• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Bhubaneswar Murder
Bhubaneswar Murder: ସହଦେବ ନାୟକ ହତ୍ୟାକାଣ୍ଡ ପଛରେ କିଏ ? କାରଣ କ’ଣ ? 

ସେମାନଙ୍କୁ ଫାଶିଦଣ୍ଡ ଦେଇଦେବା ଉଚିତ...ନଚେତ୍ ଏନକାଉଣ୍ଟର କରାଯାଉ...ଆଜି ସହଦେବଙ୍କୁ ହତ୍ୟା କଲେ, କାଲି ଆଉ କାହାର ମୁଣ୍ଡ ନେଇଯିବେ...ନିଶା ପାଇଁ ଏମାନେ ନେଇଯିବେ ଜୀବନ, ବସ୍ତିରୁ ଏମାନଙ୍କୁ ତୁରନ୍ତ ହଟାଯାଉ...ଏମିତି ଥିଲା ମଥା ସିନ୍ଦୂର ହରାଇ ଶୋକରେ ଥିବା ପତ୍ନୀଙ୍କ ଦରଦଭରା ନିବେଦନ।

Sankha Bhawan Not Just a Party !
Sankha Bhawan: ଶଙ୍ଖ ଭବନରେ ରେଷ୍ଟୁରାଣ୍ଟକୁ ନେଇ ସରଗରମ ରାଜନୀତି; BJD-BJP ମଧ୍ୟରେ ତୁତୁ ମେମେ...

ଶଙ୍ଖ ଭବନ କ୍ୟାଣ୍ଟିନ୍‌କୁ ନେଇ ରାଜନୀତି। ନିର୍ବାଚନ ପରାଜୟ ପରେ ସାଧାରଣ ଲୋକଙ୍କୁ ବି କ୍ୟାଣ୍ଟିନରେ ଖାଦ୍ୟ ପରସାଯାଉଛି। ମିଲ୍ ପିଛା ୮୦ ଟଙ୍କା। ନେତା  କର୍ମୀଙ୍କ ସହ ସାଧାରଣ ଲୋକେ ବି ଯାଇ ମିଲ୍ ଖାଉଛନ୍ତି। 

Naba Das Murder Case
Naba Das Murder Case: ଖୋଲିବ ନବଙ୍କ ମୃତ୍ୟୁର ପେଡ଼ି: ନୂଆ ସରକାର କରିବେ CBI ତଦନ୍ତ !

ନବଙ୍କ ହତ୍ୟା ଘଟଣା ଉପରୁ ହଟିବ ପରଦା । ଓଡ଼ିଶା ଜାଣିବ ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁର ସତ । 

Death By Chhole
Death By Chhole: ଛୋଲେ ପାଇଁ ମୃତ୍ୟୁ: ରାତି ସାରା ଜଳିଲା ଷ୍ଟୋଭ୍‌, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ !

ଛୋଲେ ଭଟୁରେ ଷ୍ଟଲ୍‌ ପାଇଁ ରାତିରେ ଚାଲିଥିଲା ପ୍ରସ୍ତୁତି। ଷ୍ଟୋଭ ଉପରେ ବସିଥିଲା ଛୋଲେ। ତେବେ ଏତିକି ବେଳେ ଲାଗିଗଲା ଆଖି, ମାଡ଼ି ଆସିଲା ନିଦ। ଫଳରେ ରାତି ସାରା ଜଳିଲା ଷ୍ଟୋଭ୍‌। ଆଉ ସକାଳୁ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। 

Sahadev Murder Case
Sahadev Murder Case: ସହଦେବ ହତ୍ୟା ଘଟଣା: ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ !

ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ସେ ଲୋମ ଟାଙ୍କୁରା ଘଟଣା l ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ l 

Deepali Das Criticizes BJP
Deepali Das Criticizes BJP: ବାପାଙ୍କ କଥା କହି ଫସିଲେ ଦୀପାଳି ! ଘେରିଲାଣି ବିଜେପି...

