"#ଜାତୀୟ_କୃଷକ_ଦିବସ ଆଜି ହେଉଛି ଜାତୀୟ କୃଷକ ଦିବସ । । ଫସଲଟିଏ ଉପୁଜାଇବା ପାଇଁ କୃଷକ କେତେ ହାଡ଼ଭଙ୍ଗା ପରିଶ୍ରମ କରେ । ମାଟିକାଦୁଅରେ ଲଟପଟ୍ ହୋଇ ନିଜ ପରିଶ୍ରମର ବୀଜ ବପନ କରେ । ଆଉ ସେହି ପରିଶ୍ରମରୁ ଜାତ ହୁଏ ସୁନାର ଫସଲ ।Advertisment "