• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Kidnap bride
ପ୍ରେମରୁ ଆରମ୍ଭ, ଲଙ୍କାଗୁଣ୍ଡରେ ଶେଷ

ବର ଦାଣ୍ଡରେ ଉଡିଲା ଲଙ୍କା ଗୁଣ୍ଡ । ଛଟପଟ ହେଲେ ପୂରା ବର ପରିବାର । ଖାଲି ବର ପରିବାର ନୁହେଁ ବନ୍ଧୁ ବାନ୍ଧବ ମଧ୍ୟ ଯନ୍ତ୍ରଣାରେ ହେଲେ ଆଉଟୁପାଉଟୁ । ପରେ ସମୟର ସୁଯୋଗ ଦେଖି କନ୍ୟାକୁ ଅପହରଣ କରିବାକୁ କରାଗଲା ଉଦ୍ୟମ ।

Samyak S Jain
ସଂଘର୍ଷ କାହାଣୀ କହିଲେ ସମ୍ୟକ୍

ଏ ଜୀବନ କାହାଣୀ, ୨୦୨୨ରେ ଆଇଏଏସ୍ ପାଇଥିବା ଦିଲ୍ଲୀର ଯୁବକ ସମ୍ୟକ୍ ଜୈନଙ୍କର । ୨୮ ବର୍ଷୀୟ ସମ୍ୟକ୍ ଏବେ ପୁଡୁଚେରିରେ ଆସିଷ୍ଟାଣ୍ଟ କଲେକ୍ଟର ଅଛନ୍ତି । କିନ୍ତୁ ତାଙ୍କର ଲଢ଼େଇ ସେତେ ସହଜ ନଥିଲା । ଶୁଣନ୍ତୁ ତାଙ୍କଠାରୁ ଆଉକିଛି ସଂଘର୍ଷର କଥା ।

Locals in Laxmipur
ଆସ ହେ ନେତାଏ... ପୋଷ୍ଟର ପଢ଼...

ବିଦ୍ୟୁତ୍ ଖୁଣ୍ଟରେ ଲାଗିଛି ପୁଳାପୁଳା ଅଭିଯୋଗର ହୋର୍ଡିଂ । ଯେବେ ସାଧାରଣ ଜନତା ନିଜ ହକରୁ ବଞ୍ଚିତ ହୁଏ ଏମିତି ଉଠେ ପ୍ରତିବାଦର ସ୍ୱର । ସରକାରଙ୍କ ମାଳମାଳ ଯୋଜନା ଯେବେ ଲୋକଙ୍କ ନିକଟରେ ନ ପହଞ୍ଚେ ସାଧାରଣ ଲୋକମାନେ ମାଗନ୍ତି ଏମିତି ଜବାବ ।

Saffron cultivation
କେଶର ଚାଷ କରି କୋଟିପତି

ବର୍ଷ ଆରମ୍ଭରୁ ଏକାବେଳେ ୮ ଲକ୍ଷ କମେଇଛନ୍ତି ଏହି ମହିଳା । ଆପଣ ଭାବୁଥିବେ ଇଏ ଏମିତି କି ବ୍ୟବସାୟ କରୁଛନ୍ତି ଯେ, ବର୍ଷ ଆରମ୍ଭରୁ ଏକାଥରକେ ୮ ଲକ୍ଷ । କଥାଟା ଜାଣିଲା ଭଳିଆ । କାରଣ ୬୩ ବର୍ଷ ବୟସରେ ଏ ମହିଳା ଜଣକ ଯଦି...

Heat Wave
ଆହୁରି ବଢିବ ତାତି! ଆଗାମୀ ୫ ଦିନ ଯାଏଁ ଜାଳିବ, ୪-୬ ଡିଗ୍ରୀ ବୃଦ୍ଧି ସମ୍ଭାବନା

ଆହୁରି ବଢିବ ତାତି! ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରିରହିବାର ସମ୍ଭାବନା ରହିଛି ।

Panchang
Panchang Today 24th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ପ୍ରତିପଦ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୪୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ

Patanjali
ରାମଦେବଙ୍କ କ୍ଷମା ପ୍ରାର୍ଥନା ପଢ଼ିବା ପାଇଁ ମାଇକ୍ରୋସ୍କୋପ ଆବଶ୍ୟକ: ସୁପ୍ରିମକୋର୍ଟ

ପତଞ୍ଜଳି ଯେତେବେଳେ ବିଜ୍ଞାପନ ଦିଏ, ସେତେବେଳେ ଏହାକୁ ଦେଖିବାକୁ ପଡ଼େନାହିଁ । କିନ୍ତୁ ଏହି କ୍ଷମା ପ୍ରାର୍ଥନା ପାଇଁ ଆମକୁ ମାଇକ୍ରୋସ୍କୋପର ବ୍ୟବହାର କରିବାକୁ ହେବ ବୋଲି ଅଦାଲତ କହିଛନ୍ତି ।

Odisha Politics
ସମୀରଙ୍କୁ କାହିଁକି ଦିଆଗଲାନି ନିମାପଡ଼ା ଟିକେଟ୍, ଖୋଲି କହିଲେ ରଣେନ୍ଦ୍ର

ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି, ସେକଥା ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।...

