• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Sanjay Roy
ଜେଲରେ ରାକ୍ଷସ ହସ ହସୁଛି ସଞ୍ଜୟ! ପିଶାଚର ଗୁମର ଖୋଲୁଛି ସିବିଆଇ

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି ।

Subhadra Scheme
କିଏ ପାଇବେ ? କିଏ ପାଇବେନି ?

ଦୂର ହେଲା ‘ସୁଭଦ୍ରା’ ଦ୍ବନ୍ଦ୍ବ ! ଖବ୍‌ଶୀଘ୍ର ଆବେଦନ କରିପାରିବେ ହିତାଧିକାରୀ । ୨୧ରୁ ୬୦ ବର୍ଷର ମହିଳାଙ୍କୁ ‘ସୁଭଦ୍ରା ଯୋଜନା’ର ସହାୟତା ମିଳିବ । ଜାଣନ୍ତୁ କିଏ ‘ସୁଭଦ୍ରା’ ଲାଭ ପାଇବେ ଆଉ କିଏ ପାଇବେ ନାହିଁ...

Sanjay Roy
ରାତି ତମାମ ବ୍ଲୁ ଫିଲ୍ମ ଦେଖୁଥିଲା ଆଉ...

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

Organ Donation
ମରି ବି ଅମର ସିଦ୍ଧାର୍ଥ

କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ l ସମସ୍ତଙ୍କ ଆଖିରେ ଆଖିଏ ଲୁହ l ଭେଣ୍ଡିଆ ପୁଅକୁ ହରାଇ କାହା ମନରେ ବା ହରଷ ଥାଆନ୍ତା l ସେ ସିନା ଚାଲିଗଲା ହେଲେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ଉଦାହରଣ l

Second Hanging Bridge
ଖୁବଶୀଘ୍ର ଓଡ଼ିଶାରେ ୨ୟ ଝୁଲାପୋଲ

ପୂରଣ ହେବ ରାଉରକେଲାବାସୀଙ୍କ ସ୍ୱପ୍ନ । ବେଦବ୍ୟାସ ପୀଠରେ ତିଆରି ହେବ ଓଡ଼ିଶାର ଦ୍ୱିତୀୟ ଝୁଲା ପୋଲ । ରାଉରକେଲାବାସୀଙ୍କ ବହୁଦିନର ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି ।

Divyang Man
ଦିବ୍ୟାଙ୍ଗ ହେଲେ ବି ସ୍ୱାଭିମାନୀ

ଦିବ୍ୟାଙ୍ଗ ସିନା... ହେଲେ ଏ ମଣିଷଟା ଭାରି ସ୍ୱାଭିମାନୀ । ପେଟ ପୋଷିବା ପାଇଁ ଶାରୀରିକ ଅକ୍ଷମତା କେବେବି ମୁରଲୀଙ୍କ ପାଖରେ ବାଧକ ହୋଇ ଛିଡ଼ା ହୋଇନି । ନିଜର ଖର୍ଚ୍ଚ ବହନ କରିବା ପାଇଁ ପେଟ ପୋଷିବାକୁ ସେ ରାତି ୧୦ଟା ପରେ ଘରୁ ବାହାରିଯା’ନ୍ତି ।...

Panchang
Panchang Today 24th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର ଚନ୍ଦ୍ର- ମେଷ ଅହୋରାତ୍ର ତିଥି-୫ମୀ ପ୍ରାତଃ ୦୭.୫୨ ଗତେ ୬ଷ୍ଠୀ ନିଶାନ୍ତ ୦୫.୩୧ ଗତେ ୭ମୀ ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧...

Swami Laxmanananda Saraswati
କଳଙ୍କିତ ତାରିଖ, ବଳିଦାନ ଦିବସ.. କେବେ ମିଳିବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ!

ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

Liquor
ମାଟି ତଳ, ନଦୀ ପଠା ସାଜୁଛି ମଦଭାଟି!! ରେଡ୍ ଭିତରେ ଖୋଲୁଛି ବିଷ ବେପାରର ପେଡ଼ି

ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ ।

Kolkata Doctor Case
ଓଟିଭି ହାତରେ ଲାଗିଲା ବଡ଼ ତଥ୍ୟ, ଆର.ଜି.କର ହସ୍ପିଟାଲ ଯିବାକୁ ଚାହୁଁ ନଥିଲେ ଅଭୟା

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Dance Bar
‘ଆସିବ ମଦନୀତି ସଂସ୍କାର, ବର୍ଷକ ଭିତରେ ଚୋରା ମଦ କାରବାର ବନ୍ଦ’

ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା ।

Ratna Bhandar
ସ୍ଥାନାନ୍ତର ହେଲା ରତ୍ନ ଭଣ୍ଡାର ସିନ୍ଦୁକ ଓ ଆଲମିରା, କାଠ କବାଟ କାଟି ବାହାରିଲା ସିନ୍ଦୁକ

ଶ୍ରୀମନ୍ଦିରରେ ସ୍ଥାନାନ୍ତର ହେଉଛି ଖାଲି ସିନ୍ଦୁକ ଓ ଆଲମିରା । ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କରାଯାଉଛି ।

Dengue
ରାଜଧାନୀ ଡେଙ୍ଗୁ ହଟସ୍ପଟ୍!! ରୋଗୀଙ୍କ ସଂଖ୍ୟା ୨୪ ଶହ ପାର୍ ..

