/odishatv-khabar/media/post_attachments/uploadimage/library/16_9/16_9_0/Panchang_1710036722.jpg)
Panchang
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୪୦ ଗତେ ମୀନ ତିଥି- ଅମାବାସ୍ୟା ଦିବା ୦୨.୩୦ ଗତେ ପ୍ରତିପଦ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର,ରାତ୍ରି ୦୮.୪୦ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ପ୍ରାତଃ-୦୬.୦୨ ରୁ ୦୯.୫୮
ଦିବା-୦୧.୨୫ ରୁ ୦୧.୫୫
ସନ୍ଧ୍ୟା-୦୬.୪୦ ରୁ ୦୯.୦୬
ରାତ୍ରି- ୧୨.୨୦ ରୁ ୦୧.୨୭
ରାତ୍ରି- ୦୨.୫୯ ରୁ ୦୩.୩୫
ଅଶୁଭ ସମୟ
ରାହୁକାଳ - ଦିବା ୦୪.୨୨ ରୁ ୦୫.୫୧
କାଳବେଳା- ଦିବା ୧୧.୫୬ ରୁ ୦୧.୨୫
ବାରବେଳା- ଦିବା ୧୦.୨୮ ରୁ ୧୧.୫୬
କାଳରାତ୍ରି- ରାତ୍ରି ୦୧.୨୭ ରୁ ୦୨.୫୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)