନିଆ ପାଇଁ ସେମାନେ ଅନାଥ, ଏ ଦୁନିଆ ପାଇଁ ସେମାନେ ବେସାହାରା । ରାକ୍ଷୀ ଆସିଲେ ଆସେ ଆଖିରେ ଲୁହ । ଅନାଥଙ୍କ ମୁକ୍ତାଶ୍ରୟ କେନ୍ଦ୍ର ଏବେ ପାଲଟିଛି ସାହାରା । କାହାର ଭାଇ ନାହିଁ ତ କାହାର ଭଉଣୀ ନାହାଁନ୍ତି ।

Sim Box
ସିମ୍ ବକ୍ସ ମାମଲାରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ !! ବାଂଲାଦେଶ ଯାଇଥିଲା ରାଜୁ

ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

Vinesh Phogat
ହାରି ମଧ୍ୟ ଜିତିଗଲେ ଭିନେଶ, ସୁନା ଦେଇ ପଦକ ତିଆରି କରିବେ ଗାଁ ଲୋକେ

ଦିଲ୍ଲୀରୁ ବାଲାଲି ଅଭିମୁଖେ ଯାଉଥିବା ବେଳେ ଭିନେଶଙ୍କୁ ତାଙ୍କ ସମର୍ଥକ ଅଦ୍ଭୁତପୂର୍ବ ଭାବେ ସମର୍ଥନ କରିଥିଲେ । ମାତ୍ର ୧୩୫ କିଲୋମିଟର ଦୀର୍ଘ ଯାତ୍ରା ତାଙ୍କୁ ଅହେତୁକ ଭିଡ଼ ପାଇଁ ପ୍ରାୟ ୧୩ ଘଣ୍ଟା ସମୟ ନେଇଥିଲା ।

Kolkata Rape Murder Case
ହୋସ୍ ଉଡ଼ାଇ ଦେଲା ଅଟୋପ୍‌ସି ରିପୋର୍ଟ! ! ମିଳିଲା ଛାତିଥରା ତଥ୍ୟ, ଶରୀରରେ ୧୪ଟି ଗଭୀର କ୍ଷତ

ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟା । ଫଳରେ ଶରୀରର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି ।

Rakhi Purnima
ରାକ୍ଷୀ ସମୟକୁ ନେଇ ଦ୍ୱନ୍ଦ୍ୱ, କେତେବେଳେ ରାକ୍ଷୀ ପିନ୍ଧାଇବେ? ଆବଶ୍ୟକ କି ଉପଯୁକ୍ତ ସମୟ ?

ଆଜି ଦିନ ବେଳା ରାକ୍ଷୀ ନପିନ୍ଧାଇବାକୁ କିଛି ମତ ଆସିବା ପରେ ଦ୍ୱନ୍ଦ୍ୱ ଦେଖା ଯାଇଥିଲା । ହେଲେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି । ଆଜି ଯେଉଁ ସମୟରେ ବି ରାକ୍ଷୀ ପିନ୍ଧା ଯାଇପାରିବ ବୋଲି ମତ ରଖିଛନ୍ତି ଅନ୍ୟ କିଛି...

Dengue
ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ୍, ରାଜ୍ୟ ଦେଖିଲାଣି ୨ ହଜାର କେସ୍

ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି ।

Sim Box
ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣା, ରିମାଣ୍ଡରେ ଆସିଲା ଅଭିଯୁକ୍ତ ରାଜୁ

ରାଜଧାନୀ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ ।

Cancer-Ridden Woman
ସୁନା ଭଳି ଗରିବ କୁଡ଼ିଆର ଥିଲେ ଆଶାର ଆଲୋକ, ଏବେ ସହାୟତା ଅପେକ୍ଷାରେ କନକଲତା

ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି ।

Virat Kohli
ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରନ୍‌ମେସିନ୍‌ଙ୍କର ବେମିସାଲ୍ ୧୬ ବର୍ଷ, ପଛରେ ପଡ଼ିଲେ ଅନେକ ଦିଗଜ୍ଜ

ଆଜିକୁ ଠିକ୍‌ ୧୬ ବର୍ଷ ତଳେ, ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ସେତେବେଳର ସେ ଖେଳାଳି ଆଜି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ସାରିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।