Politics
ପ୍ରଚାର ବେଳେ ‘ଜୟ ଶ୍ରୀରାମ’ କହି ଚିଲାଉଥିଲେ, ପକେଟରୁ ଗୋଲ୍ ହୋଇଗଲା ୩୬ ହଜାର

ବିଜେପିର ରୋଡ୍ ସୋ ଚାଲିଥିଲା । ଟେଲିଭିଜନର ଲୋକପ୍ରିୟ ରାମାୟଣ ଚରିତ୍ର ଅରୁଣ ଗୋଭିଲ୍ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ୟବସାୟୀ ଦୁଇ ହାତ ଟେକି 'ଜୟ ଶ୍ରୀରାମ' କହୁଥିଲେ । ଆଉ ଠିକ୍ ଏତିକି ବେଳେ ଗୋଲ୍ ହୋଇଗଲା ପୁଳାଏ ଟଙ୍କା ।

Md Moquim
ମୋକିମଙ୍କୁ ଆଶ୍ୱସ୍ତି, ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସର୍ବୋଚ୍ଚ ଅଦାଲତ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ORHDC ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ ।

Simarani Nayak
କହୁ କହୁ କାନ୍ଦି ପକାଇଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, କହିଲେ...

ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ ।

Raseswari Panigrahi
ଅଯୋଗ୍ୟ କହିଥିଲେ, ଟିକେଟ୍ ଦେଲେ; ସ୍ୱାଭିମାନ ପାଇଁ ଦଳ ଛାଡ଼ିଲି: ରାସେଶ୍ୱରୀ

ସମ୍ବଲପୁରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଯାହା ସମ୍ବଲପୁରର ଗରିମା ନଷ୍ଟ କରିଛି । ତେଣୁ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଇଥିବା ଆଜି ପ୍ରେସମିଟ୍ କରି କହିଛନ୍ତି ରାସେଶ୍ୱରୀ ।

Wildlife Protection Act
ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଡ଼ିଲା ଧଜ୍ଜିଆ, ମେଳଣରେ ସାପ ଖେଳ ଦେଖାଇଲେ କଳାକାର

ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ। ମେଳଣରେ ସାପ ଖେଳ ଦେଖାଇଲା ଅଘୋରି ବେଶୀ କଳାକାର । ପୁରୀ ସଦରଥାନା ଅନ୍ତର୍ଗତ ଛଇତନାରୁ ଆସିଛି ଏଭଳି ଘଟଣା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Earth Quake
ତାଇୱାନ୍‌ରେ ପୁଣି ଭୂକମ୍ପ ଝଟକା, ଭାଙ୍ଗିଲା ଦୁଇଟି ବଡ଼ ବଡ଼ କୋଠା

ଆଜି ସକାଳେ ତାଇୱାନର ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି । ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି...

Election
ଝାରସୁଗୁଡ଼ା BJD ହୁଲୁସ୍ତୁଲ୍, ଅଣଦେଖା ଅଭିଯୋଗରେ ଦଳ ଛାଡ଼ିଲେ ସାଧାରଣ ସମ୍ପାଦକ

ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ଶକ୍ତ ଝଟକା । ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ । ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିଶ୍ୱନାଥ ।

Weather
ତାତି କମିବ! ଆର୍ଦ୍ରତା ପାଇଁ ଗରମ-ଗୁଳୁଗୁଳିରେ ସଢ଼ିବେ ଜନତା

ଆଜି ତାତି କମିଲେ ବି, କଲବଲ କରିବ ଗରମ ଓ ଗୁଳୁଗୁଳି । ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ । ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି...

Water Problem
ତାତି ସହ ତାଳ ଦେଉଛି ଜଳକଷ୍ଟ, ଭଙ୍ଗା ଦଦରା ନଳକୂଅ ସହ ଚୂଆ ପାଣି ଭରସା

ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ ।

Rourkela Politics
କିଏ ପିନ୍ଧିବ ରାଉରକେଲା ମୁକୁଟ ? ମୈଦାନରେ ଦୁଇ ପୁରୁଣାଙ୍କ ସହ ନୂଆ ଯୋଦ୍ଧା

୨୦୨୪ରେ ବଦଳିବ କି ରାଉରକେଲାରେ ରାଜନୈତିକ ରଙ୍ଗ ? ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କାହାକୁ ? ନା ନୂଆ ଚେହେରାକୁ ଇସ୍ପାତ ନଗରୀର ମୁକୁଟ ପିନ୍ଧାଇବେ ଭୋଟର ?

Election
ହାଇଭୋଲଟେଜ୍ ପ୍ରଚାର ! ୨୪ରେ ନବୀନ, ୨୫ରେ ଶାହ, ୨୮ରେ ଓଡ଼ିଶା ଆସିବେ ରାହୁଲ

୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା ।

Election
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପ୍ରଚାର; ରୋଡ୍ ଶୋ କଲେ, ଲୋକଙ୍କ ଦୁଃଖ ବୁଝିଲେ

କେନ୍ଦ୍ରାପଡ଼ା ରାଜକନିକାରେ ବିଜେପିର ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ପ୍ରଚାର । ଏଥିରେ ଆଳିରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।