ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା ।
ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଇ ନିଆଯାଉଛି ।
୮୦ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ରେ ବିଜୟୀ । ବିଜେପି ସହଯୋଗୀ ଆସାମ ଗଣପରିଷଦ ୨ଟିରେ ବିଜୟୀ । କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ।
ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।
ସଫଳ ହେବାକୁ ଯାଉଛି ଅପରେସନ୍ ଗଙ୍ଗା ଅନ୍ତର୍ଗତ ମିଶନ୍ ସୁମି । ପ୍ରବଳ ଋଷୀ ଅକ୍ରମଣର ଶିକାର ହୋଇଥିବା ୟୁକ୍ରେନୀୟ ସହର ସୁମିରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ୧୨ଟି ବସ୍ରେ ଆଉ ଏକ ସହରକୁ ନିଆଯାଇଛି । ଗତକାଲି ଏହି ପ୍ରସଙ୍ଗରେ ଜାତିସଂଘରେ ଉଦ୍ବେଗ ପ୍ରକାଶ କରିଥିଲା...
‘ମୁଁ ଭୟଭୀତ ନୁହେଁ, ମୁଁ ଲୁଚି ନାହିଁ । ଆମେ ଯୁଦ୍ଧ ଜିତିବୁ ।’ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନର ତ୍ରୟୋଦଶ ଦିନରେ ଭିଡିଓ ମେସେଜ୍ ଜାରି କରି ଏଭଳି ଦୃଢୋକ୍ତି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନ୍ସ୍କି ।
ବିଜେଡିକୁ ଏବେ ବିଦ୍ରୋହୀ ଅଡୁଆ । ପୌର ନିର୍ବାଚନରେ ଦଳୀୟ ଟିକଟ ପାଇନଥିବାରୁ ଭୁବନେଶ୍ୱର, କଟକ ଓ ବ୍ରହ୍ଣପୁର ମହାନଗର ନିଗମରେ ଅନେକ ଦଳୀୟ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇଛନ୍ତି । ମ୍ୟୁନିସିପାଲିଟି ଓ ଏନ୍ଏସି ଗୁଡ଼ିକରେ ବି ସମାନ ସ୍ଥିତି ।
ତାଙ୍କ କଥାରେ ଦମ୍ଭ ଅଛି, ତାଙ୍କ କଥାରେ ଆତ୍ମବିଶ୍ୱାସ ଅଛି । ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ଥିଲେ ବି ସବୁ ଅସମ୍ଭବକୁ ସମ୍ଭବ କରିବାର ଇଚ୍ଛା ଯେହେତୁ ଭରପୂର ଅଛି, ତେଣୁ ସେ ଏବେ ସ୍ୱୟଂସମ୍ପୂର୍ଣ୍ଣା । ଏଭଳି ଦୃଢ଼ ଇଚ୍ଛାଶକ୍ତି ପାଇଁ ତ ମହିଳାଙ୍କ ଦାନାପାଣିର ଠିକଣା...
ୟୁପିରେ ପୁଣି ଫୁଟିବ କି ପଦ୍ମ ? ରାଜ୍ୟବାସୀଙ୍କ ପାଇଁ ଆଉଥରେ ଉପଯୋଗୀ ହେବେ କି ମୁଖ୍ୟମନ୍ତ୍ରୀ ଯୋଗୀ ? ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯିବାରୁ ଉତ୍ସାହରେ ପଦ୍ମ ଦଳ ।
ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ ।
୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଲାଗି ମ୍ୟାଜିକ୍ ନମ୍ବର ୨୦୨ । ତେବେ ଏଥର ବିଜେପି ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଥିବାରୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା...
ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିବା ପରେ ଏବେ ସାମ୍ନାକୁ ଆସୁଛନ୍ତି ମାଳ ମାଳ ବିଦ୍ରୋହୀ ପ୍ରାର୍ଥୀ । ଭୁବନେଶ୍ୱର ହେଉ କି କଟକ ଅବା ବ୍ରହ୍ମପୁର, ସବୁଠି ଖୋଲାଖୋଲି ଅସନ୍ତୋଷ ।
ମହିଳାଙ୍କ ନିକଟରେ ସମସ୍ତ ଅହ୍ୱାନର ସାମ୍ନା କରିବାକୁ ଶକ୍ତି ମଧ୍ୟ ରହିଛି । ଘୋଡା ଶକ୍ତିର ପ୍ରତୀକ ହୋଇଥିବାରୁ ସେ ଏଭଳି ଆସିବାକୁ ପସନ୍ଦ କରିଥିବା କହିଛନ୍ତି ।
ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ ।
ରେଡ୍ ବେଳେ ଭୁବନେଶ୍ୱର ବାସଭବନରୁ ୧ ଲକ୍ଷ ୯୪ ହଜାର ନଗଦ ଟଙ୍କା ଜବତ ହୋଇଥିଲା । କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ଟି କ୍ରସର ୟୁନିଟ ଥିବା ତଥ୍ୟ ଭିଜିଲାନ୍ସକୁ ମିଳିଥିଲା ।
ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁନି ପିଲା ଏକା ଏକା କାନ୍ଦି କାନ୍ଦି ରାସ୍ତାରେ ଚାଲି ଚାଲି ଯାଉଛି । ପାଖରେ ଆହା ପଦେ କହିବାକୁ କେହି ନାହିଁ । ପିଲାଟିର ବାପା ମାଆ କେଉଁଠି ତାହାର ଠିକଣା ନାହିଁ ।
ପ୍ରେମ ଯୁଦ୍ଧକୁ ମାନେନି, ଦେଶ ଦେଶ ମଧ୍ୟରେ ଥିବା ତିକ୍ତତାକୁ ବୁଝେନି । ପ୍ରେମ ସାଶ୍ୱତ, ଅନନ୍ତ ଏବଂ ଚିରନ୍ତନ । ସେଥିପାଇଁ ତ ପ୍ରେମ ନିବେଦନ କରିବାକୁ ଯବାନ ଏପରି କିଛି କଲେ, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ଏହାର ଏକ...
ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନେଲା ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ ।
ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍ନାଲ ସିନ୍ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ଏବେ ସୁଦ୍ଧା ଉକ୍ତ ଚୋର ବିରୋଧରେ ୪୪ଟି ମାମଲା ରହିଛି । ପୂବରୁ ୩୭ଟି କେସ୍ କରି ଜେଲ୍ ଦଣ୍ଡ ଭୋଗି ସାରିଥିବା ବେଳେ ଏବେ ଆଉ ୭ଟି ଚୋରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।