• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Odisha Politics
ବଦଳିଛି ପ୍ରଚାର ଫଣ୍ଡା, ନିର୍ବାଚନୀ ମୈଦାନରେ ଦଳୀୟ ବାର୍ତ୍ତାକୁ ନେଇ ରିଲ୍ସ

ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା ।

Odisha Politics
ବିଜେପି ଦଖଲକୁ ଯିବ କି ଓଡ଼ିଶା, ତ୍ରିପୁରା ମଡେଲରେ ଗଢ଼ା ହେବ ସରକାର!

ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ । ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ...

UPSC Result
ସରକାରୀ ଶିକ୍ଷାନୁଷ୍ଠାନରେ କାହିଁକି ନାହିଁ ସଫଳତା ? ରାଉରକେଲା NITରୁ ୫ ଛାତ୍ରଛାତ୍ରୀ IAS

ଏଥର ସିଭିଲ ସର୍ଭିସ ପରୀକ୍ଷାରେ ସମସ୍ତଙ୍କୁ ଚମକାଇ ଦେଇଛି ରାଉରକେଲା ନିଟ୍ । ପ୍ରଥମଥର ପାଇଁ ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ।

Odisha Election
AICC ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି, ଟିକେଟ ଦେଇ ପୁଣି କାଟୁଛି ଦଳ: ମୋହନ ହେମ୍ବ୍ରମ୍

କେନ୍ଦୁଝର ଲୋକସଭା ଆସନ ପାଇଁ ଟିକେଟ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ ଓ ପତ୍ନୀ ଝୁନା ପଟ୍ଟନାୟକ । କଂଗ୍ରେସ ଉପରେ ବର୍ଷିବା ସହ ଦଳର ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି ।

Uttarakhand Jungle Fire
କେଉଁଠାରେ ପାଉଁଶ, କେଉଁଠାରେ ନିଆଁ; ଉତ୍ତରାଖଣ୍ତ ଜଳୁଛି, ଜଙ୍ଗଲ ନିଆଁରେ ଜଳୁଛି

ଉତ୍ତରାଖଣ୍ଡରେ ଭୟଙ୍କର ହେଲାଣି ଜଙ୍ଗଲ ନିଆଁ । ଏତେ ମାତ୍ରାରେ ନିଆଁ ଲାଗିଛି ଯେ ଏହାର ପ୍ରକୋପ ନୈନିତାଲ ହାଇକୋର୍ଟ କୋଲନୀ ପର୍ଯ୍ୟନ୍ତ ବ୍ୟାପିଲାଣି । ନିଆଁ ଲିଭାଇବା ପାଇଁ ହେଲିକପ୍ଟର ସହାୟତା ନିଆଯାଉଛି ।

Employee Resign
ଅଫିସ୍ ଛାଡ଼ିଲେ, ଶେଷ ଦିନରେ ବାଜା ବଜାଇ ବିଦାୟ ନେଲେ...

ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସ୍‌ଙ୍କ ସାମ୍‌ନାରେ ଢ଼ୋଲ ବଜେଇ କମ୍ପାନୀରୁ ନେଲେ ବିଦାୟ । ସାଧାରଣତଃ ଚାକିରି ଛାଡ଼ିବେଳେ କଷ୍ଟ ଲାଗିଥାଏ । କେହି କେହି କ୍ୟାରିଅରରେ ଆଗକୁ ବଢ଼ିବାକୁ ଚାକିରି ଛାଡ଼ି ଥାଆନ୍ତି, ଆଉ କେହି କେହି ପରିସ୍ଥିତିରେ ପଡ଼ି ।

Nomination
ସାଙ୍ଘାତିକ ! ବିଜେଡି ବିଧାୟକଙ୍କ ନାମାଙ୍କନରେ ତ୍ରୁଟି ଥିବା ଅଭିଯୋଗ ଆଣିଲା କଂଗ୍ରେସ

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଅଭିଯୋଗ । ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

JEE Exam
'ମୁଁ ବାପାଙ୍କ ସ୍ୱପ୍ନ ପୂରଣ କରିବି...ସେ ମାଆଙ୍କ ସ୍ୱପ୍ନ ପୂରଣ କରିବ...'

ଗୋଟିଏ ଘରୁ ଦୁଇ ଦୁଇ ଜଣଙ୍କର JEE କ୍ଲିୟର୍ । ଏପରି ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମରେ । ଦୁଇଜଣ ଯାଆଁଳା ଭାଇ ନିକଟରେ ଅନୁଷ୍ଠିତ JEE କ୍ଲିୟର୍ କରିଛନ୍ତି । ଫଳରେ ଏହା ପରିବାର ପାଇଁ ଦୁଇଗୁଣ ଆନନ୍ଦ ଆଣି ଦେଇଛି ।

Odisha Politics
୩୦ ତାରିଖ ଭିତରେ ଟିକେଟ୍ ଦିଅ, ନହେଲେ...

ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ବିଧାୟକ ସମୀର ଦାଶ ।

Heat Wave
ପ୍ରଥମ ଥର ରାଜଧାନୀରେ ଟପିଲା ୪୪ ଡିଗ୍ରୀ, ନିଆଁରେ ଜଳୁଛନ୍ତି ଟ୍ୱିନସିଟିବାସୀ

ଭୟଙ୍କର ଗ୍ରୀଷ୍ମ ପ୍ରବାହ ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ଆଲର୍ଟ ଜାରି । ଖରାର ପ୍ରକୋପ ବଢ଼ିବା ନେଇ ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍‌ ଆଲର୍ଟ ଜାରି ହୋଇଛି ।

Odisha Election
ପୁଅ ପାଇଁ ଯୁଦ୍ଧ କ୍ଷେତ୍ରରେ ସେନାପତି ସାଜିଛନ୍ତି ବାପା, ଜିତାଇବାକୁ ଲଗେଇଛନ୍ତି ସବୁ ଶକ୍ତି

କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା । ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ ।

Puri Srimandir
କିଏ ବୁଝିବ ଭକ୍ତଙ୍କ କଷ୍ଟ, ଜଗାକୁ ଦେଖିବାକୁ ଯାଇ ସିଝୁଛି ପାଦ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ ।

Election
କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେଉଁଠୁ କେଉଁମାନେ ରହିଛନ୍ତି ହେଭିୱେଟ୍ ପ୍ରାର୍ଥୀ

ରାତି ପାହିଲେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନରେ ପଡିବ ଭୋଟ୍ । କେରଳର ସମସ୍ତ ୨୦ଟି ଯାକ ସିଟରେ କାଲି ଭୋଟ୍ ହେବ ।

Narendra Modi
ଯିଏ ଯେତେ ଗାଳି ଦିଅନ୍ତୁ ସବୁ ସହିବି, ଭାରତ ମାଆର ସେବା କରିବି: ପ୍ରଧାନମନ୍ତ୍ରୀ

ଆଜି ମଧ୍ୟପ୍ରଦେଶର ମୋରେନାରେ ବିଜୟ ସଙ୍କଳ୍ପ ରାଲିରେ ସମ୍ବୋଧିତ କରି କଂଗ୍ରେସ "ଶେହଜାଦା" ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ପାଇଁ ରାହୁଲଙ୍କ ଦ୍ୱାରା ପ୍ରୟୋଗ ହୋଇଥିବା ଅପମାନଜନକ ଶବ୍ଦକୁ ନେଇ ବିବ୍ରତ ନହେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

Amit Shah
ଝାରସୁଗୁଡ଼ାରେ ଶାହ, ଅଳ୍ପ ସମୟରେ ସୋନପୁରରେ କର୍ମୀଙ୍କ ମନରେ ଭରିବେ ଜୋଶ୍...

ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ ।

Heat Wave
ଆଗକୁ ଆହୁରି ଜଳିବ ଓଡ଼ିଶା, ମଇ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭ ଯାଏଁ ଜାରିରହିବ ତାତି !

ଦୁଇ ତିନି ଦିନର ସାମାନ୍ୟ ଆଶ୍ୱସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ଲହରି । ଆଜିଠୁ ତାତି ବଢ଼ିବ । କାଲିଠୁ ଆହୁରି ଉପରମୁହାଁ ହେବ ପାରଦ । ଆଜି ଦିନ ୨ଟା ସୁଦ୍ଧା ୪୩ ଡିଗ୍ରୀ ଡେଇଁଛି ତାତି ।

Rishabh Pant
ଚୌକା-ଛକା ମାଡ଼ରେ ଫାଟିଲା କ୍ୟାମେରା ମ୍ୟାନଙ୍କ ମୁଣ୍ତ, କ୍ଷମା ମାଗିଲେ ଋଷଭ ପନ୍ତ

ଗତକାଲି ଖେଳା ଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଡିସି ଅଧିନାୟକ ଋଷଭ ପନ୍ତ ବଢ଼ିଆ ପ୍ରଦର୍ଶନ କରିଥିଲେ ।

Puri Srimandir
ଭକ୍ତ ମନ ସିନା ବୁଝୁନି, ହେଲେ ପ୍ରଶାସନ କରୁଛି କ'ଣ; ଜଗା ଦର୍ଶନ ପାଇଁ ଜନତା କିଲିବିଲି

ଟାଇଁ ଟାଇଁ ଖରାରେ ଶ୍ରୀଜିଉଙ୍କୁ ଦର୍ଶନ । ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମୁଣ୍ଡ ଉପର ଖରା, ଭୂଇଁ ବି ତତଲା । ଚାଲିବା କଷ୍ଟକର । ତାତି ଓ ଗୁଳୁଗୁଳିରେ ଠିଆହୋଇ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ କଲବଲ...

Laxmipur constituency assembly
ଏଥର ଲକ୍ଷ୍ମୀପୁରରେ କିଏ, କଂଗ୍ରେସ ଗଡ଼ରେ ବାଜି ମାରିବେ କି ବିଜେଡି-ବିଜେପି

କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ପ୍ରମୁଖ ବିଧାନସଭା ଆସନ ଲକ୍ଷ୍ମୀପୁର । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୩୮ । ଏହି ଆସନଟି ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ।

Dayana Tulasi
ଭକ୍ତ ହେବତ ଏମିତି

ମହାପ୍ରଭୁଙ୍କ ଅତି ପ୍ରିୟ ଦୟଣା ଏବେ ଓଡ଼ିଶାରେ ଉତ୍ପାଦନ କମ୍ ହେଉଥିବାରୁ ମହାପ୍ରଭୁଙ୍କ ପାଖରେ ଅଭାବ ଦେଖା ଦେଇଛି । ଯାହାକୁ ନେଇ ବାଙ୍ଗାଲୋରରେ ରହୁଥିବା ଚୌଦ୍ଵାର ଅଞ୍ଚଳର ଜଣେ ଯୁବକ ଦେବଦତ୍ତ ସାହୁ ତାମିଲନାଡ଼ୁରୁ ଆରିଛନ୍ତି ଦୟଣା ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।