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପିଲା । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।

PM Modi Ukraine Visit
ପୋଲାଣ୍ଡରୁ ୧୦ ଘଣ୍ଟାର ଟ୍ରେନ୍ ଯାତ୍ରା କରି କିଭରେ ମୋଦି, ଜେଲେନସ୍କିଙ୍କୁ କଲେ ସାକ୍ଷାତ

ଯୁଦ୍ଧ ଭିତରେ ମୋଦି-ଜେଲେନସ୍କି ଭେଟ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

CM Mohan Majhi
ସାର୍ ମୋ ବାପାଙ୍କୁ ଫେରାଇ ଆଣନ୍ତୁ

ବାପା ମାଆଙ୍କୁ ଏକାଠି କରିବାକୁ ପୁଅର ଏ ପ୍ରୟାସ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ସେ ହାତଯୋଡି କରୁଛି ଆକୁଳ ନିବେଦନ। ଦୟାକରି ମୋ ବାପାଙ୍କୁ ଫେରାଇ ଆଣ...ତାଙ୍କ କଥା ମୋର ବହୁତ ମନେ ପଡୁଛି...। ଥରେ ଦେଖନ୍ତୁ ଏହି ଭିଡ଼ିଓ....

Village Song
ପାଚେଲା ଲଙ୍କାମରି କଲିକତାରୁ ତମେ କେତେ ଆଣିଛ ?

ଦର୍ଶକବନ୍ଧୁ ଏ ମଉସା ଜଣକ ଗାଉଥିବା ଏହି ଗୀତକୁ ଆପଣ ଜାଣିଛନ୍ତି କି? ଆମ ଅନୁମାନ ଅନୁସାରେ ଅଧିକାଂଶ ଲୋକ ଏ ଗୀତର ନାମ ଜାଣିନଥିବେ। ଆଉ ଯେଉଁମାନେ ଜାଣିଥିବେ ଏ ଗୀତ ଶୁଣି ସେମାନଙ୍କ ମୁହଁରେ ହସ ଟିକିଏ ଖେଳିଯାଇଥିବ। ଜାଣିଛନ୍ତି ଯଦି କମେଣ୍ଟ କରନ୍ତୁ ।...

Spiny Gourd
ଚାଷୀ ତଣ୍ଟିରେ କାଙ୍କଡ଼ କଣ୍ଟା

ଲଟାରେ ଝୁଲିଛି କୁନି କୁନି ଦେଶୀ କାଙ୍କଡ। ଖାଇବାକୁ ଯେମିତି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। କାଙ୍କଡ ତୋଳି ବେପାରୀଙ୍କୁ ବିକ୍ରି କରୁଛି ଚାଷୀ। ଆଶା ରଖିଛି, କାଙ୍କଡ ଗୁଡିକୁ ଭଲ ଦରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବ। ହେଲେ ତାକୁ...

Scanty Rainfall
ଆକାଶରେ ବର୍ଷା ନାହିଁ

ଆକାଶରେ ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।ଏବର୍ଷ ଚାଷ କେମିତି ହେବ ସେନେଇ ଏବେ ତାଙ୍କୁ ଚିନ୍ତା ଘାରିଛି।ଏପରି ଅବସ୍ଥା ଏବେ ଜଗତସିଂହପୁର ଜିଲ୍ଲାର ଅନେକ ଚାଷୀଙ୍କର।

Organ Donation
ମୃତ୍ୟୁ ପରେ ବି ଅମର ହୋଇଗଲେ

ଅଙ୍ଗଦାନ ଦେଲା ନୂଆ ଜୀବନ। ଏସସିବି ମେଡିକାଲରେ ପୁଣି ହେଲା ସଫଳ କାଡାଭେରିକ କିଡନୀ ପ୍ରତିରୋପଣ। ଜୁନିଅର ଡାକ୍ତର ମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ ପ୍ରତିରୋପଣ କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ଜଣ ନୂଆ ଜୀବନ ପାଇଛନ୍ତି।

Panchang
Panchang Today 21th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୭.୧୨ ଗତେ ମୀନ ତିଥି-୨ ୟା ସନ୍ଧ୍ୟା ୦୫.୦୭ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୭.୧୨ ଗତେ ଧନୁ ରାଶିର ଘାତବାର- କର୍କଟ ରାଶିର...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।