ନୂଆ ସରକାରକୁ ଟାର୍ଗେଟ୍‌ କଲେ ଦୀପାଳି । କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଝାଡ଼ିଲେ ରାଗ । କହିଲେ, ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ । 

Anand Mahindra's cheeky reply to 90-hour work week debate
Anand Mahindra: ସପ୍ତାହରେ ୭୦-୯୦ ଘଣ୍ଟା କାମ କରିବାକୁ ନେଇ ନାରାୟଣଙ୍କୁ ଆନନ୍ଦଙ୍କ ଜବାବ; କହିଲେ, ‘ମୋ ସ୍ତ୍ରୀକୁ ଚାହିଁ ରହିବାକୁ ଭଲ ପାଏ’

ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର କହିଛନ୍ତି ଯେ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହାର  ଚାବିକାଠି 'କାର୍ଯ୍ୟର ପରିମାଣ' ନୁହେଁ, ବରଂ କାର୍ଯ୍ୟର ଗୁଣବତ୍ତା ରହିବା ଆବଶ୍ୟକ ରହିଛି'।

California Los Angeles Wildfires
California Los Angeles Wildfires: ବ୍ୟାପୁଛି ନିଆଁ; ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ୧ ଲକ୍ଷରୁ ଅଧିକ ଲୋକ ଛାଡ଼ିଲେଣି ଘର

ଲସ୍ ଏଞ୍ଜେଲସ୍‌ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଲା ନିଆଁ । ମୋଟ୍ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। ଏମିତିକି ୧ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି।

Odisha to Experience Severe Winter
Cold Wave In Odisha: ୨ ଦିନ ପରେ ପୁଣି ଖସିବ ପାରଦ; ପ୍ରବଳ ଶୀତରେ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା

ଆଗମୀ ୨ ଦିନରେ ରାଜ୍ୟର ସର୍ବନିମ୍ମ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । 

School Principal Forces Girls To Remove Shirts:
School Principal Forces Girls To Remove Shirts: ଲଜ୍ଜାଜନକ ଘଟଣା; ସ୍କୁଲରେ ୮୦ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ୍ !

ବିନା ସାର୍ଟରେ ଘରକୁ ଫେରିଲେ ୮୦ ଜଣ ଛାତ୍ରୀ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଝାଡ଼ଖଣ୍ଡ ଧାନବାଦର ଏକ ଘରୋଇ ସ୍କୁଲରେ ।

Paddy Procurement
ପ୍ରବାସୀ ଭାରତୀୟ ସମ୍ମିଳନୀରୁ ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି

ପ୍ରବାସୀ ଭାରତୀୟ ସମ୍ମିଳନୀରୁ ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି। ରାଜ୍ୟରେ ପର୍ଯ୍ୟଟନ ସହ ଶିଳ୍ପ କ୍ଷେତ୍ରରେ ବଢ଼ିଲା ନିବେଶ ସମ୍ଭାବନା। ସମ୍ମିଳନୀରେ ଓଡିଶାର ପର୍ଯ୍ୟଟନକୁ ମିଳିଛି ସବୁଠୁ ବଡ଼ ଏକ୍ସପୋଜର।

Mahakumbh Begins Soon in Prayagraj
ପ୍ରୟାଗରାଜରେ ଲକ୍ଷାଧିକ ସାଧୁ, ସନ୍ଥଙ୍କ ଭିଡ଼

ପ୍ରୟାଗରାଜରେ ଅସ୍ଥା ଓ ବିଶ୍ୱାସର ମହାପର୍ବ । ପ୍ରୟାଗରାଜରେ ଲକ୍ଷାଧିକ ସାଧୁ, ସନ୍ଥଙ୍କ ଭିଡ଼। ଚର୍ଚ୍ଚାରେ ଏନଭାଇରନମେଣ୍ଟ ଓ ଗୋଲ୍ଡେନ୍ ବାବା। ରାବିଡ଼ି ବାବା ଓ ରିକ୍ସା ବାବାଙ୍କ ପାଖରେ ବେଶୀ ଭିଡ଼ । ମକର ସଂକ୍ରାନ୍ତିରେ ପ୍ରଥମ ସାହି ସ୍ନାନ।

