• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୈାର ଧନୁମାସ  ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ  ଶନିବାର

ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ

ତିଥି- ୧୧ଶୀ ପ୍ରାତଃ ୦୭.୧୨ ଗତେ ୧୨ଶୀ

ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର

ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର 

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୭.୧୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୧୯ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ

ଶୁଭ ସମୟ

ପ୍ରାତଃ- ୦୭.୪୭ ରୁ ୦୯.୦୩

ଦିବା- ୧୨.୦୭ ରୁ ୦୧.୦୬

ଦିବା- ୦୨.୨୭ ରୁ ୦୩.୦୦

ଦିବା- ୦୩.୪୩ ରୁ ୦୩.୪୮

ରାତ୍ରି- ୦୨.୫୦ ରୁ ୦୩.୪୩ 

ଅଶୁଭ ସମୟ

ରାହୁକାଳ - ଦିବା ୦୯.୦୩ ରୁ ୧୦.୨୪

କାଳବେଳା- ପ୍ରାତଃ ୦୬.୨୧ ରୁ ୦୭.୪୨ ଓ ଦିବା ୦୩.୪୮ ରୁ ୦୫.୦୯

ବାରବେଳା- ଦିବା ୦୧.୦୬ ରୁ ୦୨.୨୭

କାଳରାତ୍ରି- ସନ୍ଧ୍ୟା ୦୫.୦୯ ରୁ ୦୬.୪୮ ଓ ନିଶାନ୍ତ ୦୪.୪୨ ରୁ ୦୬.୨୧