Advertisment

ଡଙ୍ଗା, ଜାଲ ଓ ଇଞ୍ଜିନରେ ହେରାଫେରି.. ହାତଗୁଞ୍ଜା ଦେଲେ ଆକାଉଣ୍ଟକୁ ଆସୁଛି ଟଙ୍କା !

୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।

author-image
Swadesi Megha Mallhar Prusty

#ମତ୍ସ୍ୟ_ବିଭାଗରେ_ମହାଦୁର୍ନୀତି 
୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।..

Advertisment
Fishermen Corruption Paradeep
Advertisment
Advertisment