Paddy Procurement
ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା

ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା। ବଲାଙ୍ଗିର ମଣ୍ଡିରେ ଚାଲିଛି ମିଲର୍ସ ରାଜ୍ । ବୁଝାମଣା ନାଁରେ ୪ରୁ ୫କେଜି ଧାନ କଟନି ଛଟନି। ଚାଷୀ-ମିଲର୍ସ ସହମତିରେ ଚାଲିଛି: ଯୋଗାଣ ଅଧିକାରୀ। ଜରି ବଦଳରେ ଅଖାରେ ଧାନ ଆଣିବାକୁ ମିଲରଙ୍କ ଚାପ।

Coastal Villages Under Threat As Sea Levels Rise
ସମୁଦ୍ର ଆଁରେ ଗାଁ

ସମୁଦ୍ର ଆଁରେ ଗାଁ। ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର। ଗଂଜାମ ଜିଲ୍ଲା ଚିକିଟି ବ୍ଲକ ରାମାୟାପାଟଣା ଗାଁର କାହାଣୀ...ଅଶାନ୍ତ ସମୁଦ୍ରର ଢେଉ ହେଉ କି...

Hansita-Anil Case
ଟେରା କରୁଛି ଠକ ଯୋଡ଼ିଙ୍କ ଗାଡ଼ିଘୋଡ଼ା ସହ କୋଠାବାଡ଼ି

ଟେରା କରୁଛି ଠକ ଯୋଡ଼ିଙ୍କ ଗାଡ଼ିଘୋଡ଼ା ସହ କୋଠାବାଡ଼ି । ଏଯାଏଁ ମିଳିଲାଣି ନଗଦ କ୍ୟାସରେ କିଣାଯାଇଥିବା ୭ ବିଳାସପୂର୍ଣ୍ଣ କାର୍ । ୧୨ ଦିନର ଖୋଳତାଡ଼ ଭିତରେ ଶହେ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ । ଆଗକୁ ଖୋଲିପାରେ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍ । ପୋଲିସ...

Coastal Villages Under Threat As Sea Levels Rise
Coastal Villages: ସମୁଦ୍ର ଆଁରେ ଗାଁ; ବିପନ୍ନ ଜୀବିକା-ଜୀବନ, ଚେଇଁ ଶୋଇଛି ପ୍ରଶାସନ...

ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର।

Paddy Procurement
Paddy Procurement: ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା; ବୁଝାମଣା ନାଁରେ ଚାଲିଛି ୪ରୁ ୫କେଜି ଧାନ କଟନି ଛଟନି

ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ। 

Mahakumbh Begins Soon in Prayagraj
Mahakumbh Begins Soon in Prayagraj: ଦିନକ ପରେ କୁମ୍ଭ ମେଳା; ଅସ୍ଥା-ବିଶ୍ବାସର ମହାପର୍ବ, ଚର୍ଚ୍ଚାରେ ଏନଭାଇରନମେଣ୍ଟ-ଗୋଲ୍ଡେନ୍ ବାବା 

ଆସ୍ଥା ଓ ବିଶ୍ବାସର ସଂଗମ... ପୁଣ୍ୟ ଓ ମୋକ୍ଷର ସଂଗମ... ସାଧୁ ସନ୍ଥ, ସ୍ଥାବର ଜଙ୍ଗମର ସଂଗମ...ସଂଗମ ନଗରୀ ପ୍ରୟାଗରାଜରେ, ମହାକୁମ୍ଭ ପାଇଁ ମହାଆୟୋଜନ। 

Police Case Against Bishal Das
Police Case Against Bishal Das: ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ...

ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ।

Pravasi Bharatiya Divas 2025
Pravasi Bharatiya Divas 2025: ୧୨ ସଂଧ୍ୟା ଯାଏ ସାଧାରଣ ଲୋକ-ଛାତ୍ରଛାତ୍ରୀଙ୍କ ପାଇଁ PBD ପ୍ରଦର୍ଶନୀ ଖୋଲା; ମାଗଣାରେ ବୁଲିପାରିବେ...

୨ ତାରିଖ ସଂଧ୍ୟା ଯାଏ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଖୋଲା ରହିବ। ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ। 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।