Advertisment

‘ଅଙ୍ଗନବାଡି କେନ୍ଦ୍ର ଭିତରକୁ ଯିବାକୁ ଡ଼ର ଲାଗୁଛି’

ଗାଁର ଅଙ୍ଗନୱାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ମମତା ଘରଟି ତିଆରି ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି। ଫଳରେ ଅଙ୍ଗନୱାଡ଼ି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି।

author-image
Swadesi Megha Mallhar Prusty

ଗାଁର ଅଙ୍ଗନୱାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ମମତା ଘରଟି ତିଆରି ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି। ଫଳରେ ଅଙ୍ଗନୱାଡ଼ି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି।

Advertisment
Dilapidated Anganwadi Mayurbhanj
Advertisment
Advertisment